ପୋଲିସ ପଞ୍ଝାରେ ବ୍ରାଉନସୁଗାର ବେପାରୀ । ଭୁବନେଶ୍ୱର ସହିଦନଗର ଥାନା କେଶୁରାର ଏକ ଘରୁ ୫୫୦ ଗ୍ରାମ୍ ବ୍ରାଉନ୍ ସୁଗାର ସହ ନଗଦ ୩୩ ଲକ୍ଷ ଟଙ୍କା ଜବତ ଆଜି ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ ହୋଇଛି। ୫୫୦ ଗ୍ରାମ ବ୍ରାଉନ ସୁଗାର ସହ ୩୩ ଲକ୍ଷ ଟଙ୍କା ଜବତ ହୋଇଛି। ଏହା ସହିତ ଗୋଟିଏ କାର୍, ବାଇକ୍ ଓ ମୋବାଇଲ ଜବତ ହୋଇଛି। ଚଢ଼ାଉ କରି ଜବତ କଲା ସହିଦ ନଗର ଥାନା ପୋଲିସ। ଏହି ଜବତ ବ୍ରାଉନ ସୁଗାରର ମୂଲ୍ୟ ୫୫ ଲକ୍ଷ ଟଙ୍କାରୁ ଅଧିକ ବୋଲି ଜଣାପଡ଼ିଛି। ତେବେ ଗିରଫ ମଧ୍ୟରେ ଜଣେ ମହିଳା ଥିବା କୁହାଯାଉଛି।
ରାଜଧାନୀରୁ ୫୫୦ ଗ୍ରାମ୍ ବ୍ରାଉନ୍ ସୁଗାର ସହ ୩୩ ଲକ୍ଷ ଟଙ୍କା ଜବତ
ପୋଲିସ ପଞ୍ଝାରେ ବ୍ରାଉନସୁଗାର ବେପାରୀ । ଭୁବନେଶ୍ୱର ସହିଦନଗର ଥାନା କେଶୁରାର ଏକ ଘରୁ ୫୫୦ ଗ୍ରାମ୍ ବ୍ରାଉନ୍ ସୁଗାର ସହ ନଗଦ ୩୩ ଲକ୍ଷ ଟଙ୍କା ଜବତ ଆଜି ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ ହୋଇଛି। ୫୫୦ ଗ୍ରାମ ବ୍ରାଉନ ସୁଗାର ସହ ୩୩ ଲକ୍ଷ ଟଙ୍କା ଜବତ ହୋଇଛି। ଏହା ସହିତ ଗୋଟିଏ କାର୍, ବାଇକ୍ ଓ ମୋବାଇଲ ଜବତ ହୋଇଛି। ଚଢ଼ାଉ କରି ଜବତ କଲା ସହିଦ ନଗର ଥାନା ପୋଲିସ। […]