ଗୁରୁବାର ରାଶିଫଳ ( ୨୨ – ୦୯ – ୨୦୨୨ )
ମେଷ: କୌଣସି ନିଷ୍ପତ୍ତି ନେବା ସମୟରେ ଦ୍ବନ୍ଦ୍ବରେ ପଡ଼ିଯାଇ ପାରନ୍ତି। ନୂତନ ଚୁକ୍ତିରୁ ଲାଭାନ୍ବିତ ହୋଇପାରନ୍ତି। ଅପରିଚିତ ବ୍ୟକ୍ତିଙ୍କଠାରୁ ଦୂରରେ ରୁହନ୍ତୁ। ମହିଳାମାନେ ସମ୍ବେଦନଶୀଳା ହେବେ। ବୃଷ: ଗୁରୁଜନଙ୍କଠାରୁ ପ୍ରେରଣା ପାଇଁ ଆଗକୁ ବଢ଼ିବେ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ ରହିବ। ସମାଜରେ ପ୍ରତିଷ୍ଠା ଲାଭ କରିବେ। ଗରିବମାନଙ୍କ ଖାଦ୍ୟ ,ବସ୍ତ୍ରଦାନ କରି ଶାନ୍ତି ପାଇବେ। ମିଥୁନ: କୌଣସି କାରଣରୁ ମନ ଅଶାନ୍ତ ରହିବ। ଦୂରଯାତ୍ରା କରିବା ସମୟରେ ନିଜ ସୁରକ୍ଷାକୁ ଗୁରୁତ୍ବ ଦିଅନ୍ତୁ। ଜୀବନରେ ନୂତନ […]
ମେଷ: କୌଣସି ନିଷ୍ପତ୍ତି ନେବା ସମୟରେ ଦ୍ବନ୍ଦ୍ବରେ ପଡ଼ିଯାଇ ପାରନ୍ତି। ନୂତନ ଚୁକ୍ତିରୁ ଲାଭାନ୍ବିତ ହୋଇପାରନ୍ତି। ଅପରିଚିତ ବ୍ୟକ୍ତିଙ୍କଠାରୁ ଦୂରରେ ରୁହନ୍ତୁ। ମହିଳାମାନେ ସମ୍ବେଦନଶୀଳା ହେବେ।
ବୃଷ: ଗୁରୁଜନଙ୍କଠାରୁ ପ୍ରେରଣା ପାଇଁ ଆଗକୁ ବଢ଼ିବେ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ ରହିବ। ସମାଜରେ ପ୍ରତିଷ୍ଠା ଲାଭ କରିବେ। ଗରିବମାନଙ୍କ ଖାଦ୍ୟ ,ବସ୍ତ୍ରଦାନ କରି ଶାନ୍ତି ପାଇବେ।
ମିଥୁନ: କୌଣସି କାରଣରୁ ମନ ଅଶାନ୍ତ ରହିବ। ଦୂରଯାତ୍ରା କରିବା ସମୟରେ ନିଜ ସୁରକ୍ଷାକୁ ଗୁରୁତ୍ବ ଦିଅନ୍ତୁ। ଜୀବନରେ ନୂତନ ପରିବର୍ତ୍ତନ ଆସିପାରେ। ଅବିବାହିତମାନଙ୍କର ବିବାହ ସ୍ଥିର ହୋଇପାରେ।
କର୍କଟ: ନିଜ ପ୍ରତିଭାର ସଠିକ୍ ବ୍ୟବହାର କରି ପ୍ରଶଂସା ସାଉଁଟିବେ। ସନ୍ତାନସନ୍ତତିଙ୍କ କାର୍ଯ୍ୟରେ ଗର୍ବିତ ହେବେ। ପାରିବାରିକ ସମ୍ପର୍କରେ ଭୁଲ୍ ବୁଝାମଣା ସୃଷ୍ଟି ହୋଇପାରେ।
ସିଂହ: ଅନ୍ୟର କଥାରେ ନ ପଡ଼ି ନିଜ ବୁଦ୍ଧି ବିବେକ ଅନୁସାରେ କାର୍ଯ୍ୟ କରନ୍ତୁ। ଗୁରୁଜନଙ୍କ ପରାମର୍ଶ କ୍ରମେ କାର୍ଯ୍ୟ କରିବେ। କର୍ମକ୍ଷେତ୍ରରେ ବାଦବିବାଦ ପରିସ୍ଥିତିରୁ ଦୂେରଇ ରୁହନ୍ତୁ।
