ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Category

ସ୍ଵାସ୍ଥ୍ୟ

କର୍କଟ ରୋଗ ଆଶଙ୍କାକୁ ହ୍ରାସ କରେ ଆଖୁରସ

ଆଖୁରସରୁ ସୋଡିୟମ୍‌, କ୍ୟାଲସିୟମ୍‌, ଲୌହସାର ଆଦି ପୋଷକତତ୍ତ୍ବ ମିଳିଥାଏ। ଆଖୁରସ କର୍କଟ ରୋଗ ଆଶଙ୍କାକୁ ହ୍ରାସ କରିବା ସହ ଯକୃତ୍‌ ସମସ୍ୟା, ପାଚନସମ୍ବନ୍ଧୀୟ ସମସ୍ୟାକୁ କମ୍‌ କରି ଅସ୍ଥିକୁ ମଜଭୁତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରେ। ତେଣୁ ପ୍ରତିଦିନ ଏକ ଗ୍ଲାସ ଆଖୁରସ ପିଇବା ଫଳପ୍ରଦ।…

କାହିଁକି ହୁଏ ‘ମଙ୍କି ଫିଭର’, କ’ଣ ଏହାର…

ଜୀବଜନ୍ତୁଙ୍କ ସଂସ୍ପର୍ଶରେ ସିଧାସଳଖ ଆସିବା ଦ୍ବାରା କିଛି ଭୂତାଣୁ ମନୁଷ୍ୟ ଶରୀରରେ ବ୍ୟାପି ରୋଗ ସୃଷ୍ଟି କରିଥାନ୍ତି। କେତେକ ଭୂତାଣୁ ମୃତ୍ୟୁର କାରଣ ପାଲଟିଥାନ୍ତି। ଏହି କ୍ରମରେ ଏମିତି ଏକ ରୋଗ ହେଉଛି ମଙ୍କି ଫିଭର। ମହାମାରୀ କରୋନାର ଭୟାବହତା ପରେ ଏବେ କର୍ଣ୍ଣାଟକର ମଙ୍କି ଫିଭର ଲୋକଙ୍କ…

ମନଇଚ୍ଛା ଆଇସିୟୁ ଆଡମିଶନ୍‌‌ ଉପରେ ଲାଗିବ…

ଭୁବନେଶ୍ୱର : ଏଣିକି ମନଇଚ୍ଛା ଆଇସିୟୁରେ ଆଡମିଶନ୍‌‌ ଉପରେ ଅଙ୍କୁଶ ଲାଗିବ। କେବଳ ଅତି ଗୁରୁତର ରୋଗୀଙ୍କୁ ଆଇସିୟୁରେ ଆଡମିଶନ୍‌‌ କରାଯାଇ ପାରିବ। ସେହିପରି ଆଇସିୟୁରେ ଚିକିତ୍ସାଧୀନ ରୋଗୀଙ୍କୁ ଡିସ୍‌ଚାର୍ଜ କରିବା ସମୟରେ ମଧ୍ୟ ଧାର୍ଯ୍ୟ ନିୟମର ପାଳନ କରିବା ଜରୁରୀ ହେବ। ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ…

ଜାଣନ୍ତୁ ଓମିକ୍ରନ୍‌ ସବ୍‌ ଭାରିଆଣ୍ଟ…

ମହାମାରୀ କରୋନାର ପ୍ରକୋପ କିଛିଦିନ ହେବ କମି ଯାଇଥିଲା। ଏବେ ଏହାର ଉପ ପ୍ରଜାତି ଲୋକଙ୍କ ମନରେ ଭୟ ସଂଚାର କରିଛି। ଏହି ନୂତନ ପ୍ରଜାତିକୁ ଚିକିତ୍ସା ବିଜ୍ଞାନ ଭାଷାରେ ଜେଏନ୍‌.୧ ଉପ ପ୍ରଜାତି କୁହାଯାଉଛି । ଜେଏନ୍‌.୧ ଗତବର୍ଷ ଦେଖାଯାଇଥିବା ଓମିକ୍ରନ୍‌ ଭୂତାଣୁର ସବ୍‌ ଭେରିଆଣ୍ଟ ବା ଉପ ପ୍ରଜାତି।…

ନୂଆବର୍ଷରୁ ନୂଆ ସଂକଳ୍ପ: ସୁସ୍ଥ ଓ ନୀରୋଗ…

ବ୍ୟସ୍ତବହୁଳ ଜୀବନଶୈଳୀ ଆଉ ଖାଦ୍ୟରେ ଅନିୟମିତତା କାରଣରୁ ସମ୍ପ୍ରତି ଲୋକେ ନାନା ରୋଗର ଶିକାର ହେଉଛନ୍ତି। ତେଣୁ ୨୦୨୪ ରୁ କିପରି ସୁସ୍ଥ ଓ ନୀରୋଗ ରହିପାରିବେ, ସେନେଇ ସକାରାତ୍ମକ ଯୋଜନା ପ୍ରସ୍ତୁତ କରନ୍ତୁ। ରକ୍ତ ସଞ୍ଚାଳନରେ ବାଧା, ମେଦବହୁଳତା ଏପରିକି ରକ୍ତରେ ଶର୍କରା ପରିମାଣ ଦୀର୍ଘଦିନ ଧରି…

ଚା’ ପିଇବାବେଳେ ଏହିସବୁ ଦିଗପ୍ରତି…

ଅଧିକାଂଶ ଲୋକଙ୍କ ଦିନର ଆରମ୍ଭ କପେ ଚା’ରୁ ହୋଇଥାଏ। ଏଭଳି ମଧ୍ୟ କିଛି ଚା’ପ୍ରେମୀ ରହିଛନ୍ତି, ଯେଉଁମାନେ ପ୍ରତି ଦୁଇ ଘଣ୍ଟାରେ ଚା’ ପିଇଥାଆନ୍ତି। ଅନେକ ଚା’ ସହ ବିସ୍କୁଟ୍‌‌ କିମ୍ବା ତେଲଭାଜି ଜିନିଷ ଖାଇବାକୁ ପସନ୍ଦ କରିଥାଆନ୍ତି। ତେବେ ଚା’ ପିଇବା ସମୟରେ ଆପଣଙ୍କୁ କିଛି କଥା ପ୍ରତି ଧ୍ୟାନଦେବାକୁ…

ଫଳ ସହିତ କ’ଣ ଖାଇବେନି

ସୁସ୍ଥ ରହିବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ନିୟମିତ ଫଳ ଖାଇବାକୁ ପରାମର୍ଶ ଦେଇଥାନ୍ତି। ତେବେ ଫଳ ସହିତ କେତେକ ଜିନିଷ ଖାଇବା ଦ୍ବାରା ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ତେବେ ଆସନ୍ତୁ ଜାଣିବା, ଫଳ ସହିତ କ’ଣ ଖାଇବା ଅନୁଚିତ… ଫଳ ସହିତ ଅଧିକ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ(ଅଣ୍ଡା, ମାଂସ ଆଦି)…

ମହାମାରୀଠାରୁ ବଡ଼ ବିପଦ…

ଜେନେଭା: ଔଷଧ ମଧ୍ୟ ଅଭିଶାପ ପାଲଟିପାରେ। ଏହା ଜୀବନ ଦେବା ବଦଳରେ ଜୀବନ ନେଇପାରେ। ରୋଗ ଭଲ କରିବା ପରିବର୍ତ୍ତେ ସବୁଦିନ ପାଇଁ ରୋଗଗ୍ରସ୍ତ କରିଦେଇପାରେ। ସାଧାରଣତଃ ଥଣ୍ଡା,କାଶ, ଜ୍ବର ଏବଂ ଆଲର୍ଜି ଆଦିହେଲେ ଲୋକେ ସଙ୍ଗେ ସଙ୍ଗେ ଆଣ୍ଟିବାୟୋଟିକ୍ସ ଖାଇ ଦିଅନ୍ତି। ଅନେକ ଲୋକ ମଧ୍ୟ ଏହାକୁ ଦୀର୍ଘ ଦିନ…

କାହିଁକି ହୁଏ ଆପେଣ୍ଡିସାଇଟିସ୍‌?…

ପେଟ ଟାଣିହେବା ଓ ପେଟ ଦରଜକୁ ସମସ୍ତେ ଏକ ସାଧାରଣ ସମସ୍ୟା ବୋଲି ଭାବିଥା’ନ୍ତି। କିନ୍ତୁ ଏହାକୁ ଅବହେଳା ନ କରି ଡାକ୍ତରଙ୍କ ସହ ପରାମର୍ଶ କରି ସ୍ବାସ୍ଥ୍ୟ ପରୀକ୍ଷା କରାଇ ନେବା ଉଚିତ। କାରଣ ପେଟ ଟାଣିହେବା ବା ପେଟରେ ଅସହ୍ୟ ଯନ୍ତ୍ରଣା ହେବାର କାରଣ ଆପେଣ୍ଡିସାଇଟିସ୍‌ ମଧ୍ୟ ହୋଇପାରେ। ୧୦ରୁ ୩୦ ବର୍ଷର…

ଆଇଏଲ୍‌‌ଏସ୍‌‌ର ବିରଳ କୀର୍ତ୍ତିମାନ,…

ଭୁବନେଶ୍ୱର: ପ୍ରାଣଘାତୀ ରୋଗର ପ୍ରତିକାର ନେଇ ବଡ଼ ସଫଳତା ପାଇଛି ଭୁବନେଶ୍ୱରସ୍ଥିତ ଜୀବ ବିଜ୍ଞାନ ଅନୁଷ୍ଠାନ (ଆଇଏଲ୍‌‌ଏସ୍‌‌)। ଯକ୍ଷ୍ମା, ଭାଇରାଲ ଇନଫେକ୍ସନ୍‌‌, ବାର୍ଦ୍ଧକ୍ୟ ଜନିତ ବ୍ୟାଧି ପରି ଦୁରାରୋଗ୍ୟ ରୋଗର ଉପଶମ କରିପାରୁଥିବା ଏକ ନୂଆ ପ୍ରୋଟିନକୁ ଆଇଏଲ୍‌‌ଏସ୍ର ବୈଜ୍ଞାନିକମାନେ ବିକଶିତ…