By
The Sakala
ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଣ୍ଡାଢ଼ିପ ସାହିରେ ଅଘଟଣ ଘଟିଛି । ଦୁଇ ଯମଜ ଶିଶୁଙ୍କୁ କେହି ଜଣେ କୂଅରେ ପକାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମାଆ କବାଟ ଦେଇ କ୍ଷୀର ପାଇଁ ଯାଇଥିବା ବେଳେ ବାଡ଼ି ପଟ କାବଟରେ ଅଜଣା ଦୁର୍ବୃତ୍ତ ପଶି କୂଅରେ ପକାଇ ଦେଇଥିବା ଅଭିଯୋଗ ହୋଇଛି। ଉଭୟ ଶିଶୁ ୫ ମାସର ହୋଇଥିବା ବେଳେ ଗୋଟିଏ ଶିଶୁପୁତ୍ର ଓ ଅନ୍ୟଟି ଶିଶୁକନ୍ୟା। ଉକ୍ତ ଶିଶୁଙ୍କ ବାପାଙ୍କ ନାଁ ସୁନିଲ ସାହୁ ହୋଇଥିବା […]
ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଣ୍ଡାଢ଼ିପ ସାହିରେ ଅଘଟଣ ଘଟିଛି । ଦୁଇ ଯମଜ ଶିଶୁଙ୍କୁ କେହି ଜଣେ କୂଅରେ ପକାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମାଆ କବାଟ ଦେଇ କ୍ଷୀର ପାଇଁ ଯାଇଥିବା ବେଳେ ବାଡ଼ି ପଟ କାବଟରେ ଅଜଣା ଦୁର୍ବୃତ୍ତ ପଶି କୂଅରେ ପକାଇ ଦେଇଥିବା ଅଭିଯୋଗ ହୋଇଛି। ଉଭୟ ଶିଶୁ ୫ ମାସର ହୋଇଥିବା ବେଳେ ଗୋଟିଏ ଶିଶୁପୁତ୍ର ଓ ଅନ୍ୟଟି ଶିଶୁକନ୍ୟା। ଉକ୍ତ ଶିଶୁଙ୍କ ବାପାଙ୍କ ନାଁ ସୁନିଲ ସାହୁ ହୋଇଥିବା ବେଳେ ମାଆଙ୍କ ନାଁ ତପସ୍ଵିନୀ ସାହୁ ବୋଲି ଜଣାପଡ଼ିଛି।
About The Author: The Sakala