ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ ଅଧନାୟକ କପିଲ ଦେବ ୧୯୮୩ ମସିହାରେ ଭାରତକୁ ପ୍ରଥମ ବିଶ୍ବକପ୍ ଦେଇଥିଲେ। ଏହି ଐତିହାସିକ ମୁହୂର୍ତ୍ତ ଏବେ ଫିଲ୍ମ ପରଦାରେ ଦେଖିବାକୁ ମିଳିବ। ଫିଲ୍ମର ନାମ ରହିଛି ‘୮୩’। ଏଥିରେ କପିଲ ଦେବ ଭୂମିକାରେ ରଣବୀର ସିଂହ ଓ ରୋମିଦେବ ଭୂମିକାରେ ଦୀପିକା ପାଦ୍ୟୁକୋନ୍ ଦେଖାଯିବେ। ଗତବର୍ଷ ଏହି ଫିଲ୍ମ ରିଲିଜ୍ ହେବାର ଥିଲା। କିନ୍ତୁ ନିକଟରେ ରଣବୀର ଏହା ଜୁନ୍ ୪ରେ ରିଲିଜ ହେବ ବୋଲି ଘୋଷଣା କରିଛନ୍ତି। ‘୮୩’ ଫିଲ୍ମକୁ ନେଇ କ୍ରିକେଟ୍ ପ୍ରେମୀମାନେ ବେଶ୍ ଉତ୍ସାହ ଦେଖାଉଛନ୍ତି। ଏହି ଫିଲ୍ମ ଏକାସଙ୍ଗେ ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ଼ ଓ ମାଲାୟଲମ ଭାଷାରେ ମୁକ୍ତିଲାଭ କରିବ।
ଜୁନ୍-୪ ରେ ରିଲିଜ୍ ହେବ ‘୮୩’
ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ ଅଧନାୟକ କପିଲ ଦେବ ୧୯୮୩ ମସିହାରେ ଭାରତକୁ ପ୍ରଥମ ବିଶ୍ବକପ୍ ଦେଇଥିଲେ। ଏହି ଐତିହାସିକ ମୁହୂର୍ତ୍ତ ଏବେ ଫିଲ୍ମ ପରଦାରେ ଦେଖିବାକୁ ମିଳିବ। ଫିଲ୍ମର ନାମ ରହିଛି ‘୮୩’। ଏଥିରେ କପିଲ ଦେବ ଭୂମିକାରେ ରଣବୀର ସିଂହ ଓ ରୋମିଦେବ ଭୂମିକାରେ ଦୀପିକା ପାଦ୍ୟୁକୋନ୍ ଦେଖାଯିବେ। ଗତବର୍ଷ ଏହି ଫିଲ୍ମ ରିଲିଜ୍ ହେବାର ଥିଲା। କିନ୍ତୁ ନିକଟରେ ରଣବୀର ଏହା ଜୁନ୍ ୪ରେ ରିଲିଜ ହେବ ବୋଲି ଘୋଷଣା କରିଛନ୍ତି। ‘୮୩’ […]