ଗୁରୁବାର ରାଶିଫଳ ( ୧୬ – ୧୨ – ୨୦୨୧ )

The Sakala Picture
Published On

ମେଷ:ତରବରିଆ ଭାବେ କାର୍ଯ୍ୟ କରି କିଛିଟା ତ୍ରୁଟି କରିପାରନ୍ତି। ରାଜନୀତିରେ ଚଳଚଞ୍ଚଳ ରହିବେ । ବାଣିଜ୍ୟରେ ନୂତନ ପୁଞ୍ଜି ନିବେଶ କରି ଚିନ୍ତାରେ ରହିପାରନ୍ତି। ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା । ବୃଷ: କେତେକ ବିଷୟକୁ ନେଇ ବିଚଳିତ ରହିବେ । ରାଜନୀତିରେ ପ୍ରତିଦ୍ବନ୍ଦ୍ବତା ଦେଖାଦେବ । ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ। ଶୁଭ ଅଙ୍କ-୫, ଶୁଭ ରଙ୍ଗ- ସବୁଜ । ମିଥୁନ: କର୍ମକ୍ଷେତ୍ରରେ ସ୍ବାଧୀନତା ରହିବ । ଚାକିରିରେ ମାନମର୍ଯ୍ୟାଦା ବୃଦ୍ଧି ହେବ । ବାଣିଜ୍ୟରେ […]

ମେଷ:ତରବରିଆ ଭାବେ କାର୍ଯ୍ୟ କରି କିଛିଟା ତ୍ରୁଟି କରିପାରନ୍ତି। ରାଜନୀତିରେ ଚଳଚଞ୍ଚଳ ରହିବେ । ବାଣିଜ୍ୟରେ ନୂତନ ପୁଞ୍ଜି ନିବେଶ କରି ଚିନ୍ତାରେ ରହିପାରନ୍ତି। ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା ।

ଆହୁରି ପଢ଼ନ୍ତୁ: Friday Horoscope: ଶୁକ୍ରବାର ରାଶିଫଳ ( ୧୩-୦୩-୨୦୨୬ )

ବୃଷ: କେତେକ ବିଷୟକୁ ନେଇ ବିଚଳିତ ରହିବେ । ରାଜନୀତିରେ ପ୍ରତିଦ୍ବନ୍ଦ୍ବତା ଦେଖାଦେବ । ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ। ଶୁଭ ଅଙ୍କ-୫, ଶୁଭ ରଙ୍ଗ- ସବୁଜ ।

ଆହୁରି ପଢ଼ନ୍ତୁ: ୨୦୨୬ ଫେବୃଆରୀରୁ ବଦଳିବ ଏହି ୪ ରାଶିର ଭାଗ୍ୟ: ମିଳିବ ପ୍ରଚୁର ଧନ ଓ ସଫଳତା

ମିଥୁନ: କର୍ମକ୍ଷେତ୍ରରେ ସ୍ବାଧୀନତା ରହିବ । ଚାକିରିରେ ମାନମର୍ଯ୍ୟାଦା ବୃଦ୍ଧି ହେବ । ବାଣିଜ୍ୟରେ ସମୃଦ୍ଧି ପ୍ରାପ୍ତ ହେବ । ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ । ଶୁଭ ଅଙ୍କ- ୬, ଶୁଭ ରଙ୍ଗ- ସିଲଭର୍।

ଆହୁରି ପଢ଼ନ୍ତୁ: Thursday Horoscope: ଗୁରୁବାର ରାଶିଫଳ ( ୧୨-୦୩-୨୦୨୬ )

କର୍କଟ: ବିଭିନ୍ନ ଉପାୟରେ ଆୟ ହେବ । ଉଭୟେ ପ୍ରେମ ଓ ଦାମ୍ପତ୍ୟ ସୁଖମୟ ରହିବ। ରାଜନୀତିରେ ସକ୍ରିୟ ରହିବେ। ବାଣିଜ୍ୟରେ ସଞ୍ଚୟ ହେବ। ଶୁଭ ଅଙ୍କ- ୧, ଶୁଭ ରଙ୍ଗ- ଗୋଲାପି ।

ସିଂହ : ଯୋଜନା ମୁତାବକ କାର୍ଯ୍ୟ କରି ସଫଳ ହେବେ । ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ । ପରିବହନ ଓ ବାଣିଜ୍ୟରେ ଲାଭ ମିଳିବ । ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା |

କନ୍ୟା: ଦିନଟିରେ ବାଧାବିଘ୍ନ ଦେଖାଦେବ। ଚାକିରିରେ ଅସହଯୋଗ ମନେ ହେବେ | ରାଜନୀତିରେ ବିରୋଧୂ ବୃଦ୍ଧି ପାଇବେ। ବାଣିଜ୍ୟରେ ପ୍ରତିବନ୍ଧକ ରହିବ। ଶୁଭ ଅଙ୍କ-୬, ଶୁଭ ରଙ୍ଗ- ସିଲଭର୍‌।