କନ୍ୟା: ଦେହ ଓ ମନ ଭଲ ରହିବ। ଦୂରଯାତ୍ରା କରି ଖୁବ୍ ଆନନ୍ଦିତ ହେବେ। ଜୀବନସାଥୀଙ୍କୁ ଅଧିକ ସମୟ ଦେବେ। ଭବିଷ୍ୟତ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ।
ତୁଳା: ବିଗିଡ଼ି ଯାଇଥିବା କଥାକୁ ସମ୍ଭାଳି ନେବେ । ସକାରାତ୍ମକ ଚିନ୍ତା ରଖି ଆଗକୁ ବଢ଼ିବେ। ମହିଳାମାନେ ସ୍ବାଧୀନ ଭାବରେ କାର୍ଯ୍ୟ କରିବେ। ପ୍ରେମ ଓ ଦାମ୍ପତ୍ୟ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ।
ବିଛା: ସରକାରୀ ଅଫିସ୍ରେ ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ। ପାରିବାରିକ କଳହ ଦୂର ହେବ। କାର୍ଯ୍ୟକ୍ଷେତ୍ରରେ ଦାୟିତ୍ବ ବୃଦ୍ଧି ପାଇବ। ଆବଶ୍ୟକତାରୁ ଅଧିକ ଖର୍ଚ୍ଚକରି କଷ୍ଟ ପାଇବେ।
ଧନୁ: କଠିନ ପରିଶ୍ରମ କରି ସଫଳତା ପାଇବେ। ପାରିବାରିକ କାର୍ଯ୍ୟ ବୃଦ୍ଧି ପାଇବ। ପଡୋଶୀଙ୍କ ସହ ବାଦବିବାଦ ଦେଖା ଦେଇପାରେ। ଛାତ୍ରଛାତ୍ରୀ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ।
ମକର: ଆତ୍ମବିଶ୍ବାସର ସହ କାର୍ଯ୍ୟ କରିବେ। ଯାତ୍ରା କରି କ୍ଷତିରେ ପଡ଼ିପାରନ୍ତି। ଧାର୍ମିକ କାର୍ଯ୍ୟରେ ମନୋବଳାଇବେ। ନୂଆ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଦିନଟି ମଙ୍ଗଳ ଅଟେ।
କୁମ୍ଭ: ନିଜ କଥାରେ ଲୋକମାନଙ୍କୁ ପ୍ରଭାବିତ କରିବା ପାଇଁ ଚେଷ୍ଟା କରିପାରନ୍ତି। ସାଙ୍ଗସାଥୀଙ୍କଠାରୁ ଭିନ୍ନ ଭିନ୍ନ ପରାମର୍ଶ ପାଇପାରନ୍ତି। ଉନ୍ନତି ପାଇଁ ନୂତନ ସୁଯୋଗ ମିଳିପାରେ।
ମୀନ: ବ୍ୟସ୍ତତା ଭିତରେ ଦିନଟି କଟିବ। ନକାରାତ୍ମକ ଚିନ୍ତା ରଖି କାର୍ଯ୍ୟ କରନ୍ତୁ ନାହିଁ। ଶତ୍ରୁମାନଙ୍କର କୂଟଚକ୍ରାନ୍ତର ଶିକାର ହୋଇପାରନ୍ତି। ବ୍ୟବସାୟରେ ଲାଭାନ୍ବିତ ହେବେ।