୫ ବର୍ଷର ବାଘ ହଜାରେ କି.ମି ଦୂରରୁ ଆସିଛି: ପିସିସିଏଫ

ଦିଗପହଣ୍ଡି: ଦିଗପହଣ୍ଡିରେ ମହାବଳ ବାଘ ପ୍ରସଙ୍ଗ । ସ୍ଥାନୀୟ ଲୋକେ ଆତଙ୍କିତ ହୁଅନ୍ତୁ ନାହିଁ। ୫ ବର୍ଷର ବାଘ ହଜାରେ କିଲୋମିଟର ଦୂରରୁ ଆସିଛି। ଜନବସତି ମୁହାଁ ହେବ ନାହିଁ। ବାଘର ଗତିବିଧି ଉପରେ ବନ ବିଭାଗ ନଜର ରଖିଛନ୍ତି। ଲୋକଙ୍କୁ ସଚେତନ କରାଯାଉଛି। ଓଡିଶା ମୁହାଁ ଅନ୍ୟ ରାଜ୍ୟର ବାଘ ରାଜ୍ୟ ପାଇଁ ଶୁଭ ସଙ୍କେତ।  ଗାଈ ଗୋରୁ ଶିକାର କଲେ କ୍ଷତିପୂରଣ ବ୍ୟବସ୍ଥା ରହିଛି। ଲୋକେ ଡରିବାର କୌଣସି କାରଣ ନାହିଁ ବୋଲି ପିସିସିଏଫ […]

ଦିଗପହଣ୍ଡି: ଦିଗପହଣ୍ଡିରେ ମହାବଳ ବାଘ ପ୍ରସଙ୍ଗ । ସ୍ଥାନୀୟ ଲୋକେ ଆତଙ୍କିତ ହୁଅନ୍ତୁ ନାହିଁ। ୫ ବର୍ଷର ବାଘ ହଜାରେ କିଲୋମିଟର ଦୂରରୁ ଆସିଛି। ଜନବସତି ମୁହାଁ ହେବ ନାହିଁ। ବାଘର ଗତିବିଧି ଉପରେ ବନ ବିଭାଗ ନଜର ରଖିଛନ୍ତି। ଲୋକଙ୍କୁ ସଚେତନ କରାଯାଉଛି। ଓଡିଶା ମୁହାଁ ଅନ୍ୟ ରାଜ୍ୟର ବାଘ ରାଜ୍ୟ ପାଇଁ ଶୁଭ ସଙ୍କେତ।  ଗାଈ ଗୋରୁ ଶିକାର କଲେ କ୍ଷତିପୂରଣ ବ୍ୟବସ୍ଥା ରହିଛି। ଲୋକେ ଡରିବାର କୌଣସି କାରଣ ନାହିଁ ବୋଲି ପିସିସିଏଫ ସୁଶାନ୍ତ ନନ୍ଦ କହିଛନ୍ତି।

About The Author: The Sakala