Sudarsan Pattnaik - The Sakala

ସୋସିଆଲ ମିଡିଆରେ ଭକ୍ତିମୟ ପରିବେଶ: ଜୟ ଜଗନ୍ନାଥ ଓ ଗୋବିନ୍ଦା ଧ୍ୱନିରେ କମ୍ପୁଛି ଡିଜିଟାଲ ପ୍ଲାଟଫର୍ମ
ବର୍ତ୍ତମାନର ଡିଜିଟାଲ ଯୁଗରେ ସୋସିଆଲ ମିଡିଆ କେବଳ ସୂଚନା ଆଦାନପ୍ରଦାନର ମାଧ୍ୟମ ହୋଇ ରହିନାହିଁ, ବରଂ ଏହା ଏକ ବଡ଼ ଭକ୍ତିମୟ ପ୍ଲାଟଫର୍ମରେ ପରିଣତ ହୋଇଛି। ବିଗତ କିଛି ଘଣ୍ଟା ମଧ୍ୟରେ ଏକ୍ସ (ପୂର୍ବରୁ ଟ୍ୱିଟର) ଭଳି ବିଭିନ୍ନ ସୋସିଆଲ ମିଡିଆ ସାଇଟରେ ପ୍ରଭୁ ଜଗନ୍ନାଥ ଏବଂ ଭଗବାନ ଗୋବିନ୍ଦାଙ୍କ ଭକ୍ତିମୟ ପୋଷ୍ଟଗୁଡ଼ିକର ବନ୍ୟା ଛୁଟିଛି। ଶ୍ରଦ୍ଧାଳୁମାନେ ଜୟ ଜଗନ୍ନାଥ ଏବଂ ଗୋବିନ୍ଦା ଗୋବିନ୍ଦା ଧ୍ୱନି ସହ ବିଭିନ୍ନ ଦୈବୀ ପ୍ରତିମା ଓ ମନ୍ଦିରର ଫଟୋ ସେୟାର କରି ନିଜର ଭକ୍ତି ପ୍ରକଟ କରୁଥିବା ଦେଖିବାକୁ ମିଳିଛି।

ସୁଦର୍ଶନ ପଟ୍ଟନାୟକଙ୍କ ଭକ୍ତିପୂର୍ଣ୍ଣ ସନ୍ଦେଶ

ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ଏହି ଭକ୍ତିମୟ ଧାରାରେ ସାମିଲ ହୋଇଛନ୍ତି। ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏକ ସୁନ୍ଦର ଫଟୋ ସେୟାର କରିବା ସହ ଜୟ ଜଗନ୍ନାଥ ବୋଲି ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କର ଏହି ପୋଷ୍ଟକୁ ହଜାର ହଜାର ଲୋକ ପସନ୍ଦ କରିବା ସହ ସେୟାର ମଧ୍ୟ କରୁଛନ୍ତି। ଏହା ସୋସିଆଲ ମିଡିଆରେ ଏକ ସକାରାତ୍ମକ ଏବଂ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବାରେ ସହାୟକ ହୋଇଛି।

Jai Jagannath 🙏 pic.twitter.com/6kskj5SxIL

— Sudarsan Pattnaik (@sudarsansand) February 28, 2026

ଡିଜିଟାଲ ମାଧ୍ୟମରେ ଦିବ୍ୟ ଦର୍ଶନ

ଅନେକ ଉପଭୋକ୍ତା ନିଜ ପୋଷ୍ଟରେ ଏହାକୁ ଦିବ୍ୟ ଦର୍ଶନ ବୋଲି ଅଭିହିତ କରୁଛନ୍ତି। ମନ୍ଦିର ପରିସରର ଦୃଶ୍ୟ ଏବଂ ପ୍ରଭୁଙ୍କ ମନୋରମ ବେଶର ଫଟୋଗୁଡ଼ିକ ଶ୍ରଦ୍ଧାଳୁଙ୍କୁ ଭକ୍ତିଭାବରେ ବିଭୋର କରୁଛି। ଲୋକେ ଘରେ ବସି ସୋସିଆଲ ମିଡିଆ ମାଧ୍ୟମରେ ଭଗବାନଙ୍କ ଆଶୀର୍ବାଦ ଲୋଡୁଛନ୍ତି। ବିଶେଷ କରି ଜଗନ୍ନାଥ ଏବଂ ଗୋବିନ୍ଦାଙ୍କ ମଧ୍ୟରେ ଥିବା ଆଧ୍ୟାତ୍ମିକ ସମ୍ପର୍କକୁ ନେଇ ଭକ୍ତମାନଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି। ଏହି ଭକ୍ତିମୟ ପୋଷ୍ଟଗୁଡ଼ିକ କେବଳ ଓଡ଼ିଶା ନୁହେଁ, ବରଂ ସାରା ବିଶ୍ୱର ଶ୍ରଦ୍ଧାଳୁଙ୍କୁ ଏକ ସୂତ୍ରରେ ବାନ୍ଧି ରଖିଛି।

