ଆସିଲା ଶପଥ ନେବାକୁ ଥିବା ୪୩ ଜଣ ମନ୍ତ୍ରୀଙ୍କ ନାଁ

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟରେ ଆଜି ବଡ଼ ପରିବର୍ତ୍ତନ ହେଉଛି ।  କେନ୍ଦ୍ର କ୍ୟାବିନେଟ ବିସ୍ତାରରେ ଆଜି ୪୩ ନେତା ଶପଥ ଗ୍ରହଣ କରିବେ। ୪୩ ନେତାଙ୍କ ନାଁ ଏଏନଆଇ ପକ୍ଷରୁ ଟ୍ବିଟ କରାଯାଇଛି। ଏହା ଚୂଡାନ୍ତ ତାଲିକା ବୋଲି ଜଣାପଡ଼ିଛି। ତେବେ କାହକୁ କେଉଁ ବିଭାଗ ମିଳିବ ସେ ନେଇ ଏ ଯାଏ ସ୍ପଷ୍ଟ ହୋଇ ନାହିଁ।  43 leaders to take oath today in the Union Cabinet expansion. Jyotiraditya Scindia, Pashupati […]

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟରେ ଆଜି ବଡ଼ ପରିବର୍ତ୍ତନ ହେଉଛି ।  କେନ୍ଦ୍ର କ୍ୟାବିନେଟ ବିସ୍ତାରରେ ଆଜି ୪୩ ନେତା ଶପଥ ଗ୍ରହଣ କରିବେ। ୪୩ ନେତାଙ୍କ ନାଁ ଏଏନଆଇ ପକ୍ଷରୁ ଟ୍ବିଟ କରାଯାଇଛି। ଏହା ଚୂଡାନ୍ତ ତାଲିକା ବୋଲି ଜଣାପଡ଼ିଛି। ତେବେ କାହକୁ କେଉଁ ବିଭାଗ ମିଳିବ ସେ ନେଇ ଏ ଯାଏ ସ୍ପଷ୍ଟ ହୋଇ ନାହିଁ। 


୪୩ଜଣଙ୍କ ନାଁ ହେଉଛି- ନାରାୟଣ ଟାଟୁ ରାଣେ, ସର୍ବାନନ୍ଦ ସୋନୱାଲ, ବିରେନ୍ଦ୍ର କୁମାର, ରାମଚନ୍ଦ୍ର ପ୍ରସାଦ ସିଂହ, ଅଶ୍ୱିନୀ ବୈଷ୍ଣବ, ଜ୍ୟୋତିରାଦିତ୍ୟ ସିନ୍ଧିଆ, କିରଣ ରିଜିଜୁ, ରାଜ କୁମାର ସିଂହ, ହରଦୀପ ସିଂ ପୁରୀ,  ପଶୁପତି କୁମାର ପରାସ, ଭୁପେନ୍ଦ୍ର ଯାଦବ, ଅନୁପ୍ରିୟା ପଟେଲ, ଶୋଭା କରନ୍ଦଲାଜେ, ମୀନାକ୍ଷୀ ଲେଖୀ, ଅଜୟ ଭଟ୍ଟ, ଅନୁରାଗ ଠାକୁର, ପରଷୋତ୍ତମ ରୂପାଲ,  ଜି.କିଷ୍ଣା ରେଡ୍ଡୀ, ପଙ୍କଜ ଚୌଧୁରୀ,  ସତ୍ଯପାଲ୍ ସିଂ ବାଘେଲା , ରାଜୀବ ଚନ୍ଦ୍ରଶେଖର, ଶୁଶ୍ରୀ ଶୋଭା, ଭାନୁ ପ୍ରତାପ ସିଂ ବର୍ମା, ଦର୍ଶନା ବିକ୍ରମ ଜାରଦୋସ୍ ।

ଅନ୍ନପୂର୍ଣ୍ଣା ଦେବୀ, ଏ.ନାରୟଣସ୍ବାମୀ, କୌଶଲ କିଶୋର, ଅଜୟ ଭଟ୍ଟ, ବି. ଏଲ ବର୍ମା, ଅଜୟ କୁମାର, ଚୌହାନ ଦେବୁସିଂହ, ଭଗୱନ୍ତ ଖୁବା, କପିଲ ମୋରେଶ୍ବର ପାଟିଲ, ପ୍ରତିମା ଭୌମିକ, ସୁବସ ସରକାର, ଭଗୱନ୍ତ କିଷାନଓ, ରାଜକୁମାର ରଞ୍ଜନ ସିଂହ, ଭାରତୀ ପରବୀନ ପାୱାର, ବିଶ୍ବେଶ୍ବର ଟୁଡୁ, ଶାନ୍ତୁନୁ ଠାକୁର, ଡ଼ ମୁଞ୍ଜାପରା ମହେନ୍ଦ୍ରଭାଇ, , ଜନ ବାର୍ଲା, ଡ. ଏଲ ମୁର୍ଗାନ,  ନିଶିତ ପ୍ରାମାଣିକ ।

About The Author: The Sakala