ମୋ ବସ୍’ ଧକ୍କାରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରର ମୃତ୍ଯୁ ଅଭିଯୋଗ

The Sakala Picture
Published On

ଭୁବନେଶ୍ବର: ପୁଣି ମୋ ବସ୍’ ବିରୁଦ୍ଧରେ ଅଭିଯୋଗ। ଗତକାଲି ଏକ ସ୍କୁଲ ଛାତ୍ର ଉପରେ ଗାଡି ମଡ଼ାଇଥିବାର ଅଭିଯୋଗ କରିଛନ୍ତି ବାପା- ମାଆ। ଦୁର୍ଘଟଣାର ଶିକାର ହୋଇଛନ୍ତି ୟୁନିଟ-୮ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟର ୭ମ ଶ୍ରେଣୀ ଛାତ୍ର ସନ୍ଦୀପ କୁମାର ନାୟକ। ସନ୍ଦୀପ ଟିଉସନରୁ ଫେରୁଥିବା ସମୟରେ ସ୍କୁଲ ଛକରେ ପ୍ରଥମେ ଏକ ବାଇକ ଧକ୍କା ଦେଇଥିଲା। ସେ ରାସ୍ତାର ଗୋଟିଏ ପାର୍ଶ୍ଵରେ ଛିଡା ହୋଇଥିବାବେଳେ ଦ୍ରୁତଗତିରେ ମୋ ବସ୍’ ଆସି ସନ୍ଦୀପଙ୍କୁ ଧକ୍କା ଦେଇଥିଲା। […]

ଭୁବନେଶ୍ବର: ପୁଣି ମୋ ବସ୍’ ବିରୁଦ୍ଧରେ ଅଭିଯୋଗ। ଗତକାଲି ଏକ ସ୍କୁଲ ଛାତ୍ର ଉପରେ ଗାଡି ମଡ଼ାଇଥିବାର ଅଭିଯୋଗ କରିଛନ୍ତି ବାପା- ମାଆ। ଦୁର୍ଘଟଣାର ଶିକାର ହୋଇଛନ୍ତି ୟୁନିଟ-୮ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟର ୭ମ ଶ୍ରେଣୀ ଛାତ୍ର ସନ୍ଦୀପ କୁମାର ନାୟକ। ସନ୍ଦୀପ ଟିଉସନରୁ ଫେରୁଥିବା ସମୟରେ ସ୍କୁଲ ଛକରେ ପ୍ରଥମେ ଏକ ବାଇକ ଧକ୍କା ଦେଇଥିଲା। ସେ ରାସ୍ତାର ଗୋଟିଏ ପାର୍ଶ୍ଵରେ ଛିଡା ହୋଇଥିବାବେଳେ ଦ୍ରୁତଗତିରେ ମୋ ବସ୍’ ଆସି ସନ୍ଦୀପଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସନ୍ଦୀପଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଘଟଣାକୁ ନେଇ ଶତାବ୍ଦୀ ନଗର ଓ ପ୍ରଗତିନଗରରେ ଜନ ଅସନ୍ତୋଷ ଦେଖିବାକୁ ମିଳିଛି। ପୂର୍ବରୁ ମଧ୍ୟ ମୋ ବସ୍ ‘ ଧକ୍କାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିଲା। ମୋ ବସ୍ ‘ ଡ୍ରାଇଭରଙ୍କ ବେପରୁଆ ଗାଡିଚାଳନାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଅକ୍ଷୟ ତୃତୀୟା, ଶ୍ରୀକ୍ଷେତ୍ରରେ ହେବ ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ

18 Nov 2022 By The Sakala

ମୋ ବସ୍’ ଧକ୍କାରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରର ମୃତ୍ଯୁ ଅଭିଯୋଗ

ଭୁବନେଶ୍ବର: ପୁଣି ମୋ ବସ୍’ ବିରୁଦ୍ଧରେ ଅଭିଯୋଗ। ଗତକାଲି ଏକ ସ୍କୁଲ ଛାତ୍ର ଉପରେ ଗାଡି ମଡ଼ାଇଥିବାର ଅଭିଯୋଗ କରିଛନ୍ତି ବାପା- ମାଆ। ଦୁର୍ଘଟଣାର ଶିକାର ହୋଇଛନ୍ତି ୟୁନିଟ-୮ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟର ୭ମ ଶ୍ରେଣୀ ଛାତ୍ର ସନ୍ଦୀପ କୁମାର ନାୟକ। ସନ୍ଦୀପ ଟିଉସନରୁ ଫେରୁଥିବା ସମୟରେ ସ୍କୁଲ ଛକରେ ପ୍ରଥମେ ଏକ ବାଇକ ଧକ୍କା ଦେଇଥିଲା। ସେ ରାସ୍ତାର ଗୋଟିଏ ପାର୍ଶ୍ଵରେ ଛିଡା ହୋଇଥିବାବେଳେ ଦ୍ରୁତଗତିରେ ମୋ ବସ୍’ ଆସି ସନ୍ଦୀପଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସନ୍ଦୀପଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଘଟଣାକୁ ନେଇ ଶତାବ୍ଦୀ ନଗର ଓ ପ୍ରଗତିନଗରରେ ଜନ ଅସନ୍ତୋଷ ଦେଖିବାକୁ ମିଳିଛି। ପୂର୍ବରୁ ମଧ୍ୟ ମୋ ବସ୍ ‘ ଧକ୍କାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିଲା। ମୋ ବସ୍ ‘ ଡ୍ରାଇଭରଙ୍କ ବେପରୁଆ ଗାଡିଚାଳନାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର