କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

Madhusudan Das Picture
Published On

ମେଷ: ରବି, ସୋମବାରରେ  ନକାରାତ୍ମକ ଭାବନାରୁ ଦୂରେଇ ରୁହନ୍ତୁ। ଅକସ୍ମାତ୍ ଧନ ଆଗମନର ସମ୍ଭାବନା ରହିଛି। ମଙ୍ଗଳ, ବୁଧବାରରେ କଥା କହିବା ସମୟରେ ବାକ୍ୟ ଉପରେ ସଂଯମତା ରକ୍ଷା କରନ୍ତୁ। ଗୁରୁ, ଶୁକ୍ରବାରରେ  କଠିନ ପରିଶ୍ରମର ଫଳ ପାଇବେ। ଶନିବାରରେ ସମସ୍ୟା ସମାଧାନର ରାସ୍ତା ପାଇବେ। 

ଆହୁରି ପଢ଼ନ୍ତୁ: Saturday Horoscope: ଶନିବାର ରାଶିଫଳ (୦୬-୦୬-୨୦୨୬)

ବୃଷ: ରବି, ସୋମବାରରେ ରାଜନୀତିରେ ନିଜର ପ୍ରଭାବ ବିସ୍ତାର କରିବେ। ମହିଳାମାନେ ନିର୍ଭରଶୀଳା ହେବେ।  ମଙ୍ଗଳ, ବୁଧବାରରେ ଦୀର୍ଘଦିନ ଧରି ପଡ଼ିଥିବା କାର୍ଯ୍ୟ ପୂର୍ଣ୍ଣ ହେବ। ଗୁରୁ, ଶୁକ୍ରବାରରେ ଜୀବନସାଥୀଙ୍କ ସହ ଭୁଲ୍ ବୁଝାମଣା ସୃଷ୍ଟି ହୋଇପାରେ।  ଶନିବାରରେ ସାଙ୍ଗସାଥୀଙ୍କ ସହାୟତାରେ ବ୍ୟବସାୟରେ ଉନ୍ନତି କରିବେ।

ଆହୁରି ପଢ଼ନ୍ତୁ: Wednesday Horoscope: ବୁଧବାର ରାଶିଫଳ (୧୦-୦୬-୨୦୨୬)

ମିଥୁନ: ରବି, ସୋମବାରରେ କୌଣସି ସ୍ଥାନରୁ ଶୁଭ ଖବର ପାଇବେ। ମଙ୍ଗଳ, ବୁଧବାରରେ ଦାମ୍ପତ୍ୟ ଜୀବନରେ ଭିନ୍ନ ମୋଡ଼ ସୃଷ୍ଟି ହୋଇପାରେ । ବ୍ୟବସାୟିକ କାର୍ଯ୍ୟରେ ବିଦେଶ ଯାତ୍ରା କରିବେ। ଗୁରୁ, ଶୁକ୍ରବାରରେ ସରକାରୀ କାର୍ଯ୍ୟ ପୂର୍ଣ୍ଣ ହେବ। ଅତ୍ୟଧିକ ଖର୍ଚ୍ଚ ଚିନ୍ତାର କାରଣ ହୋଇପାରେ । ଶନିବାରରେ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ସଫଳତା ପାଇବେ।

ଆହୁରି ପଢ଼ନ୍ତୁ: Saturday Horoscope: ଶନିବାର ରାଶିଫଳ (୧୩-୦୬-୨୦୨୬)

କର୍କଟ: ରବି, ସୋମବାରରେ ନୂଆଲୋକଙ୍କ ସହ ସମ୍ପର୍କ ଯୋଡ଼ି ହେବ। ମଙ୍ଗଳ, ବୁଧବାରରେ ବିବାଦୀୟ ପରିସ୍ଥତିରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ। ବ୍ୟାଙ୍କରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କର ପଦୋନ୍ନତି ହୋଇପାରେ । ଗୁରୁ, ଶୁକ୍ରବାରରେ ଅସହାୟ ଲୋକଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ପାଇବେ। ଶନିବାରରେ ସ୍ବାସ୍ଥ୍ୟଜନିତ ସମସ୍ୟା ଉପୁଜିପାରେ । 

ସିଂହ: ରବି, ସୋମବାରରେ କୌଣସି କାର୍ଯ୍ୟ କରିବା ପୂର୍ବରୁ ସାବଧାନ ରୁହନ୍ତୁ। ଜୀବନ ସହ ଜଡ଼ିତ କୌଣସି ନିଷ୍ପତ୍ତି ଭାବିଚିନ୍ତି ନିଅନ୍ତୁ। ମଙ୍ଗଳ, ବୁଧବାରରେ କ୍ୟାରିୟର ନେଇ କିଛି ସମସ୍ୟା ଦେଖାଦେଇପାରେ। ଗୁରୁ, ଶୁକ୍ରବାରରେ କର୍ମସ୍ଥଳୀରେ ଉଚ୍ଚ ଅଧିକାରୀଙ୍କ ସଂପୂର୍ଣ୍ଣ ସହଯୋଗ ପାଇବେ। ଶନିବାରରେ ଅଯଥା କାର୍ଯ୍ୟରେ ସମୟ ନଷ୍ଟ କରନ୍ତୁ ନାହିଁ।

