ମଙ୍ଗଳବାର ରାଶିଫଳ (୦୯-୧୧-୨୦୨୧)

ମେଷ: ଶୃଙ୍ଖଳିତ ଧାରାରେ କାର୍ଯ୍ୟ କରି ସୁଫଳ ପାଇବେ । ରାଜନୀତିରେ ସମ୍ମାନିତ ହେବେ । ଚାକିରିରେ ନିଷ୍ଠା ରହିବ । ପରିବହନ ଓ ବାଣିଜ୍ୟ ଲାଭଜନକ ରହିବ। ଶିକ୍ଷାର୍ଥୀ ଅଧ୍ୟୟନ ପ୍ରିୟ ହେବେ। ଶୁଭ ଅଙ୍କ –୨, ଶୁଭ ରଙ୍ଗ – ସିଲ୍‌ଭର୍ ବୃଷ: କର୍ମକ୍ଷେତ୍ରରେ ଶତ୍ରୁବୃଦ୍ଧି ହେବେ। ମହିଳାମାନଙ୍କର ସ୍ବାସ୍ଥ୍ୟ ସମସ୍ୟା ରହିପାରେ। ରାଜନୀତିରେ ଷଡ଼ଯନ୍ତ୍ରରେ ପଡ଼ିପାରନ୍ତି। ବାଣିଜ୍ୟରେ କ୍ଷତି ହୋଇପାରେ । ଶିକ୍ଷାର୍ଥୀ ଭ୍ରମରେ ପଡ଼ିବେ। ଶୁଭ ଅଙ୍କ – ୬, ଶୁଭ […]

ମେଷ: ଶୃଙ୍ଖଳିତ ଧାରାରେ କାର୍ଯ୍ୟ କରି ସୁଫଳ ପାଇବେ । ରାଜନୀତିରେ ସମ୍ମାନିତ ହେବେ । ଚାକିରିରେ ନିଷ୍ଠା ରହିବ । ପରିବହନ ଓ ବାଣିଜ୍ୟ ଲାଭଜନକ ରହିବ। ଶିକ୍ଷାର୍ଥୀ ଅଧ୍ୟୟନ ପ୍ରିୟ ହେବେ। ଶୁଭ ଅଙ୍କ –୨, ଶୁଭ ରଙ୍ଗ – ସିଲ୍‌ଭର୍

ବୃଷ: କର୍ମକ୍ଷେତ୍ରରେ ଶତ୍ରୁବୃଦ୍ଧି ହେବେ। ମହିଳାମାନଙ୍କର ସ୍ବାସ୍ଥ୍ୟ ସମସ୍ୟା ରହିପାରେ। ରାଜନୀତିରେ ଷଡ଼ଯନ୍ତ୍ରରେ ପଡ଼ିପାରନ୍ତି। ବାଣିଜ୍ୟରେ କ୍ଷତି ହୋଇପାରେ । ଶିକ୍ଷାର୍ଥୀ ଭ୍ରମରେ ପଡ଼ିବେ। ଶୁଭ ଅଙ୍କ – ୬, ଶୁଭ ରଙ୍ଗ – ସିଲ୍‌ଭର

ମିଥୁନ : ବନ୍ଧୁ ବାନ୍ଧବଙ୍କ ସହଯୋଗ ପାଇ ଆଗେଇବେ। ରାଜନୀତିରେ । ପ୍ରସିଦ୍ଧି ବୃଦ୍ଧି ପାଇବ। ମହିଳାମାନେ ପ୍ରସନ୍ନ ରହିବେ । ବାଣିଜ୍ୟରେ ଆୟବୃଦ୍ଧି ହେବ । ଶିକ୍ଷାର୍ଥୀ ଅନୁଶାସନ ପ୍ରିୟ ହେବେ । ଶୁଭ ଅଙ୍କ –୧, ଶୁଭ ରଙ୍ଗ – ପିଙ୍କ୍

କର୍କଟ: ଦୁଃସାହସିକ ଭିତ୍ତିରେ କାର୍ଯ୍ୟ ତୁଲାଇବେ । ଚାକିରିରେ ଧନସମ୍ମାନ ପାଇବେ। ରାଜନୀତିରେ ସକ୍ରୀୟ ରହିବେ। ବାରିଜ୍ୟରେ ଲାଭାନ୍ବିତ ହେବେ। ଶିକ୍ଷାର୍ଥୀ ପରିଶ୍ରମୀ ହେବେ । ଶୁଭ ଅଙ୍କ – ୩, ଶୁଭ ରଙ୍ଗ — ହଳଦିଆ

