ବ୍ରହ୍ମପୁର ପରେ ସାନଖେମୁଣ୍ଡିରେ ୫ଟି ସଚିବଙ୍କ ବିକାଶ କାର୍ଯ୍ୟର ସମୀକ୍ଷା

ସାନଖେମୁଣ୍ଡି: ବ୍ରହ୍ମପୁର ପରେ ସାନଖେମୁଣ୍ଡିରେ ୫ଟି ସଚିବଙ୍କ ବିକାଶ କାର୍ଯ୍ୟର ସମୀକ୍ଷା । ଲୋକଙ୍କ ହାତରୁ ଅଭିଯୋଗପତ୍ର ନେବା ସହ ସମସ୍ୟାର ସମାଧାନ ପାଇଁ ଦେଉଛନ୍ତି ପ୍ରତିଶ୍ରୁତି। ସାନଖେମୁଣ୍ଡିରେ ଘୋଡାହାଡ ଡ୍ୟାମ୍ ଜଳ ପ୍ରକଳ୍ପ ପାଇଁ ୧୭୦ କୋଟି ଖର୍ଚ୍ଚ ହେବ। ଏହାଦ୍ବାରା ୮ଟି ପଞ୍ଚାୟତ ଉପକୃତ ହେବେ। ଋଷିକୂଲ୍ୟା ଜାନିବିଲି ପ୍ରକଳ୍ପ ପାଇଁ ୧୦୩ କୋଟି ଟଙ୍କା ଖର୍ଚ୍ଚ ହେବ। ଧରାକୋଟ କୁକୁଡ଼ାଖଣ୍ଡି ସାନଖେମୁଣ୍ଡି ୧ ଲକ୍ଷ ୩୦ ହଜାର ଏକର ଚାଷ ଜମିକୁ ପାଣି […]

ସାନଖେମୁଣ୍ଡି: ବ୍ରହ୍ମପୁର ପରେ ସାନଖେମୁଣ୍ଡିରେ ୫ଟି ସଚିବଙ୍କ ବିକାଶ କାର୍ଯ୍ୟର ସମୀକ୍ଷା । ଲୋକଙ୍କ ହାତରୁ ଅଭିଯୋଗପତ୍ର ନେବା ସହ ସମସ୍ୟାର ସମାଧାନ ପାଇଁ ଦେଉଛନ୍ତି ପ୍ରତିଶ୍ରୁତି। ସାନଖେମୁଣ୍ଡିରେ ଘୋଡାହାଡ ଡ୍ୟାମ୍ ଜଳ ପ୍ରକଳ୍ପ ପାଇଁ ୧୭୦ କୋଟି ଖର୍ଚ୍ଚ ହେବ। ଏହାଦ୍ବାରା ୮ଟି ପଞ୍ଚାୟତ ଉପକୃତ ହେବେ। ଋଷିକୂଲ୍ୟା ଜାନିବିଲି ପ୍ରକଳ୍ପ ପାଇଁ ୧୦୩ କୋଟି ଟଙ୍କା ଖର୍ଚ୍ଚ ହେବ। ଧରାକୋଟ କୁକୁଡ଼ାଖଣ୍ଡି ସାନଖେମୁଣ୍ଡି ୧ ଲକ୍ଷ ୩୦ ହଜାର ଏକର ଚାଷ ଜମିକୁ ପାଣି ଯୋଗାଯିବ। ପଲାସପୁର ଡେଙ୍ଗାଉସ୍ତା ମୁଖ୍ୟ ରାସ୍ତା ମରାମତି ପାଇଁ ୨୧ କୋଟି ଟଙ୍କା ଖର୍ଚ୍ଚ ହେବ। ପାଟପୁର କଙ୍କରଡ଼ା ଆମ୍ବଗାଁ ତିତିଖଣ୍ଡି ସେଟେଲ ମେଣ୍ଟ ସର୍ଭେ କାମ ଆରମ୍ଭ ହେବ । ୧୦୦ ବର୍ଷର ଜମି ଘର ସମସ୍ୟା ଦୂର ହେବ । ରାସ୍ତାର ଉନ୍ନତି କରଣ ପାଇଁ ୧୬ କୋଟି ଟଙ୍କା ଖର୍ଚ୍ଚ ହେବ। ମିଶନ ଶକ୍ତି କେମିତି ଟଙ୍କା ପାଇବେ ସେ ଚିନ୍ତା କରିଛନ୍ତି ମୁଖ୍ୟମନ୍ତ୍ରୀ । ମା’ ମାନଙ୍କୁ ବିନା ସୁଧରେ ୧ ଲକ୍ଷ ଟଙ୍କା ବିନା ସୁଧରେ ଦେଇଛନ୍ତି। । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଯାହା ମୁଖ୍ୟମନ୍ତ୍ରୀଙ୍କ ଯୁଗାନ୍ତ କାରି ପଦକ୍ଷେପ ବୋଲି କହିଛନ୍ତି ୫ଟି ସଚିବ ।

About The Author: The Sakala