ଶନିବାର ରାଶିଫଳ ( ୦୩–୦୯–୨୦୨୨ )
ମେଷ: ସମୟର ସଦୁପଯୋଗ କରିବେ। କ୍ୟାରିୟରରେ ଉନ୍ନତି କରିବା ପାଇଁ ତରବରିଆ ନିଷ୍ପତ୍ତି ନିଅନ୍ତୁ ନାହିଁ । କର୍ମକ୍ଷେତ୍ରରେ ସ୍ବାଧୀନ ଭାବରେ କାର୍ଯ୍ୟ କରି ପ୍ରଶଂସା ସାଉଁଟିବେ। ବୃଷ: ଅଳ୍ପ ପରିଶ୍ରମ କରି ଭଲ ଫଳ ପାଇବେ। ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ। ପରିବାର ସହ ଭଲ ସମୟ କଟାଇବେ। ଛାତ୍ରଛାତ୍ରୀଙ୍କ ପାଇଁ ଅନୁକୂଳ ସମୟ ରହିଛି। ମିଥୁନ: ଛୋଟ ଛୋଟ ଅସୁବିଧାରେ ପଡ଼ି ବ୍ୟସ୍ତ ରହିବେ। ନିଜ ବିଚାରବୁଦ୍ଧିରେ କାର୍ଯ୍ୟ କରି ସଫଳତା ପାଇବେ। ଅର୍ଥ […]
ମେଷ: ସମୟର ସଦୁପଯୋଗ କରିବେ। କ୍ୟାରିୟରରେ ଉନ୍ନତି କରିବା ପାଇଁ ତରବରିଆ ନିଷ୍ପତ୍ତି ନିଅନ୍ତୁ ନାହିଁ । କର୍ମକ୍ଷେତ୍ରରେ ସ୍ବାଧୀନ ଭାବରେ କାର୍ଯ୍ୟ କରି ପ୍ରଶଂସା ସାଉଁଟିବେ।
ବୃଷ: ଅଳ୍ପ ପରିଶ୍ରମ କରି ଭଲ ଫଳ ପାଇବେ। ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ। ପରିବାର ସହ ଭଲ ସମୟ କଟାଇବେ। ଛାତ୍ରଛାତ୍ରୀଙ୍କ ପାଇଁ ଅନୁକୂଳ ସମୟ ରହିଛି।
ମିଥୁନ: ଛୋଟ ଛୋଟ ଅସୁବିଧାରେ ପଡ଼ି ବ୍ୟସ୍ତ ରହିବେ। ନିଜ ବିଚାରବୁଦ୍ଧିରେ କାର୍ଯ୍ୟ କରି ସଫଳତା ପାଇବେ। ଅର୍ଥ କାରବାରରେ ସାବଧାନତା ଅବଲମ୍ବନ କରନ୍ତୁ। ଦାମ୍ପତ୍ୟ ଜୀବନରେ ନିବିଡ଼ତା ବୃଦ୍ଧି ପାଇବ।
କର୍କଟ: ଦୈନନ୍ଦିନ କାର୍ଯ୍ୟକୁ ଭିନ୍ନ ଶୈଳୀରେ କରି ଉତ୍ସାହିତ ମନେ କରିବେ। ଆର୍ଥିକ ପରିସ୍ଥିତି ପାଇଁ ଖୁବ୍ ଜରୁରୀ କାମ ଅଟକି ଯାଇପାରେ। ସାଙ୍ଗସାଥୀଙ୍କ ସହ ମିଳାମିଶାକରି ମନ ପରିବର୍ତ୍ତନ ହୋଇପାରେ।
ସିଂହ: ବିଭିନ୍ନ ପ୍ରକାର ସମସ୍ୟା ଦେଇ ଗତି କରିବେ। ରଚାନାତ୍ମକ କାର୍ଯ୍ୟରେ ନିଜ ସମୟ କଟାଇବେ। ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ଜୀବନସାଥୀଙ୍କଠାରୁ ଆର୍ଥିକ ସହାୟତା ପାଇବେ।
କନ୍ୟା: ନିଜ ପ୍ରତିଭାକୁ ପ୍ରମାଣ କରି ପ୍ରଶଂସିତ ହେବେ। ପଇସା ଦେବାନେବା କାର୍ଯ୍ୟରୁ ନିବୃତ୍ତ ରୁହନ୍ତୁ। ଧାର୍ମିକ ସ୍ଥଳୀରେ ଅଧିକ ସମୟ କଟାଇ ସନ୍ତୋଷ ଅନୁଭବ କରିବେ।
ତୁଳା: ବ୍ୟବସାୟ ସହ ଆୟ ବଢ଼ିବାର ଯୋଗ ରହିଛି। ବୈବାହିକ ଜୀବନରେ ସୁଖସମୃଦ୍ଧି ବୃଦ୍ଧି ପାଇବ। ବନ୍ଧୁବାନ୍ଧବଙ୍କ ସହଯୋଗ ପାଇବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଆଗୁଆ ରହିବେ।
ବିଛା: ଆର୍ଥିକ କ୍ଷେତ୍ର ମଜଭୁତ୍ ରହିବା କୌଣସି ସ୍ଥାନରୁ ଭଲ ଖବର ପାଇପାରନ୍ତି। ନୂତନ ନିଯୁକ୍ତି ସୁଯୋଗ ରହିଛି। ସହକର୍ମୀଙ୍କ କୂଟ ଚକ୍ରାନ୍ତର ଶିକାର ହୋଇପାରନ୍ତି। ପ୍ରିୟଜନଙ୍କ ସହ ଆତ୍ମୀୟତା ବଢ଼ିବ।
ଧନୁ: ସାମାଜିକ କାର୍ଯ୍ୟରେ ଅଧିକ ରୁଚି ବଢ଼ିବ। ଗୋପନୀୟ କଥାକୁ ପରିପକ୍ରାଶ କରନ୍ତୁ ନାହିଁ। ସକାରାତ୍ମକ ଚିନ୍ତାରଖି ଆଗକୁ ବଢ଼ିବେ। ନିଜ ପରିଶ୍ରମ ଅନୁସାରେ ଫଳ ପାଇବେ।
ମକର: ବହୁଦିନର ସ୍ବପ୍ନ ବାସ୍ତବରେ ପରିଣତ ହେବ। ଅତ୍ୟଧିକ ଖର୍ଚ୍ଚରୁ ନିବୃତ୍ତ ରୁହନ୍ତୁ। ପାରିବାରିକ ଭୁଲ୍ ବୁଝାମଣା ଦେଖାଦେଇ ପାରେ। ବ୍ୟବସାୟରେ ଅଧିକ ଲାଭ ହେବ ନାହିଁ।
କୁମ୍ଭ: ସମସ୍ତଙ୍କ ସହ ଭଲ ସମ୍ପର୍କ ରଖି ଲାଭାନ୍ବିତ ହେବେ। ମହିଳାମାନେ ନିଜ ଭାବନା ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ। କର୍ମକ୍ଷେତ୍ରରେ କିଛି ନୂଆ ଶିଖିବାକୁ ମିଳିପାରେ।
ମୀନ:ଭବିଷ୍ୟତ ପାଇଁ ଅନେକ ଯୋଜନା ପ୍ରସ୍ତୁତ କରିବେ। କର୍ମକ୍ଷେତ୍ରରେ ନିଜ ସୃଜନଶୀଳତାର ପରିଚୟ ଦେବେ। ଛାତ୍ରଛାତ୍ରୀ ଅଧିକ ପରିଶ୍ରମୀ ହେବେ। ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟର ହାତ ବଢ଼ାଇବେ।