ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଚ୍ ରାସ୍ତାରେ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୁତ୍ତ
ଅନୁଗୋଳ: ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୁତ୍ତ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି । ଅନୁଗୋଳ ଅମଳାପଡା ଛଳ ନିକଟରେ ଚା ପିଉଥିବା ବେଳେ ଦୁର୍ବୁତ୍ତଙ୍କ ଆକ୍ରମଣର ଶିକାର ହେଲେ ଯୁବକ । ଯୁବକଙ୍କ ଦୁଇ ହାତ, ଛାତିକୁ ହାଣିଦେଇଛନ୍ତି ଦୁର୍ବୁତ୍ତ। ଗୁରୁତର ଯୁବକ ଜଣଙ୍କ ହେଲେ ଅଙ୍ଗାର ବନ୍ଧ ଗାଁର ପାର୍ଥ ପ୍ରଧାନ । ତିନୋଟି ମୋଟରସାଇକେଲରେ ଆସି ଅତର୍କିତ ଆକ୍ରମଣ କରିଥିଲେ ଦୁର୍ବୁତ୍ତ । ଗୁରୁତର […]
ଅନୁଗୋଳ: ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୁତ୍ତ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି । ଅନୁଗୋଳ ଅମଳାପଡା ଛଳ ନିକଟରେ ଚା ପିଉଥିବା ବେଳେ ଦୁର୍ବୁତ୍ତଙ୍କ ଆକ୍ରମଣର ଶିକାର ହେଲେ ଯୁବକ । ଯୁବକଙ୍କ ଦୁଇ ହାତ, ଛାତିକୁ ହାଣିଦେଇଛନ୍ତି ଦୁର୍ବୁତ୍ତ। ଗୁରୁତର ଯୁବକ ଜଣଙ୍କ ହେଲେ ଅଙ୍ଗାର ବନ୍ଧ ଗାଁର ପାର୍ଥ ପ୍ରଧାନ । ତିନୋଟି ମୋଟରସାଇକେଲରେ ଆସି ଅତର୍କିତ ଆକ୍ରମଣ କରିଥିଲେ ଦୁର୍ବୁତ୍ତ । ଗୁରୁତର ଆହତ ଯୁବକ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।