ତୁଳା: ଦିନଟି ପ୍ରସନ୍ନତା ଭିତରେ କଟିବ। ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ | ମହିଳାମାନେ ଆଦରଣୀୟା ହେବେ। ବାଣିଜ୍ୟରେ ପ୍ରସାର ହେବେ । ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା |

ବିଛା: ଦୃଢ଼ ମନୋବଳ ଓ କାର୍ଯ୍ୟ ସଫଳ ହେବ। ଚାକିରିରେ ସମ୍ମାନ ପ୍ରାପ୍ତି ହେବେ । ରାଜନୀତିରେ ଶତ୍ରୁଜୟୀ ହେବେ । ବାଣିଜ୍ୟ ଲାଭଜନକ ରହିବ | ଶୁଭ ଅଙ୍କ- ୯, ଶୁଭ ରଙ୍ଗ- ଲାଲ୍ |

ଧନୁ : ସବୁରି କାର୍ଯ୍ୟରେ ସୁଫଳ ପାଇବେ | ଗୁରୁଜନଙ୍କ ସହଯୋଗ ପାଇବେ। ରାଜନୀତିରେ ଚଳଚଞ୍ଚଳ ରହିବେ | ବାଣିଜ୍ୟ ଲାଭାନ୍ବିତ ହେବେ । ଶୁଭ ଅଙ୍କ – ୭, ଶୁଭ ରଙ୍ଗ- କଫି ।

ମକର: କର୍ମକ୍ଷେତ୍ରରେ ସମସ୍ୟା ରହିବ । ସାଂସାରିକ ଖର୍ଚ୍ଚାନ୍ତ ଓ ଚିନ୍ତାରେ ରହିବେ । ରାଜନୀତିରେ ପ୍ରତିକୂଳ ପରିସ୍ଥିତି ରହିବ। ବାଣିଜ୍ୟରେ ବ୍ୟୟବହୁଳ ରହିବ। ଶୁଭ ଅଙ୍କ- ୪, ଶୁଭ ରଙ୍ଗ- ମେଟାଲିକ୍ ।

କୁମ୍ଭ: କର୍ମକ୍ଷେତ୍ରରେ ଉଚ୍ଚ ସମ୍ମାନ ପ୍ରାପ୍ତି ହେବ । ପ୍ରଶାସନ ଓ ରାଜନୀତିରେ ସୁନାମ ପାଇବେ । ମହିଳାମାନେ ଉଚ୍ଚାଭିଳାଷୀ ହେବେ । ବାଣିଜ୍ୟ ଓ ଶିକ୍ଷା କ୍ଷେତ୍ରରେ ସଫଳତା । ଶୁଭ ଅଙ୍କ- ୮, ଶୁଭ ରଙ୍ଗ- କଳା |

ମୀନ: ଆର୍ଥିକ ପରିବର୍ତ୍ତନ ହେବ । ଚାକିରିରେ ନିଷ୍ଠାପର ରିହିବେ । ମହିଳାମାନେ ପରିଶ୍ରମୀ ହେବେ। ବାଣିଜ୍ୟରେ ଶୁଭ ଫଳ ମିଳିବ | ଶିକ୍ଷାର୍ଥୀ ସଫଳ ହେବେ । ଶୁଭ ଅଙ୍କ- ୩, ଶୁଭ ରଙ୍ଗ- କ୍ରିମ୍ ।

16 Dec 2021 By The Sakala

ଗୁରୁବାର ରାଶିଫଳ ( ୧୬ – ୧୨ – ୨୦୨୧ )

ମେଷ:ତରବରିଆ ଭାବେ କାର୍ଯ୍ୟ କରି କିଛିଟା ତ୍ରୁଟି କରିପାରନ୍ତି। ରାଜନୀତିରେ ଚଳଚଞ୍ଚଳ ରହିବେ । ବାଣିଜ୍ୟରେ ନୂତନ ପୁଞ୍ଜି ନିବେଶ କରି ଚିନ୍ତାରେ ରହିପାରନ୍ତି। ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା ।

ବୃଷ: କେତେକ ବିଷୟକୁ ନେଇ ବିଚଳିତ ରହିବେ । ରାଜନୀତିରେ ପ୍ରତିଦ୍ବନ୍ଦ୍ବତା ଦେଖାଦେବ । ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ। ଶୁଭ ଅଙ୍କ-୫, ଶୁଭ ରଙ୍ଗ- ସବୁଜ ।

ମିଥୁନ: କର୍ମକ୍ଷେତ୍ରରେ ସ୍ବାଧୀନତା ରହିବ । ଚାକିରିରେ ମାନମର୍ଯ୍ୟାଦା ବୃଦ୍ଧି ହେବ । ବାଣିଜ୍ୟରେ ସମୃଦ୍ଧି ପ୍ରାପ୍ତ ହେବ । ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ । ଶୁଭ ଅଙ୍କ- ୬, ଶୁଭ ରଙ୍ଗ- ସିଲଭର୍।

