ରାଜଧାନୀରୁ ୪ ଲୁଟେରାଙ୍କୁ ଗିରଫ କଲା କମିସନରେଟ୍ ପୁଲିସ

ରାଜଧାନୀ ଭୁବନେଶ୍ବରରୁ ୪ ଜଣ ଲୁଟେରା ଗିରଫ ହୋଇଛନ୍ତି। ଏହି ୪ ଲୁଟେରାଙ୍କୁ କମିସନରେଟ୍‌ ପୁଲିସ୍‌ ଧରିଥିବା ସୂଚନା ରହିଛି। ଏହି ଲୁଟେରାମାନଙ୍କ ନିକଟରୁ ୮୦ ଗ୍ରାମର ୧୨ଟି ସୁନା ଚେନ୍‌, ୩ଟି ଚୋରା ବାଇକ୍‌ ଜବତ ହୋଇଛି। ଲୁଟେରାମାନେ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଲୁଟ୍‌ପାତ୍‌ କରୁଥି‌ଲେ ବୋଲି ଅଭିଯୋଗ ରହିଛି।

About The Author: The Sakala