ଗୁରୁବାର ରାଶିଫଳ ( ୨୭ – ୦୪ – ୨୦୨୩ )
ମେଷ: ସ୍ବାସ୍ଥ୍ୟରେ ଉନ୍ନତି ଏବଂ ସମ୍ମାନଲାଭ ସହିତ ଭ୍ରମଣ ସୁଖ ରହିଛି। ବନ୍ଧୁତାସ୍ଥାପନ ଏବଂ ପ୍ରେମରେ ସଫଳତା ପାଇବେ। ଧନପ୍ରାପ୍ତିର ଯୋଗ ମଧ୍ୟ ରହିଛି। କୌଣସି କାର୍ଯ୍ୟରେ ସାମାନ୍ୟ ବିଘ୍ନ ଘଟିବ। ବୃଷ: ଭାଗ୍ୟୋଦୟ ସହ ସୁଖାଦ୍ୟ ପ୍ରାପ୍ତି ହେବ। ଧାର୍ମିକ କାର୍ଯ୍ୟରେ ଲିପ୍ତ ରହିବେ। ନୂତନ କାର୍ଯ୍ୟାରମ୍ଭ କରିବାକୁ ମନ ବଳାଇବେ। ସନ୍ଦେହ ଓ ମତଭେଦରୁ ଦୂରେଇ ରହିଲେ ପାରିବାରିକ ଶାନ୍ତି ମିଳିବ। ମିଥୁନ: ବୈବାହିକ ଜୀବନରେ ଶାନ୍ତି ମିଳିବ ଏବଂ ସମ୍ମାନ ଲାଭ ହେବାର […]
ମେଷ: ସ୍ବାସ୍ଥ୍ୟରେ ଉନ୍ନତି ଏବଂ ସମ୍ମାନଲାଭ ସହିତ ଭ୍ରମଣ ସୁଖ ରହିଛି। ବନ୍ଧୁତାସ୍ଥାପନ ଏବଂ ପ୍ରେମରେ ସଫଳତା ପାଇବେ। ଧନପ୍ରାପ୍ତିର ଯୋଗ ମଧ୍ୟ ରହିଛି। କୌଣସି କାର୍ଯ୍ୟରେ ସାମାନ୍ୟ ବିଘ୍ନ ଘଟିବ।
ବୃଷ: ଭାଗ୍ୟୋଦୟ ସହ ସୁଖାଦ୍ୟ ପ୍ରାପ୍ତି ହେବ। ଧାର୍ମିକ କାର୍ଯ୍ୟରେ ଲିପ୍ତ ରହିବେ। ନୂତନ କାର୍ଯ୍ୟାରମ୍ଭ କରିବାକୁ ମନ ବଳାଇବେ। ସନ୍ଦେହ ଓ ମତଭେଦରୁ ଦୂରେଇ ରହିଲେ ପାରିବାରିକ ଶାନ୍ତି ମିଳିବ।
ମିଥୁନ: ବୈବାହିକ ଜୀବନରେ ଶାନ୍ତି ମିଳିବ ଏବଂ ସମ୍ମାନ ଲାଭ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ପୁରୁଣା ବନ୍ଧୁ ମିଳନ ସହ ସାମାଜିକ ମିଳାମିଶା ବୃଦ୍ଧି ପାଇବ। ଦୂର ଭ୍ରମଣ ପାଇଁ ଯୋଜନା ପ୍ରସ୍ତୁତ କରିବେ।
କର୍କଟ: ଅର୍ଥହାନି ସହ ବିଘ୍ନ ଘଟିବ। କାହା ସହିତ କଳହ ହୋଇ ସମ୍ମାନହାନି ହୋଇପାରେ। ଅନାବଶ୍ୟକ ବ୍ୟୟ କରିବେ। ଅବସାଦ ମଧ୍ୟ ଦେଖାଦେଇପାରେ।
ସିଂହ: ଉତ୍ତମ ସ୍ବାସ୍ଥ୍ୟ ସହିତ ଅର୍ଥ ଓ ସମ୍ପତ୍ତି ଲାଭ ହେବ। ମାନସିକ ଶାନ୍ତି ଅନୁଭବ କରିବେ। ଶତ୍ରୁ ଉପରେ ବିଜୟପ୍ରାପ୍ତ କରିବେ ଏବଂ କର୍ମକ୍ଷେତ୍ରରେ ଅଗ୍ରସର ହେବେ।
