ବାହାହେଲେ ଅଭିନେତା ଗୁଡୁ

ଭୁବନେଶ୍ୱର : ବିବାହ ବନ୍ଧନରେ ବାନ୍ଧିହେଲେ ଓଲିଉଡ଼୍‍ ହାସ୍ୟ ଅଭିନେତା ଗୁଡୁ। ଗୁଡୁ ନିଜର ବାନ୍ଧବୀ ପ୍ରିୟଙ୍କା(ମାମା)ଙ୍କୁ ବିବାହ କରିଛନ୍ତି। ତାଙ୍କର ଏହି ବାହାଘର ଖଣ୍ଡଗିରିସ୍ଥିତ ଆମ୍‍ଫୋଇ ମାଧ୍ୟମରେ ହୋଇଛି। ଓଡ଼ିଆ ଚଳଚ୍ଚିତ୍ର ତଥା ଧାରାବାହିକ, ଆଲବମ୍‍ରେ ହାସ୍ୟ ଅଭିନୟ କରି ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଗୁଡୁ ମାମାଙ୍କୁ ପ୍ରେମ ବିବାହ କରିଛନ୍ତି। ତାଙ୍କ ଏହି ବିବାହରେ ପରିବାର ଲୋକଙ୍କ ସମେତ ଭର୍ଚୁଆଲରେ କିଛି ସେଲିବ୍ରିଟି ଯୋଗଦେଇଥିଲେ। ପ୍ରକାଶଥାଉକି ଉଭୟଙ୍କ ବନ୍ଧୁତା […]

ଭୁବନେଶ୍ୱର : ବିବାହ ବନ୍ଧନରେ ବାନ୍ଧିହେଲେ ଓଲିଉଡ଼୍‍ ହାସ୍ୟ ଅଭିନେତା ଗୁଡୁ। ଗୁଡୁ ନିଜର ବାନ୍ଧବୀ ପ୍ରିୟଙ୍କା(ମାମା)ଙ୍କୁ ବିବାହ କରିଛନ୍ତି। ତାଙ୍କର ଏହି ବାହାଘର ଖଣ୍ଡଗିରିସ୍ଥିତ ଆମ୍‍ଫୋଇ ମାଧ୍ୟମରେ ହୋଇଛି। ଓଡ଼ିଆ ଚଳଚ୍ଚିତ୍ର ତଥା ଧାରାବାହିକ, ଆଲବମ୍‍ରେ ହାସ୍ୟ ଅଭିନୟ କରି ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଗୁଡୁ ମାମାଙ୍କୁ ପ୍ରେମ ବିବାହ କରିଛନ୍ତି। ତାଙ୍କ ଏହି ବିବାହରେ ପରିବାର ଲୋକଙ୍କ ସମେତ ଭର୍ଚୁଆଲରେ କିଛି ସେଲିବ୍ରିଟି ଯୋଗଦେଇଥିଲେ। ପ୍ରକାଶଥାଉକି ଉଭୟଙ୍କ ବନ୍ଧୁତା ଇନ୍‌ଷ୍ଟାଗ୍ରାମ୍‌ରୁ ଆରମ୍ଭ ହୋଇଥିଲା।

About The Author: The Sakala