ଦବିଲା NH-16 ଫ୍ଲାଏଓଭର, ୬ମାସ ତଳେ ସର୍ବସାଧାରଣ ଯାତାୟତ ପାଇଁ ଖୋଲିଥିଲା ଏହି ଓଭରବ୍ରିଜ୍

ଭୁବନେଶ୍ବର :  ଦବିଲା ରାଜଧାନୀ ଭୁବନେଶ୍ବର NH-16 ଫ୍ଲାଏଓଭର। ଆଇଗିଣିଆ ଫ୍ଲାଏଓଭର ରାସ୍ତାଟି ଦବିଯାଇଛି । ପ୍ରବଳ ବର୍ଷା ଫଳରେ ରାସ୍ତାଟି ପ୍ରାୟ ୩ ଫୁଟ ଦବିଯାଇଥିବା ସୂଚନା ମିଳିଛି । NH-16 ଫ୍ଲାଏ ଓଭର ରାସ୍ତାଟି ହଠାତ ଦବିଯିବାରୁ ଏକ ମିନିଟ୍ରକ ଘଟଣାସ୍ଥଳରେ ଫସିଯାଇଥିଲା। ଭୁବନେଶ୍ବର: ଦବିଲା ଫ୍ଲାଏଓଭର ରାସ୍ତା– ଭୁବନେଶ୍ବରରେ ଦବିଲା ଫ୍ଲାଏଓଭର NH ରାସ୍ତା– ଆଇଗିଣିଆରେ ଦବିଲା ଫ୍ଲାଏଓଭର ରାସ୍ତା– ଦବିଥିବା ରାସ୍ତାରେ ଫସିଲରେ ମିନି ଟ୍ରକ– ରାସ୍ତାରେ ଯାତାୟାତ ବନ୍ଦ– ନିମ୍ନମାନର […]

ଭୁବନେଶ୍ବର :  ଦବିଲା ରାଜଧାନୀ ଭୁବନେଶ୍ବର NH-16 ଫ୍ଲାଏଓଭର। ଆଇଗିଣିଆ ଫ୍ଲାଏଓଭର ରାସ୍ତାଟି ଦବିଯାଇଛି । ପ୍ରବଳ ବର୍ଷା ଫଳରେ ରାସ୍ତାଟି ପ୍ରାୟ ୩ ଫୁଟ ଦବିଯାଇଥିବା ସୂଚନା ମିଳିଛି । NH-16 ଫ୍ଲାଏ ଓଭର ରାସ୍ତାଟି ହଠାତ ଦବିଯିବାରୁ ଏକ ମିନିଟ୍ରକ ଘଟଣାସ୍ଥଳରେ ଫସିଯାଇଥିଲା।

ଏହି ଫ୍ଲାଏଓଭର ୬ମାସ ତଳେ ସର୍ବସାଧାରଣ ଯାତାୟତ ପାଇଁ ଖୋଲିଥିଲା। ମାତ୍ର ୬ ମାସରେ ଏହା ଦବିଯିବାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଏନଏଚଏଆଇର ମନମୁଖି କାର୍ଯ୍ୟ ଓ ରାସ୍ତା ନିର୍ମାଣରେ ଅନିୟମିତତା ଅଭିଯୋଗ ଆଣିଛନ୍ତି ଜନସାଧାରଣ । ଅନ୍ୟପଟେ ରାସ୍ତାଟି ଦବିବା ଫଳରେ ବର୍ତ୍ତମାନ ଗୋଟିଏ ସାଇଡକୁ ବନ୍ଦ ରଖାଯାଇଛି।

About The Author: The Sakala