ସିଂହ : କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ । ମହିଳାମାନେ କର୍ମତତ୍ପର ରହିବେ । ବାଣିଜ୍ୟରେ ଭଲ ଆୟ ହେବ । ଶିକ୍ଷାର୍ଥୀ ସଫଳ ହେବେ । ଶୁଭ ଅଙ୍କ – ୫, ଶୁଭ ରଙ୍ଗ – ସବୁଜ

କନ୍ୟା : କର୍ମକ୍ଷେତ୍ରରେ ବ୍ୟୟ ବହୁଳତା ଦେଖା ଦେବ | ରାଜନୀତିରେ ପ୍ରତିଦ୍ବନ୍ଦ୍ବତା ରହିବ। ଚାକିରିରେ ଅସହଯୋଗ ଦେଖା ଦେବ। ବାଣିଜ୍ୟ ମାନ୍ଦା ରହିବ। ଶିକ୍ଷାର୍ଥୀ ଆଳସ୍ୟ ରହିବେ। ଶୁଭ ଅଙ୍କ – ୫, ଶୁଭ ରଙ୍ଗ – ସବୁଜ

ତୁଳା: ଭବିଷ୍ୟତକୁ ନେଇ ଚିନ୍ତାରେ ରହିବେ । ଚାକିରିରେ ଚଳଚଞ୍ଚଳ ରହିବେ। ରାଜନୀତିରେ ନେତୃତ୍ବ ନେଇ ସଫଳ ହେବେ । ବାଣିଜ୍ୟରେ ପ୍ରସାର ହେବ। ଶିକ୍ଷାର୍ଥୀ ଦୂରଯାତ୍ରା କରିପାରନ୍ତି। ଶୁଭ ଅଙ୍କ – ୬, ଶୁଭ ରଙ୍ଗ – ସିଲ୍‌ଭର୍

ବିଛା : ଦିନଟି ସୁଖ ଶାନ୍ତି ପ୍ରାପ୍ତି ହେବ । ରାଜନୀତିରେ ଲୋକ ସଂପର୍କ ବୃଦ୍ଧି ପାଇବ | ମହିଳାମାନେ ଉଚ୍ଚାଭିଲାଷୀ ହେବେ । ବାଣିଜ୍ୟରେ ଲାଭ ମିଳିବ । ଶିକ୍ଷାର୍ଥୀ ଉତ୍ସାହିତ ରହିବେ । ଶୁଭ ଅଙ୍କ – ୯, ଶୁଭ ରଙ୍ଗ – ମେରୁନ୍

ଧନୁ : ଦିନଟି ପ୍ରସନ୍ନତା ଭିତରେ କଟିବ। ରାଜନୀତିରେ ଚଳଚଞ୍ଚଳ ରହିବେ । ମହିଳାମାନେ ଆଦରଣୀୟ ହେବେ । ବାଣିଜ୍ୟରେ ଆଶଜନକ ଫଳ ମିଳିବ। ଶିକ୍ଷାର୍ଥୀ ସଫଳ ହେବେ । ଶୁଭ ଅଙ୍କ –୭, ଶୁଭ ରଙ୍ଗ – କଫି

ମକର : କର୍ମକ୍ଷେତ୍ରରେ ଆବଦ୍ଧ ଯୋଗ ମନେ ହେବ। ଚାକିରିରେ ସମସ୍ୟା ରହିବ। ରାଜନୀତିରେ ବିବାଦୀୟ ସ୍ଥିତି ରହିବ। ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ । ଶିକ୍ଷାର୍ଥୀ ଅସ୍ଥିର ରହିବେ । ଶୁଭ ଅଙ୍କ – ୬, ଶୁଭ ରଙ୍ଗ — ସଲ୍‌ଭର୍‌

କୁମ୍ଭ: ବିଭିନ୍ନ ମାର୍ଗରେ ଉପାର୍ଜନ ହେବ । ଚାକରିରେ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟରେ ଚିନ୍ତା ରହିବ। ମହିଳାମାନେ ବ୍ୟସ୍ତ ବିବ୍ରତ ରହିବେ । ବାଣିଜ୍ୟରେ ସଞ୍ଚୟ ହେବ । ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ । ଶୁଭ ଅଙ୍କ – ୪, ଶୁଭ ରଙ୍ଗ – ମେଟାଲିକ୍

ମୀନ: କର୍ମକ୍ଷେତ୍ରରେ ପ୍ରସିଦ୍ଧି ବୃଦ୍ଧି ପାଇବ। ଚାକିରିରେ ପଦୋନ୍ନତି ହୋଇପାରେ। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। ବାଣିଜ୍ୟରେ ମନମୁତାବକ ଫଳ ମିଳିବ। ଶିକ୍ଷାର୍ଥୀ ଉଚ୍ଚାଭିଳାଷୀ ହେବେ । ଶୁଭ ଅଙ୍କ –୨, ଶୁଭ ରଙ୍ଗ – ଧଳା

About The Author: The Sakala