ମଙ୍ଗଳବାର ରାଶିଫଳ ( ୧୮ – ୧୦ – ୨୦୨୨ )

ମେଷ: ଗୁରୁଜନଙ୍କ ପରାମର୍ଶ ଲୋଡ଼ିବେ। ମହିଳାମାନଙ୍କ ପାଇଁ ଦିନଟି ଅନୁକୂଳ ରହିବ। ଜୀବନସାଥୀଙ୍କ ସହ ଭ୍ରମଣଯୋଗ ରହିଛି। ବ୍ୟବସାୟରେ ଲାଭବାନ ହେବ। କର୍ମକ୍ଷେତ୍ରରେ ଉତ୍ସାହିତ ରହିବେ। ବୃଷ: : ପରିବାର ସଦସ୍ୟଙ୍କ ସହ ଅଧିକ ସମୟ ଅତିବାହିତ କରିବେ। ସମାଜରେ ମାନସମ୍ମାନ ପ୍ରାପ୍ତି କରିବେ। ଅନ୍ୟର ସମସ୍ୟାରେ ବିଚଳିତ ହେବେ। ନୂତନ ନିଯୁକ୍ତି ସୁଯୋଗ ରହିଛି। ମିଥୁନ: କୌଣସି କଥାକୁ ଅଧିକ ଚିନ୍ତା କରନ୍ତୁ ନାହିଁ। ଅସୁସ୍ଥ ହୋଇପାରନ୍ତି। ଆର୍ଥିକ ସ୍ଥିତି ମଜଭୁତ୍‌ ରହିବ। କୋର୍ଟକଚେରି ମାମଲାର […]

ମେଷ: ଗୁରୁଜନଙ୍କ ପରାମର୍ଶ ଲୋଡ଼ିବେ। ମହିଳାମାନଙ୍କ ପାଇଁ ଦିନଟି ଅନୁକୂଳ ରହିବ। ଜୀବନସାଥୀଙ୍କ ସହ ଭ୍ରମଣଯୋଗ ରହିଛି। ବ୍ୟବସାୟରେ ଲାଭବାନ ହେବ। କର୍ମକ୍ଷେତ୍ରରେ ଉତ୍ସାହିତ ରହିବେ।

ବୃଷ: : ପରିବାର ସଦସ୍ୟଙ୍କ ସହ ଅଧିକ ସମୟ ଅତିବାହିତ କରିବେ। ସମାଜରେ ମାନସମ୍ମାନ ପ୍ରାପ୍ତି କରିବେ। ଅନ୍ୟର ସମସ୍ୟାରେ ବିଚଳିତ ହେବେ। ନୂତନ ନିଯୁକ୍ତି ସୁଯୋଗ ରହିଛି।

ମିଥୁନ: କୌଣସି କଥାକୁ ଅଧିକ ଚିନ୍ତା କରନ୍ତୁ ନାହିଁ। ଅସୁସ୍ଥ ହୋଇପାରନ୍ତି। ଆର୍ଥିକ ସ୍ଥିତି ମଜଭୁତ୍‌ ରହିବ। କୋର୍ଟକଚେରି ମାମଲାର ସମାଧାନ ପାଇଁ ଦିନଟି ଭଲ ରହିବ।

କର୍କଟ: ମନୋରଞ୍ଜନରେ ଅଧିକ ବ୍ୟୟ କରନ୍ତୁ ନାହିଁ। ଭାବିଚିନ୍ତି ପଦକ୍ଷେପ ନିଅନ୍ତୁ। ବନ୍ଧୁବାନ୍ଧବ ଆପଣଙ୍କଠାରୁ ସାହାଯ୍ୟ ମାଗିବେ। ପାରିବାରିକ ସମ୍ପର୍କ ଭଲ ରହିବ।

ସିଂହ: ଆଜି ଆପଣ ଅନ୍ୟମାନଙ୍କର ଦୃଷ୍ଟି ଆର୍କଷଣ କରିପାରନ୍ତି। ନିବେଶ କରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଜୀବନସାଥୀ ଅସୁସ୍ଥ ହୋଇପାରନ୍ତି।