କନ୍ୟା: ଅନ୍ୟ କାହା ଉପରେ ନିର୍ଭରଶୀଳ ରହିବେ। ଆଳସ୍ୟ ହେତୁ ଲକ୍ଷ୍ୟପ୍ରାପ୍ତି ଦିଗରେ ଅସୁବିଧା ହୋଇପାରେ। ପାରିବାରିକ ଶାନ୍ତିରେ ବ୍ୟାଘାତ ସୃଷ୍ଟି ହେବ ଏବଂ କାହା ସହିତ ମନୋମାଳିନ୍ୟ ହେବ।
ତୁଳା: ମାନସିକ ଅଶାନ୍ତି ଦୂର ହେବ। ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ସୁସମ୍ପର୍କ ସହିତ ସମ୍ପତ୍ତିଲାଭର ଯୋଗ ରହିଛି। ବିବାହ ଯୋଗ ରହିଛି। ମୋଟ ଉପରେ କହିବାକୁ ଗଲେ ଆଜିର ଦିନଟି ସର୍ବଶୁଭ ହେବ।
ବିଛା: ଲକ୍ଷ୍ୟପ୍ରାପ୍ତି ସହ ସମ୍ମାନିତ ହେବେ। ପାରିବାରିକ ସୁଖଶାନ୍ତି ଭୋଗ କରିବେ। ବିକ୍ରୟରୁ ଲାଭ ମିଳିବ। ଲୋକସମ୍ପର୍କ ବୃଦ୍ଧି ସହ ସକାରାତ୍ମକ ପରିବେଶ ରହିବ। କ୍ୟାରିୟର୍ରେ ଉନ୍ନତି ପାଇଁ ଚେଷ୍ଟା କରିବେ।
ଧନୁ: କାର୍ଯ୍ୟକ୍ଷେତ୍ରରେ ସାମାନ୍ୟ ଆଳସ୍ୟତା ଅନୁଭବ ହେବ। ତଥାପି ଆଜିର ଦିନଟି ବହୁତ ଶୁଭ ହେବ। ଜୀବନସାଥୀଙ୍କଠାରୁ ଉପହାର ପାଇବେ। ଶାରୀରିକ ଓ ମାନସିକ ଶାନ୍ତି ପାଇପାରିବେ।
ମକର: ଚିନ୍ତାଗ୍ରସ୍ତ ରହିବେ। କାର୍ଯ୍ୟକ୍ଷେତ୍ରରେ କିଛି ସାମାନ୍ୟ ପ୍ରତିବନ୍ଧକ ଦେଖାଦେବ। ଆର୍ଥିକ ସମସ୍ୟା ଦେଖାଦେବ। କିନ୍ତୁ ବ୍ୟବସାୟ କ୍ଷେତ୍ରରେ କାହାକୁ ଭଲ ପରାମର୍ଶ ଦେଇ ପ୍ରଶଂସା ପାଇବେ।
କୁମ୍ଭ: ଅନେକ କ୍ଷେତ୍ରରୁ ଅର୍ଥଲାଭ ଯୋଗ ରହିଛି। ଆନନ୍ଦଦାୟକ ଭ୍ରମଣ ସହିତ ଯାନବାହନ କ୍ରୟ କରିବେ। କାର୍ଯ୍ୟକ୍ଷେତ୍ରରେ ଥିବା ସମସ୍ୟା ଦୂର ହେବ। ବନ୍ଧୁ ମେଳରେ ସୁଖାଦ୍ୟ ଭୋଜନ କରିବେ।
ମୀନ: ସୁସଙ୍ଗ ପ୍ରାପ୍ତି ହେବ। ଶତ୍ରୁ ଉପରେ ବିଜୟପ୍ରାପ୍ତ କରିବା ହେତୁ ମାନସିକ ଶାନ୍ତି ମିଳିବ। ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଯୋଗ ଅଛି। ନୂତନ ବନ୍ଧୁତା ସ୍ଥାପନ କରିବେ।