ଭୁବନେଶ୍ବର: ଡ. ଅଚ୍ୟୁତ ସାମନ୍ତଙ୍କ ଦାର୍ଶନିକ ଚିନ୍ତାଧାରା ‘ଆର୍ଟ ଅଫ ଗିଭିଙ୍ଗ’ର ଏକ କାର୍ଯ୍ୟକ୍ରମ ଗତକାଲି କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳନ ହୋଇ ଯାଇଛି। ୧୨ତମ ସଂସ୍କରଣର ଥିମ ରହିଛି ପୋଡୋଶୀଙ୍କ ପାଇଁ ଭଲ ଦିନ ଟିଏ (Neighbor Good Day )। କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକର ରଙ୍ଗାମାଟିଆ, ସରଡ଼ା, କେରାଙ୍ଗ ଜୁଆଙ୍ଗସାହି ଗ୍ରାମର ଅପହଞ୍ଚ ଜାଗାରେ ଏହି କାର୍ଯ୍ୟକ୍ରମ ପାଳନ କରାଯାଇଛି। ଏହି ଅବସରରେ ଖାଦ୍ୟ, ବସ୍ତ୍ର ଓ ବାସନ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଦିଲ୍ଲୀପ କୁମାର ସ୍ୱାଇଁଙ୍କ ଅଧକ୍ଷତାରେ ପରିଚାଳନା କରାଯାଇଥିଲା । ବରିଷ୍ଠ ସମାଜସେବୀ ଗଗନ ବିହାରୀ ପାଇଟାଳ, ସମଜସେବୀ ମହାସଂଘର ସଭାପତି ନାରାୟଣ ସାହୁ, ବିକାଶ ବଳବନ୍ତରାୟ, ଅମୀର କୁମାର ସ୍ୱାଇଁ ସହଯୋଗ କରିଥିଲେ। ଆର୍ଟ ଅଫ ଗିଭିଙ୍ଗ କହିଲେ କେବଳ ବସ୍ତୁ ଗତ ଦାନ ନୁହେଁ। ଅନ୍ୟକୁ ଯେ କୌଣସି ଉପାୟରେ ଦୟା, ସହାନୁଭୂତି ଓ ବନ୍ଧୁତ୍ୱ ପୂର୍ଣ୍ଣ ଭାବନା ପ୍ରଦର୍ଶନ କରିବା ଏହାର ଲକ୍ଷ୍ୟ ବୋଲି ଦିଲ୍ଲୀପ କହିିଥିଲେ।
କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ
ଭୁବନେଶ୍ବର: ଡ. ଅଚ୍ୟୁତ ସାମନ୍ତଙ୍କ ଦାର୍ଶନିକ ଚିନ୍ତାଧାରା ‘ଆର୍ଟ ଅଫ ଗିଭିଙ୍ଗ’ର ଏକ କାର୍ଯ୍ୟକ୍ରମ ଗତକାଲି କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳନ ହୋଇ ଯାଇଛି। ୧୨ତମ ସଂସ୍କରଣର ଥିମ ରହିଛି ପୋଡୋଶୀଙ୍କ ପାଇଁ ଭଲ ଦିନ ଟିଏ (Neighbor Good Day )। କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକର ରଙ୍ଗାମାଟିଆ, ସରଡ଼ା, କେରାଙ୍ଗ ଜୁଆଙ୍ଗସାହି ଗ୍ରାମର ଅପହଞ୍ଚ ଜାଗାରେ ଏହି କାର୍ଯ୍ୟକ୍ରମ ପାଳନ କରାଯାଇଛି। ଏହି ଅବସରରେ ଖାଦ୍ୟ, ବସ୍ତ୍ର ଓ ବାସନ ବଣ୍ଟନ କରାଯାଇଥିଲା। ଏହି […]