ଗୁରୁବାର ରାଶିଫଳ ( ୨୨ – ୧୨ – ୨୦୨୨ )
ମେଷ: ପରିବାରରେ ଭୁଲ ବୁଝାମଣା ସୃଷ୍ଟି ହେବ। ଆୟ ବୃଦ୍ଧିପାଇଁ କିଛି ନୂତନ ରାସ୍ତା ଖୋଜି ପାଇବେ। ସ୍ବାସ୍ଥ୍ୟପ୍ରତି ବିଶେଷ ଧ୍ୟାନ ଦେବା ଉଚିତ। ମହିଳାମାନଙ୍କର ସାହିତ୍ୟ ପ୍ରତି ରୁଚି ବଢ଼ିବ। ବୃଷ: ନିଜ ବୁଦ୍ଧି ବିବେକ ଅନୁସାରେ କାର୍ଯ୍ୟ କରିବେ। ସାଙ୍ଗସାଥୀଙ୍କ ସହ ମିଳାମିଶା ବଢ଼ିବ। ପ୍ରେମ ସମ୍ପର୍କରେ ତିକ୍ତତା ଉପୁଜିପାରେ । କ୍ୟାରିୟରରେ ଉନ୍ନତି କରିବାର ସମ୍ଭାବନା ରହିଛି। ମିଥୁନ: ଦିନଟି ମଧ୍ୟମ ଧରଣର ରହିବ। ନିଜ ବାକ୍ୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ପରିବାରରେ […]
ମେଷ: ପରିବାରରେ ଭୁଲ ବୁଝାମଣା ସୃଷ୍ଟି ହେବ। ଆୟ ବୃଦ୍ଧିପାଇଁ କିଛି ନୂତନ ରାସ୍ତା ଖୋଜି ପାଇବେ। ସ୍ବାସ୍ଥ୍ୟପ୍ରତି ବିଶେଷ ଧ୍ୟାନ ଦେବା ଉଚିତ। ମହିଳାମାନଙ୍କର ସାହିତ୍ୟ ପ୍ରତି ରୁଚି ବଢ଼ିବ।
ବୃଷ: ନିଜ ବୁଦ୍ଧି ବିବେକ ଅନୁସାରେ କାର୍ଯ୍ୟ କରିବେ। ସାଙ୍ଗସାଥୀଙ୍କ ସହ ମିଳାମିଶା ବଢ଼ିବ। ପ୍ରେମ ସମ୍ପର୍କରେ ତିକ୍ତତା ଉପୁଜିପାରେ । କ୍ୟାରିୟରରେ ଉନ୍ନତି କରିବାର ସମ୍ଭାବନା ରହିଛି।
ମିଥୁନ: ଦିନଟି ମଧ୍ୟମ ଧରଣର ରହିବ। ନିଜ ବାକ୍ୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ପରିବାରରେ ଦାୟିତ୍ବଭାର ବୃଦ୍ଧି ପାଇବ। କୌଣସି କାର୍ଯ୍ୟ ପାଇଁ ଅନ୍ୟ ଉପରେ ନିର୍ଭର ହୋଇପାରନ୍ତି।
କର୍କଟ:ଗୁରୁଜନଙ୍କ ପରାମର୍ଶ କ୍ରମେ ସମସ୍ତ କାର୍ଯ୍ୟକୁ ସୁଚାରୁରୂପେ ତୁଲାଇବେ। ମହିଳାମାନେ ସ୍ବାଧୀନମନା ହେବେ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ। ନିଜ ବ୍ୟବହାର ପାଇଁ ପ୍ରଶଂସିତ ହେବେ।
ସିଂହ: କିଛି ନୂତନ କାର୍ଯ୍ୟ କାରିବାକୁ ମନ ବଳାଇବେ। ପୈତୃକ ସମ୍ପତ୍ତିର ଭାଗ ପାଇବେ। ବ୍ୟସ୍ତତା ମଧ୍ୟରେ ଦିନଟି ଅତିବାହିତ ହେବ। ପରିବାରଠାରୁ ସମସ୍ତ ପ୍ରକାର ସହଯୋଗ ପାଇ ଆଗକୁ ବଢ଼ିବେ।
କନ୍ୟା: ଛୋଟ ଛୋଟ କଥାକୁ ନେଇ ଅଧିକ ଚିନ୍ତାଶୀଳ ହୋଇପଡ଼ିବେ । ବ୍ୟବସାୟରେ ଆଶାରୁ ଅଧିକ ସଫଳତା ପାଇବେ। ସହକର୍ମୀଙ୍କ ସହ ତିକ୍ତତା ଉପୁଜିପାରେ। ସ୍ବାସ୍ଥ୍ୟରେ ଅବନତି ଦେଖା ଦେଇପାରେ।
ତୁଳା:କର୍ମକ୍ଷେତ୍ରରେ ସମ୍ମାନ ପାଇବେ। ରାଜନୀତିରେ ନେତୃତ୍ବ ବୃଦ୍ଧି ପାଇବ। ମହିଳାମାନେ ନିଷ୍ଠାପର ଭାବେ କାର୍ଯ୍ୟ କରି ପ୍ରଶଂସିତ ହେବେ। ପରିବହନ ଓ ବାଣିଜ୍ୟରେ ଲାଭାନ୍ବିତ ହେବେ। ଛାତ୍ରଛାତ୍ରୀ ପରିଶ୍ରମୀ ହେବେ।
ବିଛା: ଦେହ ଓ ମନ ଭଲ ରହିବ। ସାଂସାରିକ ସୁଖମୟ ରହିବ। ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ। ବାଣିଜ୍ୟରେ ଉତ୍ତମ ଆୟ ହେବ। ଛାତ୍ରଛାତ୍ରୀ ଉତ୍ସାହିତ ରହିବେ।
ଧନୁ: ପ୍ରତିଯୋଗିତାରେ ସଫଳତା ପାଇବେ। ରାଜନୀତିରେ ଚଳଚଞ୍ଚଳ ରହିବେ। ମହିଳାମାନେ ପରିଶ୍ରମୀ ହେବେ। ପରିବହନ ଓ ବାଣିଜ୍ୟରେ ଲାଭାନ୍ବିତ ହେବେ। ଛାତ୍ରଛାତ୍ରୀ ସଫଳ ହେବେ।
ମକର:ହେଉଥିବା କାମ ଅଳ୍ପକେ ବିଗିଡ଼ିଯାଇପାରେ । ରାଜନୀତିରେ ପ୍ରତିକୂଳ ପରିସ୍ଥିତି ରହିବ। ମହିଳାମାନେ ଚିନ୍ତାରେ ରହିବେ। ବାଣିଜ୍ୟରେ ସ୍ବଳ୍ପ ଆୟ ହେବ। ଛାତ୍ରଛାତ୍ରୀ ଆଳସ୍ୟ ରହିବେ।
କୁମ୍ଭ:ଆବଶ୍ୟକ ମୁତାବକ ସହଯୋଗ ପାଇବେ। ଚାକିରିରେ ସୁଚାରୁରୂପେ କାର୍ଯ୍ୟ ତୁଲାଇବେ। ରାଜନୀତିରେ ଦୂରଯାତ୍ରା କରିପାରନ୍ତି। ବାଣିଜ୍ୟରେ ପ୍ରସାର ହେବ। ଛାତ୍ରଛାତ୍ରୀ ଯଶ ପାଇବେ।
ମୀନ : ପରିଶ୍ରମ ମୁତାବକ ଫଳ ପାଇବେ। ରାଜନୀତିରେ ବିବାଦୀୟ ପରିସ୍ଥିତି ଭିତରେ ସଫଳତା ପାଇବେ। ପରିବହନ,ଶିଳ୍ପ ଓ ବାଣିଜ୍ୟରେ ଲାଭ ମିଳିବ। ଛାତ୍ରଛାତ୍ରୀମାନେ ଉତ୍ତେଜନାରେ ରହିବେ।