ଶନିବାର ରାଶିଫଳ ( ୧୮-୧୨-୨୦୨୧ )
ମେଷ : କୌଣସି କାର୍ଯ୍ୟ ଉଦ୍ଦେଶ୍ୟରେ ଦୂରଯାତ୍ରା କରିପାରନ୍ତି। ଚାକିରିରେ ସମ୍ମାନ ପାଇବେ। ମହିଳାମାନେ ପରିଶ୍ରମୀ ହେବେ । ପରିବହନ ଓ ଶିକ୍ଷାର୍ଥୀ ସଫଳତା ପାଇବେ | ଶୁଭ ଅଙ୍କ- ୩, ଶୁଭ ରଙ୍ଗ- ଗୋଲଡେନ୍। ବୃଷ : କର୍ମକ୍ଷେତ୍ର ଉତ୍ସାହଜନକ ରହିବ । ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ । ମହିଳାମାନେ ରକ୍ଷଣଶୀଳ ହେବେ । ପରିବହନ ଓ ବାଣିଜ୍ୟରେ ଆଶାନୁରୂପ ଫଳ ପାଇବେ। ଶିକ୍ଷାର୍ଥୀ ପ୍ରସନ୍ନ ରହିବେ । ଶୁଭ ଅଙ୍କ-୪, ଶୁଭ ରଙ୍ଗ- […]
ମେଷ : କୌଣସି କାର୍ଯ୍ୟ ଉଦ୍ଦେଶ୍ୟରେ ଦୂରଯାତ୍ରା କରିପାରନ୍ତି। ଚାକିରିରେ ସମ୍ମାନ ପାଇବେ। ମହିଳାମାନେ ପରିଶ୍ରମୀ ହେବେ । ପରିବହନ ଓ ଶିକ୍ଷାର୍ଥୀ ସଫଳତା ପାଇବେ | ଶୁଭ ଅଙ୍କ- ୩, ଶୁଭ ରଙ୍ଗ- ଗୋଲଡେନ୍।
ବୃଷ : କର୍ମକ୍ଷେତ୍ର ଉତ୍ସାହଜନକ ରହିବ । ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ । ମହିଳାମାନେ ରକ୍ଷଣଶୀଳ ହେବେ । ପରିବହନ ଓ ବାଣିଜ୍ୟରେ ଆଶାନୁରୂପ ଫଳ ପାଇବେ। ଶିକ୍ଷାର୍ଥୀ ପ୍ରସନ୍ନ ରହିବେ । ଶୁଭ ଅଙ୍କ-୪, ଶୁଭ ରଙ୍ଗ- ମେଟାଲିକ୍ |
ମିଥୁନ : କର୍ମକ୍ଷେତ୍ରରେ ଆବଦ୍ଧଯୋଗ ମନେ ହେବ। ଚାକିରିରେ କାର୍ଯ୍ୟବହୁଳ ରହିବ | ରାଜନୀତିରେ ସମସ୍ୟା ରହିବ । ପରିବହନ, କଳା, ବାଣିଜ୍ୟରେ ପ୍ରତିକୂଳ ରହିବ । ଶିକ୍ଷାର୍ଥୀ ଅବହେଳା କରିବେ । ଶୁଭ ଅଙ୍କ-୨, ଶୁଭ ରଙ୍ଗ-ସିଲଭର୍।
କର୍କଟ : ଦିନଟି ସୁଖ ସମୃଦ୍ଧି ଭିତରେ କଟିବ। ଚାକିରିରେ ସ୍ଥାୟିତ୍ଵ ରହିବ। ମହିଳାମାନେ ସ୍ୱାଭିମାନୀ ହେବେ । ରାଜନୀତିରେ ପ୍ରସିଦ୍ଧି ବୃଦ୍ଧି ପାଇବ I ବାଣିଜ୍ୟରେ ଆୟବୃଦ୍ଧି ହେବ । ଶିକ୍ଷାର୍ଥୀ ଯଶପାଇବେ | ଶୁଭ ଅଙ୍କ- ୯, ଶୁଭ ରଙ୍ଗ-ଲାଲ୍ |
ସିଂହ : ଉଚ୍ଚ ଆଶା ସଫଳ ହେବ । ଉଭୟ ପ୍ରେମ ଓ ସାଂସାରିକ ମଧୁର ସମ୍ପକ ରହିବ । ରାଜନୀତିରେ ପ୍ରଭାବଶାଳୀ ରହିବେ। ବାଣିଜ୍ୟରେ ଆୟ ଦ୍ବିଗୁଣିତ ରହିବ । ଶିକ୍ଷାର୍ଥୀ ଉଚ୍ଚାଭିଳାଷୀ ରହିବେ । ଶୁଭ ଅଙ୍କ- ୨, ଶୁଭ ରଙ୍ଗ- ସିଲଭର୍ ।