କନ୍ୟା: ରବି, ସୋମବାରରେ ପରିବାର ସହଯୋଗ କ୍ରମେ ଆଗକୁ ଅଗ୍ରସର ହେବେ। ମଙ୍ଗଳ, ବୁଧବାରରେ ସମାଜରେ ସମ୍ମାନ ବଢ଼ିବ।  ନିଜ ଲକ୍ଷ୍ୟ ପୂରଣ କରିବା ଦିଗରେ କାର୍ଯ୍ୟ କରିବେ। ଗୁରୁ, ଶୁକ୍ରବାରରେ କାର୍ଯ୍ୟକ୍ଷେତ୍ରରେ ବାଧା ଉପୁଜିପାରେ। ଶନିବାରରେ କ୍ୟାରିୟରରେ ନୂତନ ଦିଗନ୍ତ ସୃଷ୍ଟି ହେବ।

ତୁଳା: ରବି, ସୋମବାରରେ ପୈତୃକ ସମ୍ପତ୍ତିର ଅଧିକାରୀ ହେବେ। ବ୍ୟବସାୟ ପାଇଁ ନୂତନ ସୁଯୋଗ ପାଇବେ।  ମଙ୍ଗଳ, ବୁଧବାରରେ ଆର୍ଥିକ ସ୍ଥିତି ମଜଭୁତ ହେବ। ଯାତାୟାତରେ ସାବଧାନ ରୁହନ୍ତୁ। ଗୁରୁ, ଶୁକ୍ରବାରରେ କର୍ମକ୍ଷେତ୍ରରେ ପୂର୍ବରୁ ପରିଶ୍ରମର ଫଳ ପାଇବେ। ଶନିବାରରେ ଜୀବନସାଥୀଙ୍କ ସହଯୋଗ ପାଇବେ।

ବିଛା: ରବି, ସୋମବାରରେ  ଜୀବନରେ କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ମଙ୍ଗଳ, ବୁଧବାରରେ ବିଦେଶ ଯାତ୍ରା ଯୋଗ ରହିଛି। ଗୁରୁ, ଶୁକ୍ରବାରରେ ପରିବାର ସହ କୌଣସି ଧାର୍ମିକସ୍ଥଳୀ ଯାଇପାରନ୍ତି। ସନ୍ତାନମାନଙ୍କ ଉନ୍ନତି ଦେଖି ଆନନ୍ଦିତ ହେବେ। ଶନିବାରରେ ବିଭିନ୍ନ କ୍ଷେତ୍ରରୁ ଲାଭ ପାଇବେ।

ଧନୁ: ରବି, ସୋମବାରରେ ପରିବାରରେ ଆନନ୍ଦଉଲ୍ଲାସ ଦେଖାଦେବ। ମଙ୍ଗଳ, ବୁଧବାରରେ ବିଭିନ୍ନ କ୍ଷେତ୍ରରୁ ସଫଳତା ପାଇବେ। ବ୍ୟବସାୟ ବିସ୍ତାର ପାଇଁ ନୂତନ ପଥ ଉନ୍ମୋଚନ ହେବ। ଗୁରୁ, ଶୁକ୍ରବାରରେ ସୁଖ ସନ୍ତୋଷର ଅଧିକାରୀ ହେବେ। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ଶନିବାରରେ ମହିଳାମାନେ ମନୋବଳ ଦୃଢ଼ କରି ଆଗକୁ ବଢ଼ିବେ।

ମକର: ରବି, ସୋମବାରରେ କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେବ। ମଙ୍ଗଳ, ବୁଧବାରରେ ଶତ୍ରୁବୃଦ୍ଧି ହେବା ସହ କାର୍ଯ୍ୟହାନି ହୋଇପାରେ।  ସନ୍ତାନଙ୍କ ପାଇଁ ଚିନ୍ତିତ ରହିବେ। ଗୁରୁ, ଶୁକ୍ରବାରରେ ମହିଳାମାନେ ଚଳଚଞ୍ଚଳ ରହିବେ। ବ୍ୟବସାୟିକ ପ୍ରସାର ହେବ। ଶନିବାରରେ ସମାଜରେ ପ୍ରତିଷ୍ଠା ବୃଦ୍ଧି, ସୁଖସନ୍ତୋଷ ପ୍ରାପ୍ତି ହେବ।

କୁମ୍ଭ: ରବି, ସୋମବାରରେ ସନ୍ତାନମାନଙ୍କ ଉନ୍ନତି ପାଇଁ ବିଭିନ୍ନ ପ୍ରକାର ପ୍ରଚେଷ୍ଟା ଜାରି ରଖିବେ। ମଙ୍ଗଳ, ବୁଧବାରରେ ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ପୂରା ହୋଇପାରେ ଗୁର, ଶୁକ୍ରବାରରେ ବେରୋଜଗାରୀମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ଅକସ୍ମାତ୍‌ ବନ୍ଧୁମିଳନ ହୋଇପାରେ।  ଶନିବାରରେ ପାରିବାରିକ ନିବିଡ଼ତା ବୃଦ୍ଧି ପାଇବ।

ମୀନ: ରବି, ସୋମବାରରେ ଗୁରୁଜନଙ୍କ ସ୍ବାସ୍ଥ୍ୟ ପ୍ରତି ସମ୍ପୂର୍ଣ୍ଣ ଯତ୍ନବାନ ହେବାକୁ ପଡ଼ିବ। କର୍ମସ୍ଥଳୀରେ ନୂଆ କାମ କରି ଉତ୍ସାହିତ ରହିବେ। ମଙ୍ଗଳ, ବୁଧବାରରେ ବାକ୍ୟ ଉପରେ ସଂଯମତା ରକ୍ଷା କରନ୍ତୁ।  ଗୁରୁ, ଶୁକ୍ରବାରରେ ଦୂରଯାତ୍ରାରୁ ଲାଭବାନ ହେବେ। ଶନିବାରରେ  ପରିବାରରେ ଲାଗିରହିଥିବା ଭୁଲ ବଝାମଣାକୁ ଦୂର କରିବେ।

03 May 2026 By Madhusudan Das

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp