ପୁଲିସ ଇନ୍ସପେକ୍ଟରଙ୍କ ବିରୋଧରେ ଲଭ- ସେକ୍ସ-ଧୋକା ଅଭିଯୋଗ

ଭୁବନେଶ୍ବର: ପୁଲିସ ଇନ୍ସପେକ୍ଟରଙ୍କ ବିରୋଧରେ ଲଭ, ସେକ୍ସ, ଧୋକା ଅଭିଯୋଗ। ମହଙ୍ଗା ପଡିଲା ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗ। ସବ ଇନ୍ସପେକ୍ଟରଙ୍କ ଅଭିଯୋଗ ପରେ ଗିରଫ ହେଲେ ଇନ୍ସପେକ୍ଟର। ଦୁଷ୍କର୍ମ ମାମଲାରେ ଗିରଫ ହେଲେ ଆଇଆଇସି। ବିବାହର ପ୍ରତିଶ୍ରୁତି ଦେଇ କରିଥିଲେ ଦୁଷ୍କର୍ମ। ୮ ବର୍ଷ ରିଲେସନରେ ରହିବା ପରେ ଆସିଛି ସାଙ୍ଘାତିକ ଅଭିଯୋଗ। ନିକଟରେ ସବ-ଇନ୍ସପେକ୍ଟରରୁ ଇନ୍ସପେକ୍ଟରକୁ ପଦୋନ୍ନତି ପାଇଛନ୍ତି ଅଭିଯୁକ୍ତ ଜଣଙ୍କ।

About The Author: Deviprasad Mohanty