କନ୍ୟା : ସମସ୍ୟାରୁ ମୁକ୍ତି ପାଇବେ। ଚାକିରିରେ ନିଷ୍ଠାପର ରହିବେ। ମହିଳାମାନେ ଧର୍ମପରାୟଣା ହେବେ। ରାଜନୀତିରେ ସହଯୋଗ ପାଇବେ। ବାଣିଜ୍ୟରେ ଲାଭ ମିଳିବ । ଶିକ୍ଷାର୍ଥୀ ସଫଳ ହେବେ । ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍।
ତୁଳା : କେତେକ କାର୍ଯ୍ୟକୁ ନେଇ ମନସ୍ତାପରେ ରହିବେ । ଚାକିରିରେ ସ୍ଥାନାନ୍ତର ହୋଇପାରେ | ମହିଳାମାନଙ୍କର ସ୍ବାସ୍ଥ୍ୟ ସମସ୍ୟା ରହିପାରେ। ବାଣିଜ୍ୟରେ କ୍ଷତି ହୋଇପାରେ । ଶିକ୍ଷାର୍ଥୀ ହତୋତ୍ସାହ ରହିବେ | ଶୁଭ ଅଙ୍କ- ୮, ଶୁଭ ରଙ୍ଗ- ନୀଳ |
ବିଛା : କେତେକ କାର୍ଯ୍ୟକୁ ନେଇ ଉତ୍ତେଜନାରେ ରହିବେ। ରାଜନୀତିରେ । ଚଳଚଞ୍ଚଳ ରହିବେ। ପରିବହନ ଓ ବାଣିଜ୍ୟରେ ଲାଭ ମଳିବ। ଶିକ୍ଷାର୍ଥୀ ସଫଳ ହେବେ । ଶୁଭ ଅଙ୍କ – ୯, ଶୁଭ ରଙ୍ଗ- ଲାଲ୍ ।
ଧନୁ : କର୍ମକ୍ଷେତ୍ରରେ ଅଗ୍ରଗତି କରିବେ। ଚାକିରିରେ ସହଯୋଗ ପାଇବେ। ରାଜନୀତିରେ ନେତୃତ୍ବବୃଦ୍ଧି ପାଇବ। ବାଣିଜ୍ୟରେ ଲାଭାନ୍ବିତ ହେବେ। ଶିକ୍ଷାର୍ଥୀ ବ୍ୟସ୍ତ ରହିବେ । ଶୁଭ ଅଙ୍କ- ୩, ଶୁଭ ରଙ୍ଗ- କ୍ରିମ୍ ।
ମକର : ସଠିକ୍ ଭାବରେ କାର୍ଯ୍ୟ କରି ସୁଫଳ ପାଇବେ। ଚାକିରିରେ । କର୍ତ୍ତୃପକ୍ଷଙ୍କର ଆସ୍ଥାଭାଜନ ହେବେ । କଳା, ବିଜ୍ଞାନ ଓ ବାଣିଜ୍ୟରେ ଶୁଭଫଳ ମିଳିବ । ଶିକ୍ଷାର୍ଥୀ ସଫଳତା ପାଇବେ | ଶୁଭ ଅଙ୍କ-୬, ଶୁଭ ରଙ୍ଗ- ସିଲଭର୍ |
କୁମ୍ଭ : କାର୍ଯ୍ୟବିଳମ୍ବ ଓ ଅସ୍ଥିରତା ଦେଖାଦେବ। ମହିଳାମାନେ ଚିନ୍ତାରେ ରହିବେ । ରାଜନୀତିରେ ସମସ୍ୟା ରହିବ। ବାଣିଜ୍ୟ ମାନ୍ଦା ରହିବ। ଶିକ୍ଷାର୍ଥୀ ଅସଫଳ ହୋଇପାରନ୍ତି | ଶୁଭ ଅଙ୍କ- ୮, ଶୁଭ ରଙ୍ଗ- ବାଇଗଣୀ |
ମୀନ : ଭବିଷ୍ୟତ ଯୋଜନା ଫଳପ୍ରସୂ ହେବ । ରାଜନୀତିରେ ଉଚ୍ଚ ସମ୍ମାନ ପାଇବେ। ଚାକିରିରେ ସ୍ଥାୟିତ୍ଵ ବୃଦ୍ଧି ପାଇବ। ବାଣିଜ୍ୟରେ ଉତ୍ତମ ଲାଭ ମିଳିବ। ଶିକ୍ଷାର୍ଥୀ ଉତ୍ତୀର୍ଣ୍ଣ ହେବେ । ଶୁଭ ଅଙ୍କ-୨, ଶୁଭ ରଙ୍ଗ – ଧଳା ।