ରାଜଧାନୀରେ ଲୁଟେରା ଆତଙ୍କ, ତାଲା ପଡ଼ିଥିବା ଘରୁ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା

ଭୁବନେଶ୍ୱରର: କପିଳପ୍ରସାଦ କେଳୁଚରଣ ଲେନ୍ ୫ ଅଞ୍ଚଳରେ ତାଲା ପଡ଼ିଥିବା ଘରେ ପଶି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି କରି ନେଇଛନ୍ତି। ଲେନ୍ ୫ରେ ଥିବା ଏକ ଘର ଝରକା ତାଡ଼ି ଦୁର୍ବୃତ୍ତମାନେ ସୁନାଗହଣା ଏବଂ ଟଙ୍କା ଲୁଟିନେଇଛନ୍ତି। ଘର ମାଲିକ ଧୃବ ପାତ୍ର ଗତ ଦୁଇଦିନ ତଳୁ ବାଙ୍ଗାଲୋର ବୁଲିବାକୁ ଯାଉଛନ୍ତି। ଝରକା ଭଙ୍ଗା ଯାଇଥିବା ଦେଖି ପଡୋଶୀ ପ୍ରଥମେ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ କମିଶନରେଟ ପୋଲିସର ତଦନ୍ତ ଆରମ୍ଭ କରିଛି। ଗଲା କିଛି ଦିନ […]

ଭୁବନେଶ୍ୱରର: କପିଳପ୍ରସାଦ କେଳୁଚରଣ ଲେନ୍ ୫ ଅଞ୍ଚଳରେ ତାଲା ପଡ଼ିଥିବା ଘରେ ପଶି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି କରି ନେଇଛନ୍ତି। ଲେନ୍ ୫ରେ ଥିବା ଏକ ଘର ଝରକା ତାଡ଼ି ଦୁର୍ବୃତ୍ତମାନେ ସୁନାଗହଣା ଏବଂ ଟଙ୍କା ଲୁଟିନେଇଛନ୍ତି। ଘର ମାଲିକ ଧୃବ ପାତ୍ର ଗତ ଦୁଇଦିନ ତଳୁ ବାଙ୍ଗାଲୋର ବୁଲିବାକୁ ଯାଉଛନ୍ତି। ଝରକା ଭଙ୍ଗା ଯାଇଥିବା ଦେଖି ପଡୋଶୀ ପ୍ରଥମେ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ କମିଶନରେଟ ପୋଲିସର ତଦନ୍ତ ଆରମ୍ଭ କରିଛି। ଗଲା କିଛି ଦିନ ଧରି ସହରର ବିଭିନ୍ନ ସ୍ଥାନରୁ ଦିନ ଦ୍ୱିପ୍ରହରାରେ ଚୋରି ଡକାୟତି ହେଉଛି।

About The Author: The Sakala