ଭଦ୍ରକ ଟାଉନ ପୋଲିସ ହାତରେ ଧରା ପଡ଼ିଲା ବାଇକ୍ ଚୋର ଗ୍ୟାଙ୍ଗ : ୧୨ ବାଇକ ଜବତ, ୪ ଗିରଫ

The Sakala Picture
Published On

ଭଦ୍ରକ : ବାଇକ୍ ଚୋର ଗ୍ୟାଙ୍ଗ ଧରିବାରେ ସଫଳ ହେଲା ଭଦ୍ରକ ଟାଉନ୍ ପୋଲିସ , ଏଥିରେ ସଂପୃକ୍ତ ୪ ଜଣ ଲୁଟେରାଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ୧୨ଟି ଚୋରି ବାଇକ୍ ଜବତ କରିଛି ପୁଲିସ | ସମସ୍ତ ଅଭିଯୁକ୍ତ ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଅଞ୍ଚଳର ହୋଇଥିବା ବେଳେ ଭଦ୍ରକରୁ ବାଇକ ଚୋରି କରୁଥିଲେ |

ଆହୁରି ପଢ଼ନ୍ତୁ: ଅଗଷ୍ଟ ୩ ରୁ ୫ ଯାଏଁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

07 Aug 2021 By The Sakala

ଭଦ୍ରକ ଟାଉନ ପୋଲିସ ହାତରେ ଧରା ପଡ଼ିଲା ବାଇକ୍ ଚୋର ଗ୍ୟାଙ୍ଗ : ୧୨ ବାଇକ ଜବତ, ୪ ଗିରଫ

ଭଦ୍ରକ : ବାଇକ୍ ଚୋର ଗ୍ୟାଙ୍ଗ ଧରିବାରେ ସଫଳ ହେଲା ଭଦ୍ରକ ଟାଉନ୍ ପୋଲିସ , ଏଥିରେ ସଂପୃକ୍ତ ୪ ଜଣ ଲୁଟେରାଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ୧୨ଟି ଚୋରି ବାଇକ୍ ଜବତ କରିଛି ପୁଲିସ | ସମସ୍ତ ଅଭିଯୁକ୍ତ ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଅଞ୍ଚଳର ହୋଇଥିବା ବେଳେ ଭଦ୍ରକରୁ ବାଇକ ଚୋରି କରୁଥିଲେ |

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର