ମେଷ: ଭାଇ ଭଉଣୀଙ୍କ ମତାନ୍ତର ଦୂର ହେବ। ବ୍ୟବସାୟରେ ଉନ୍ନତି ହେବ। ଲକ୍ଷ୍ୟ ହାସଲ କରିବାରେ ସଫଳ ହେବେ। ବନ୍ଧୁଙ୍କ ସହିତ ବୁଲିବାକୁ ଯିବେ। ବୈବାହିକ ଜୀବନ ସୁଖମୟ ହେବ।
ବୃଷ: ଦିନଟି ସବୁଦୃଷ୍ଟିରୁ ଭଲରେ କଟିବ। ଆର୍ଥିକ ସ୍ଥିତି ପୂର୍ବ ତୁଳନାରେ ସୁଧୁରିବ। ଧନ ଲାଭର ଅବସର ଅଛି। ଅସହାୟଙ୍କୁ ସାହାଯ୍ୟ କରିବେ। ବିଦ୍ୟାର୍ଥୀ ପରୀକ୍ଷାରେ କୃତକାର୍ଯ୍ୟ ହେବେ।
ମିଥୁନ: ନୂଆ ଚାକିରିର ସୁଯୋଗ ଜୁଟିବ। ନୂଆ ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ଗୁରୁଜନଙ୍କ ପରାମର୍ଶ ନିଅନ୍ତୁ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। କୌଣସି ସମସ୍ୟାର ସମାଧାନ ବାହାର କରିବେ।
କର୍କଟ: ଦିନଟି ମିଶ୍ର ଫଳ ପ୍ରଦାନ କରିବ। ଦାମ୍ପତ୍ୟ ଜୀବନରେ ଖୁସିର ପରିବେଶ ରହିବ। ଆର୍ଥିକ ସ୍ଥିତିରେ ସୁଧାର ହେବ। ବ୍ୟବସାୟରୁ ଲାଭ ମିଳିବ। ଚାକିରି ପାଇଁ ବିଦେଶ ଯାତ୍ରା କରିବେ।
ସିଂହ: ଆର୍ଥିକ ସ୍ଥିତି ମଜଭୁତ ହେବ। ରାଜନୀତିରେ ସାମିଲ ଲୋକଙ୍କୁ ଖୁସି ଖବର ମିଳିବ। ନୂଆ କାର୍ଯ୍ୟ ଆରମ୍ଭ କଲେ ସଫଳତା ମିଳିବ। ଜୀବନସାଥୀଙ୍କ ସହିତ ବୁଲିବାକୁ ଯିବେ।
କନ୍ୟା: ଦିନଟି ଭଲରେ ଅତିବାହିତ ହେବ। କୌଣସି ମାମଲାରେ ଅଯଥାରେ ପଡ଼ନ୍ତୁନି। ଅର୍ଥ ନିବେଶରୁ ଦୂରେଇ ରୁହନ୍ତୁ। ଧାର୍ମିକ ସ୍ଥାନକୁ ଯାତ୍ରା କରିବେ। ପାରିବାରିକ ମାମଲାରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ।
ତୁଳା: ପାରିବାରିକ ଜୀବନରେ ହସ ଖୁସି ବୃଦ୍ଧ ପାଇବ। କୌଣସି ବଡ଼ ଦାୟିତ୍ବ ଗ୍ରହଣ କରିବେ। ଇଞ୍ଜିନିୟର ଛାତ୍ରଙ୍କୁ ଆଗକୁ ଯିବାର ସୁଯୋଗ ମିଳିବ। ପ୍ରେମିକାଙ୍କଠାରୁ ଉପହାର ମିଳିବ।
ବିଛା: ଦୀର୍ଘ ଦିନ ପରେ ପରିବାର ସହିତ ସମୟ ଅତିବାହିତ କରିବାର ସୁଯୋଗ ଜୁଟିବ। ଅଟକି ଥିବା କାର୍ଯ୍ୟ ପୂରା ହେବ। ଜୀବନସାଥୀଙ୍କ ସହିତ ଦୂର ସ୍ଥାନକୁ ଯାତ୍ରା କରିବେ।
ଧନୁ: ଦିନଟି ଅନୁକୂଳ ରହିବ। ନିତିଦିନ କାମରେ ଅଧିକ ସମୟ ଅତିବାହିତ କରିବେ। ଗୁରୁଜନଙ୍କ ଆଶୀର୍ବାଦ ନେଲେ ଆର୍ଥିକ ସ୍ଥିତି ମଜଭୁତ ହେବ। ବାପାମାଆ ପିଲାଙ୍କ ପାଇଁ ନୂଆ ଯୋଜନା କରିବେ।
ମକର: ଅଯଥା ସମସ୍ୟାର ସମାଧାନ ହୋଇଯିବ। ବ୍ୟବସାୟ ପାଇଁ ବିଦେଶ ଯୋଜନା କରିବେ। ବନ୍ଧୁଙ୍କ ସାହାଯ୍ୟ ଯୋଗୁଁ କ୍ୟାରିୟରରେ ନୂଆ ଅବସର ମିଳିବ। ବ୍ୟବସାୟ ପାଇଁ ବିଦେଶ ଯାତ୍ରା କରିବେ।
କୁମ୍ଭ: ଦିନଟି ଲାଭଜନକ ରହିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ଅଟକି ରହିଥିବା କାର୍ଯ୍ୟରେ ସଫଳତା ମିଳିବ। ଛାତ୍ରଛାତ୍ରୀଙ୍କର ପଢ଼ା ପ୍ରତି ରୁଚି ବଢ଼ିବ। ଚାକିରିରେ ସକାରାତ୍ମକ ପରିବର୍ତ୍ତନ ଆସିପାରେ।
ମୀନ: ସମ୍ପର୍କୀୟଙ୍କ ସହିତ ମତାନ୍ତର ଦୂର ହେବ। ବାହାର ଖାଦ୍ୟପାନୀୟଠାରୁ ଦୂରେଇ ରହିବେ। ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ। ପରିବାର ସହିତ ଦର୍ଶନୀୟ ସ୍ଥାନ ବୁଲିବାକୁ ଯିବେ।