କର୍କଟ: ବିଭିନ୍ନ ଉପାୟରେ ଆୟ ହେବ । ଉଭୟେ ପ୍ରେମ ଓ ଦାମ୍ପତ୍ୟ ସୁଖମୟ ରହିବ। ରାଜନୀତିରେ ସକ୍ରିୟ ରହିବେ। ବାଣିଜ୍ୟରେ ସଞ୍ଚୟ ହେବ। ଶୁଭ ଅଙ୍କ- ୧, ଶୁଭ ରଙ୍ଗ- ଗୋଲାପି ।

ସିଂହ : ଯୋଜନା ମୁତାବକ କାର୍ଯ୍ୟ କରି ସଫଳ ହେବେ । ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ । ପରିବହନ ଓ ବାଣିଜ୍ୟରେ ଲାଭ ମିଳିବ । ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା |

କନ୍ୟା: ଦିନଟିରେ ବାଧାବିଘ୍ନ ଦେଖାଦେବ। ଚାକିରିରେ ଅସହଯୋଗ ମନେ ହେବେ | ରାଜନୀତିରେ ବିରୋଧୂ ବୃଦ୍ଧି ପାଇବେ। ବାଣିଜ୍ୟରେ ପ୍ରତିବନ୍ଧକ ରହିବ। ଶୁଭ ଅଙ୍କ-୬, ଶୁଭ ରଙ୍ଗ- ସିଲଭର୍‌।

ତୁଳା: ଦିନଟି ପ୍ରସନ୍ନତା ଭିତରେ କଟିବ। ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ | ମହିଳାମାନେ ଆଦରଣୀୟା ହେବେ। ବାଣିଜ୍ୟରେ ପ୍ରସାର ହେବେ । ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା |

ବିଛା: ଦୃଢ଼ ମନୋବଳ ଓ କାର୍ଯ୍ୟ ସଫଳ ହେବ। ଚାକିରିରେ ସମ୍ମାନ ପ୍ରାପ୍ତି ହେବେ । ରାଜନୀତିରେ ଶତ୍ରୁଜୟୀ ହେବେ । ବାଣିଜ୍ୟ ଲାଭଜନକ ରହିବ | ଶୁଭ ଅଙ୍କ- ୯, ଶୁଭ ରଙ୍ଗ- ଲାଲ୍ |

ଧନୁ : ସବୁରି କାର୍ଯ୍ୟରେ ସୁଫଳ ପାଇବେ | ଗୁରୁଜନଙ୍କ ସହଯୋଗ ପାଇବେ। ରାଜନୀତିରେ ଚଳଚଞ୍ଚଳ ରହିବେ | ବାଣିଜ୍ୟ ଲାଭାନ୍ବିତ ହେବେ । ଶୁଭ ଅଙ୍କ – ୭, ଶୁଭ ରଙ୍ଗ- କଫି ।

ମକର: କର୍ମକ୍ଷେତ୍ରରେ ସମସ୍ୟା ରହିବ । ସାଂସାରିକ ଖର୍ଚ୍ଚାନ୍ତ ଓ ଚିନ୍ତାରେ ରହିବେ । ରାଜନୀତିରେ ପ୍ରତିକୂଳ ପରିସ୍ଥିତି ରହିବ। ବାଣିଜ୍ୟରେ ବ୍ୟୟବହୁଳ ରହିବ। ଶୁଭ ଅଙ୍କ- ୪, ଶୁଭ ରଙ୍ଗ- ମେଟାଲିକ୍ ।

କୁମ୍ଭ: କର୍ମକ୍ଷେତ୍ରରେ ଉଚ୍ଚ ସମ୍ମାନ ପ୍ରାପ୍ତି ହେବ । ପ୍ରଶାସନ ଓ ରାଜନୀତିରେ ସୁନାମ ପାଇବେ । ମହିଳାମାନେ ଉଚ୍ଚାଭିଳାଷୀ ହେବେ । ବାଣିଜ୍ୟ ଓ ଶିକ୍ଷା କ୍ଷେତ୍ରରେ ସଫଳତା । ଶୁଭ ଅଙ୍କ- ୮, ଶୁଭ ରଙ୍ଗ- କଳା |

ମୀନ: ଆର୍ଥିକ ପରିବର୍ତ୍ତନ ହେବ । ଚାକିରିରେ ନିଷ୍ଠାପର ରିହିବେ । ମହିଳାମାନେ ପରିଶ୍ରମୀ ହେବେ। ବାଣିଜ୍ୟରେ ଶୁଭ ଫଳ ମିଳିବ | ଶିକ୍ଷାର୍ଥୀ ସଫଳ ହେବେ । ଶୁଭ ଅଙ୍କ- ୩, ଶୁଭ ରଙ୍ଗ- କ୍ରିମ୍ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp