ଗୁରୁବାର ରାଶିଫଳ ( ୧୧-୦୩-୨୦୨୧)

ମେଷ: ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ। ଚାକିରିରେ ସୁଚାରୁରୂପେ କାର୍ଯ୍ୟ ତୁଲାଇବେ। ମହିଳାମାନେ ସମ୍ମାନ ପାଇବେ। ଶିଳ୍ପ ଓ ବାଣିଜ୍ୟରେ ଉତ୍ତମ ଆୟ ହେବ। ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରିମ। ବୃଷ: ଯେକୌଣସି ଉପାୟରେ କାର୍ଯ୍ୟକୁ ହାସଲ କରିବେ। ରାଜନୀତିରେ ପ୍ରସିଦ୍ଧି ବୃଦ୍ଧି ପାଇବ। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। ବାଣିଜ୍ୟରେ ସମୃଦ୍ଧି ପ୍ରାପ୍ତି ହେବ। ଶୁଭଅଙ୍କ-୮, ଶୁଭରଙ୍ଗ-ନୀଳ। ମିଥୁନ:ଦିନଟି ଉତ୍ଥାନ ପତନ ଦେଇ ଗତି କରିବେ। ଚାକିରିରେ କାର୍ଯ୍ୟବ୍ୟସ୍ତ ରିହବେ। ରାଜନୀତିରେ ଅପ୍ରୀତିକର ପରିସ୍ଥିତି ଉପୁଜିପାରେ। ବାଣିଜ୍ୟରେ […]

ମେଷ: ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ। ଚାକିରିରେ ସୁଚାରୁରୂପେ କାର୍ଯ୍ୟ ତୁଲାଇବେ। ମହିଳାମାନେ ସମ୍ମାନ ପାଇବେ। ଶିଳ୍ପ ଓ ବାଣିଜ୍ୟରେ ଉତ୍ତମ ଆୟ ହେବ।

ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରିମ।

ବୃଷ: ଯେକୌଣସି ଉପାୟରେ କାର୍ଯ୍ୟକୁ ହାସଲ କରିବେ। ରାଜନୀତିରେ ପ୍ରସିଦ୍ଧି ବୃଦ୍ଧି ପାଇବ। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। ବାଣିଜ୍ୟରେ ସମୃଦ୍ଧି ପ୍ରାପ୍ତି ହେବ।

ଶୁଭଅଙ୍କ-୮, ଶୁଭରଙ୍ଗ-ନୀଳ।

ମିଥୁନ:ଦିନଟି ଉତ୍ଥାନ ପତନ ଦେଇ ଗତି କରିବେ। ଚାକିରିରେ କାର୍ଯ୍ୟବ୍ୟସ୍ତ ରିହବେ। ରାଜନୀତିରେ ଅପ୍ରୀତିକର ପରିସ୍ଥିତି ଉପୁଜିପାରେ। ବାଣିଜ୍ୟରେ ସାଧାରଣ ଫଳ ମିଳିବ।
ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍।

କର୍କଟ: କେତେକ କାର୍ଯ୍ୟକୁ ନେଇ ଚିନ୍ତାରେ ରହିବେ। ସନ୍ତାନସନ୍ତତି ସସ୍ୟା ସୃଷ୍ଟି କରିପାରନ୍ତି। ରାଜନୀତିରେ ଅସହଯୋଗ ରହିବ। ବାଣିଜ୍ୟ ମାନ୍ଦା ରହିବ।
ଶୁଭ ଅଙ୍କ-୯, ଶୁଭ ରଙ୍ଗ-ଲାଲ୍।

ସିଂହ:କୌଣସି କ୍ଷେତ୍ରରେ ଆବଦ୍ଧ ରହିବେ। ରଜନୀତିପ୍ରତିକୂଳ ରହିବ। ମହିଳାମାନେ ହତାଦର ହେବେ। ବାଣିଜ୍ୟରେ ପୁଞ୍ଜିନିବେଶ କରି ଚିନ୍ତାରେ ରହିବେ।

ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରିମ୍।

କନ୍ୟା:ଦିନଟିରେ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକୁ ନେଇ ବ୍ୟସ୍ତ ରହିବେ। ମହିଳାମାନେ ଅସ୍ଥିରମନା ରହିବେ। ଶିଳ୍ପ ଓ ବାଣିଜ୍ୟରେ ବିଶେଷ ଭଲ ହେବନାହିଁ।
ଶୁଭଅଙ୍କ-୫, ଶୁଭ ରଙ୍ଗ-ସବୁଜ।

ତୁଳା:କର୍ମକ୍ଷେତ୍ରରେ ବାଦବିବାଦ ରହିବ। ଚାକିରିରେ ଅପଦସ୍ତ ହୋଇପାରନ୍ତି। ରାଜନୀତିରେ ଲୋକପ୍ରିୟତା କମିପାରେ। ବାଣିଜ୍ୟରେ ସମସ୍ୟା ରହିବ।
ଶୁଭ ଅଙ୍କ-୬, ଶୁଭ ରଙ୍ଗ-ସିଲଭର।

ବିଛା:ଦିନଟିରେ ଚଳଚଞ୍ଚଳ ରହିବେ। ମହିଳାମାନେ ପରିଶ୍ରମୀ ହେବେ। ରାଜନୀତିରେ ସକ୍ରିୟ ରହିବେ। ଶିଳ୍ପ ଓ ବାଣିଜ୍ୟରେ ଆୟ ବଢ଼ିବ। ସଞ୍ଚୟ ହେବ।
ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା।

ଧନୁ:- କର୍ମକ୍ଷେତ୍ରରେ ଉଦ୍‌ଯୋଗୀ ହେବେ। ଚାକିରିରେ ନିଷ୍ଠା ରହିବ। ରାଜନୀତିରେ ଜନସେବାରେ ବ୍ରତୀ ହେବେ। ବାଣିଜ୍ୟରେ ଲାଭ ମିଳିବ।
ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରିମ।

ମକର:- ଦିନଟିରେ ବିଚଳିତ ରହିବେ। ବନ୍ଧୁବାନ୍ଧବଙ୍କ ସହ ମନାନ୍ତର ରହିବ। ଚାକିରିରେ ଅସହଯୋଗ ରହିବ। ପରିବହନ ଓ ବାଣିଜ୍ୟରେ ଆୟବ୍ୟୟ ସମାନ ରିହବ।

ଶୁଭ ଅଙ୍କ-୮, ଶୁଭ ରଙ୍ଗ-କଳା।

କୁମ୍ଭ:- ଚତୁରତାର ସହ କାର୍ଯ୍ୟକୁ ତୁଲାଇନେବେ। ଚାକିରିରେ ସମସ୍ୟା ବଢ଼ିବ। ମହିଳାମାନେ ଯଶକୀର୍ତ୍ତି ପାଇବେ। ବାଣିଜ୍ୟରେ ପୁଞ୍ଜିନିବେଶ କରି ସଫଳ ହେବେ।

ଶୁଭ ଅଙ୍କ-୪, ଶୁଭ ରଙ୍ଗ-ମେଟାଲିକ୍‌।

ମୀନ:- କର୍ମ କ୍ଷେତ୍ରରେ ବାଧାବିଘ୍ନ ରହିବ। ଚାକିରିରେ କାର୍ଯ୍ୟଭାର ରହିବ। ମହିଳାମାନେ ନିଜକୁ ହେୟ ମନେ କରିବେ। ବାଣିଜ୍ୟରେ ପ୍ରତିକୂଳ ରହିବ।
ଶୁଭ ଅଙ୍କ-୨, ଶୁଭ ରଙ୍ଗ-ସିଲଭର।

About The Author: The Sakala