ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

କୋଭିଡ ମୁକାବିଲାରେ ଆଗରେ ନବୀନ

The Sakala Picture
Published On

ଭୁବନେଶ୍ବର: କୋଭିଡ ମୁକାବିଲାରେ ଆଗରେ ନବୀନ । ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାଓ୍ବଲାଙ୍କ ପକ୍ଷରୁ ହୋଇଥିବା ଅନଲାଇନ୍ ସର୍ଭେରେ ସର୍ବାଧିକ ଭୋଟ ପାଇ ଆଗରେ ରହିଛନ୍ତି ନବୀନ ପଟ୍ଟନାୟକ । ସର୍ଭେରେ ନବୀନ ପାଇଛନ୍ତି 57 ପ୍ରତିଶତ ଭୋଟ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ 26 ପ୍ରତିଶତ ଭୋଟ ପାଇ ଦ୍ବିତୀୟରେ ଥିବାବେଳେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ 14 ପ୍ରତିଶତ ଭୋଟ ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ ୟେଦିୟୁରପ୍ପା ପାଇଛନ୍ତି ମାତ୍ର 3.2 […]

ଭୁବନେଶ୍ବର: କୋଭିଡ ମୁକାବିଲାରେ ଆଗରେ ନବୀନ । ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାଓ୍ବଲାଙ୍କ ପକ୍ଷରୁ ହୋଇଥିବା ଅନଲାଇନ୍ ସର୍ଭେରେ ସର୍ବାଧିକ ଭୋଟ ପାଇ ଆଗରେ ରହିଛନ୍ତି ନବୀନ ପଟ୍ଟନାୟକ । ସର୍ଭେରେ ନବୀନ ପାଇଛନ୍ତି 57 ପ୍ରତିଶତ ଭୋଟ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ 26 ପ୍ରତିଶତ ଭୋଟ ପାଇ ଦ୍ବିତୀୟରେ ଥିବାବେଳେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ 14 ପ୍ରତିଶତ ଭୋଟ ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ ୟେଦିୟୁରପ୍ପା ପାଇଛନ୍ତି ମାତ୍ର 3.2 ପ୍ରତିଶତ ଭୋଟ ।

ଆହୁରି ପଢ଼ନ୍ତୁ: ବାପ-ପୁଅଙ୍କ ମିଥ୍ୟା ଅଭିଯୋଗକୁ ଖଣ୍ଡନ କଲେ ଗ୍ରାମବାସୀ: ନ୍ୟାୟ ନମିଳିଲେ ସାମୂହିକ ଆତ୍ମହତ୍ୟା ଚେତାବନୀ

ସେହିଭଳି ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟକୁ ନେଇ ହୋଇଥିବା ସର୍ଭେରେ ୫୬ ପ୍ରତିଶତ ଭୋଟ ପାଇ ଆଗରେ ରହିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ତାଙ୍କ ପଛରେ ରହିଛନ୍ତି ଉଦ୍ଧବ ଠାକରେ, ତାଙ୍କୁ ମିଳିଛି ୩୦ ପ୍ରତିଶତ ଭୋଟ । ଏହା ପରେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ୮ ପ୍ରତିଶତ ପାଇଥିବାବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ୬ ପ୍ରତିଶତ ଭୋଟ ପାଇଛନ୍ତି ।

ଆହୁରି ପଢ଼ନ୍ତୁ: ସାମ୍ବାଦିକ ସମ୍ମିଳନୀରେ ବର୍ଷିଲେ ରଣେନ୍ଦ୍ର; କହିଲେ, ‘ଦୁଇ ବର୍ଷରେ ୫୦ ନିଷ୍ପତ୍ତିରେ ସରକାରଙ୍କ ୟୁ-ଟର୍ଣ୍ଣ’

20 May 2021 By The Sakala

କୋଭିଡ ମୁକାବିଲାରେ ଆଗରେ ନବୀନ

ଭୁବନେଶ୍ବର: କୋଭିଡ ମୁକାବିଲାରେ ଆଗରେ ନବୀନ । ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାଓ୍ବଲାଙ୍କ ପକ୍ଷରୁ ହୋଇଥିବା ଅନଲାଇନ୍ ସର୍ଭେରେ ସର୍ବାଧିକ ଭୋଟ ପାଇ ଆଗରେ ରହିଛନ୍ତି ନବୀନ ପଟ୍ଟନାୟକ । ସର୍ଭେରେ ନବୀନ ପାଇଛନ୍ତି 57 ପ୍ରତିଶତ ଭୋଟ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ 26 ପ୍ରତିଶତ ଭୋଟ ପାଇ ଦ୍ବିତୀୟରେ ଥିବାବେଳେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ 14 ପ୍ରତିଶତ ଭୋଟ ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ ୟେଦିୟୁରପ୍ପା ପାଇଛନ୍ତି ମାତ୍ର 3.2 ପ୍ରତିଶତ ଭୋଟ ।

ସେହିଭଳି ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟକୁ ନେଇ ହୋଇଥିବା ସର୍ଭେରେ ୫୬ ପ୍ରତିଶତ ଭୋଟ ପାଇ ଆଗରେ ରହିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ତାଙ୍କ ପଛରେ ରହିଛନ୍ତି ଉଦ୍ଧବ ଠାକରେ, ତାଙ୍କୁ ମିଳିଛି ୩୦ ପ୍ରତିଶତ ଭୋଟ । ଏହା ପରେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ୮ ପ୍ରତିଶତ ପାଇଥିବାବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ୬ ପ୍ରତିଶତ ଭୋଟ ପାଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର