ଚେତାବନୀ ଦେଲା ସ୍ୱାସ୍ଥ୍ୟ ବିଭାଗ, ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଓଡିଶାରେ ପଶିପାରେ କରୋନାର ଚତୁର୍ଥ ଲହର
ପୁଣି କୋରୋନା ଚିନ୍ତା : କୋଭିଡ ସ୍ଥିତିର ସମୀକ୍ଷା ପରେ ମାସ୍କ ପିନ୍ଧିବା, ହାତ ଧୋଇବାକୁ ସ୍ୱାସ୍ଥ୍ୟ ସଚିବ ଦେଲେ ପରାମର୍ଶ
ରାଜ୍ୟରେ ପୁଣି ଉପରମୁହାଁ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୨୨ କୋଭିଡ୍ ପଜିଟିଭ୍
ସଂକ୍ରମଣରେ ଲାଗୁନି ବ୍ରେକ୍ : ରାଜ୍ୟରେ ୨୩୧ ନୂଆ କରୋନା ପଜିଟିଭ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୯
ଆଗାମୀ ୩ରୁ ୪ ସପ୍ତାହ ମଧ୍ୟରେ ଓଡ଼ିଶାରେ ଭୟଙ୍କର ସ୍ଥିତି ସୃଷ୍ଟି କରିବ ଓମିକ୍ରନ, ଦୈନିକ ସଂକ୍ରମିତ ହେବେ ୩୦ ହଜାରରୁ ଊର୍ଦ୍ଧ୍ୱ ଲୋକ
ରାଜ୍ୟରେ ହଜାରେ ଟପିଲା ଦୈନିକ ସଂକ୍ରମଣ, ରେଡ୍ ଜୋନ୍ ଆଡକୁ ବଢୁଛି ଖୋର୍ଦ୍ଧା
ରାଜ୍ଯରେ ଆଜି ଚିହ୍ନଟ ହେଲେ ଆଉ ୬୪୪ ନୂଆ ଆକ୍ରାନ୍ତ, କରୋନା ନେଲା ଆଉ ୭ ଜୀବନ
ରାଜ୍ଯରେ ଆଜି ଚିହ୍ନଟ ହେଲେ ଆଉ ୬୨୮ ନୂଆ ଆକ୍ରାନ୍ତ, କରୋନା ନେଲା ଆଉ ୪ ଜୀବନ
ରାଜ୍ଯରେ ଖସୁଛି ସଂକ୍ରମଣ ଓ କମୁଛି ମୃତ୍ଯୁ ହାର: ଆଜି ଚିହ୍ନଟ ହେଲେ ଆଉ ୪୫୭ନୂଆ ଆକ୍ରାନ୍ତ, କରୋନା ନେଲା ଆଉ ୬ ଜୀବନ
ରାଜ୍ଯରେ ଖସୁଛି ସଂକ୍ରମଣ ଓ ମୃତ୍ଯୁ ହାର: ଆଜି ଚିହ୍ନଟ ହେଲେ ଆଉ ୪୨୮ ନୂଆ ଆକ୍ରାନ୍ତ, କରୋନା ନେଲା ଆଉ ୪ ଜୀବନ
ରାଜ୍ଯରେ ଚିହ୍ନଟ ହେଲେ ଆଉ ୭୪୫ ନୂଆ କରୋନା ଆକ୍ରାନ୍ତ, ୦-୧୮ ବର୍ଷ ବୟସ ୧୧୯ ପଜିଟିଭ୍
ରାଜ୍ଯରେ ଚିହ୍ନଟ ହେଲେ ଆଉ ୮୦୫ନୂଆ କରୋନା ଆକ୍ରାନ୍ତ, ୦-୧୮ ବର୍ଷ ବୟସ ୧୩୧ପଜିଟିଭ୍