କନ୍ୟା: ନିଜର ପ୍ରଗତି ପାଇଁ ଗମ୍ଭୀରତାର ସହ ଚିନ୍ତା କରିବେ। ଆତ୍ମବିଶ୍ବାସର ସହ କାର୍ଯ୍ୟ କରି ସଫଳତା ପାଇବେ। କାର୍ଯ୍ୟାଳୟରେ ପ୍ରତିଦ୍ବନ୍ଦ୍ବିତାର ସାମ୍ନା କରିବାକୁ ପଡ଼ିପାରେ। ପରିବାର ସହ ଭଲ ସମୟ କଟାଇବେ।

ତୁଳା: ଗୁରୁଜନଙ୍କଠାରୁ ଆଶୀର୍ବାଦ ପାଇବେ। ଅଚାନକ ଧନଲାଭର ଯୋଗ ରହିଛି। ଜୀବନସାଥୀଙ୍କଠାରୁ ସହଯୋଗ ପାଇବେ। ଆର୍ଥିକ ସମୃଦ୍ଧି ପ୍ରାପ୍ତି ହେବ। ପରିବାର ସହ ଭ୍ରମଣଯୋଗ ରହିଛି।

ବିଛା: ବ୍ୟସ୍ତ ବିବ୍ରତ ଭିତରେ ରହିବେ। ହଠାତ୍‌ ଦୂରଯାତ୍ରା କରିପାରନ୍ତି। ଚାକିରିରେ ସହଯୋଗ ମିଳିବ। ବ୍ୟବସାୟରେ ସାଧାରଣ ଫଳ ମିଳିବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନ ଦେବେ।

ଧନୁ: ସ୍ବାସ୍ଥ୍ୟ ପ୍ରତି ଯତ୍ନଶୀଳ ହେବେ। ବିଦେଶରୁ ବିବାହ ପ୍ରସ୍ତାବ ଆସିପାରେ। ବରିଷ୍ଠ ଅଧିକାରୀଙ୍କ ସହଯୋଗ ପାଇ ଆଗେଇ ଯିବେ। ବ୍ୟବସାୟରେ ଉନ୍ନତି ହୋଇପାରେ। ଆର୍ଥିକ ଅନଟନ ଦୂର ହେବ।

ମକର: ବୁଝି ବିଚାରି କାର୍ଯ୍ୟକରି ସଫଳତା ପାଇବେ। ସମ୍ପର୍କରେ ନିବିଡ଼ତା ବଢ଼ିବ। ଆର୍ଥିକ ସ୍ତରରେ ଉନ୍ନତି କରିବେ। କର୍ମକ୍ଷେତ୍ରରେ ବାଦବିବାଦ ପରିସ୍ଥିତିରୁ ଦୂରେଇ ରୁହନ୍ତୁ।

କୁମ୍ଭ: ଉତ୍ସାହର ସହ କାର୍ଯ୍ୟ କରି ପ୍ରଶଂସା ସାଉଁଟିବେ। ନୂଆ ଲୋକଙ୍କ ସହ ବନ୍ଧୁତା ସ୍ଥାପନ ହୋଇପାରେ। ନିଜ ଲକ୍ଷ୍ୟ ପୂରଣ କରିବାକୁ ଯାଇ ଅଧିକ ପରିଶ୍ରମୀ ହେବେ।

ମୀନ: ସମସ୍ତ କାର୍ଯ୍ୟକୁ ଉତ୍ସାହର ସହ ସମାପନ କରିବେ। ଆର୍ଥିକସ୍ତର ମଜଭୁତ୍‌ ଥିବାରୁ ଜରୁରୀ ଉପକରଣ ସହଜରେ କ୍ରୟ କରିପାରିବେ। ଯାତ୍ରା ସମୟରେ ଦରକାରୀ କାଗଜପତ୍ରକୁ ଯତ୍ନରେ ରଖନ୍ତୁ।

About The Author: The Sakala