ବାଲୁକା କଳାରେ ହିନ୍ଦୁ ନବ ବର୍ଷର ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ
ପୁରୀ: ଆଜି ହିନ୍ଦୁ ନବ ବର୍ଷ ତଥା ରାଷ୍ଟ୍ରୀୟ ନବ ବର୍ଷ। ଏହି ଅବସରରେ ପୁରୀ ବେଳାଭୂମିରେ ବାଲୁକା ଚିତ୍ର କଳା ମାଧ୍ୟମରେ ଦେଶବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟ । ପୁରୀ ନିଳାଦ୍ରୀ ବେଳାଭୂମିରେ ବାଲୁକା ଚିତ୍ର କଳାରେ ପ୍ରଭୁ ଶ୍ରୀରାମଙ୍କ ବାଲୁକା କଳାକୃତି ପ୍ରସ୍ତୁତ କରିଛନ୍ତି ଆନ୍ତର୍ଜାତିକ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ବାଲୁକା ଚିତ୍ର କଳାରେ ପ୍ରଭୁ ଶ୍ରୀରାମଙ୍କ ପ୍ରତିକୃତି ପ୍ରସ୍ତୁତ କରିବା ସହ ପଦ୍ମ ଓ ବିଭିନ୍ନ ରଙ୍ଗ ବେରଙ୍ ର ଗେଣ୍ଡୁ ଫୁଲରେ ଅତି ଆକର୍ଷଣୀୟ ଭାବେ ସୁସଜ୍ଜିତ କରାଯାଇଛିବେଳାଭୂମିରେ ସୁଦର୍ଶନ ପଟ୍ଟନାୟକଙ୍କ ଏହି ସୁନ୍ଦର ବାଲୁକା କଳା ଦେଖିବା ଲାଗି ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ପ୍ରତିବର୍ଷ ଚୈତ୍ରଶୁକ୍ଳ ପ୍ରତିପଦାରେ ହିନ୍ଦୁ ନବ ବର୍ଷ ତଥା ରାଷ୍ଟ୍ରୀୟ ନବ ବର୍ଷକୁ ପାଳନ କରାଯାଇଥାଏ ।

On the occasion of #HinduNewYear, beginning today from the first day of Chaitra month of the Hindu calendar.
My SandArt with message Swagatam #RashtriyaNavVarsh at Puri beach. #JaiShriRam 🙏 pic.twitter.com/tbJvlEgDck

— Sudarsan Pattnaik (@sudarsansand) April 9, 2024

ବାଲୁକା କଳାରେ ଇସ୍ରୋକୁ ଶୁଭକାମନା ଜଣାଇଲେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ
ପୁରୀ: ଭାରତର ମହତ୍ତ୍ବାକାଂକ୍ଷୀ ଚନ୍ଦ୍ର ଅଭିଯାନ ଉପରେ ସାରା ବିଶ୍ବର ନଜର ରହିଛି। ଆଜି ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ଚନ୍ଦ୍ରଯାନ-୩ । ଏଥିପାଇଁ ବାଲୁକା କଳାରେ ଇସ୍ରୋକୁ ଶୁଭକାମନା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।

ALL THE BEST 🇮🇳 #Chandrayan3
My students created a sand art on #Chandrayaan 3 with the message "Jai Ho @isro , at Puri beach in Odisha. pic.twitter.com/SDbL8kpbEt

— Sudarsan Pattnaik (@sudarsansand) August 22, 2023

ଚନ୍ଦ୍ରଯାନ ୩କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଶିଳ୍ପୀ । ପୁରୀ ନିଳାଦ୍ରୀ ବେଳାଭୂମିରେ ପ୍ରାୟ ୧୦ଟନ୍ ବାଲିରେ ୧୫ ଫୁଟ୍ ଲମ୍ବ ଓ ୧୦ ଫୁଟ ଉଚ୍ଚତାର ଆକର୍ଷଣୀୟ ବାଲୁକାକୃତି ସେ ନିର୍ମାଣ କରିଛନ୍ତି । ଏଥିରେ ଚନ୍ଦ୍ରାୟନ-୩ କକ୍ଷ ପଥ ଅତିକ୍ରମ କରି କିଭଳି ଚନ୍ଦ୍ରରେ ଅବତରଣ କରିବ ତାହାର ନିଖୁଣ ଭାବେ ପ୍ରଦର୍ଶିତ କରାଯାଇଛି।

ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବାଲୁକା କଳା ପ୍ରଦର୍ଶନ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ
ପୁରୀ: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା ପ୍ରଦର୍ଶନ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ବେଳାଭୂମିରେ ଏକ ସୁନ୍ଦର ଚିତ୍ର କରିବା ସହ ବାଲୁକାରେ ସୂର୍ଯ୍ୟ ନମସ୍କାରର ବିଭିନ୍ନ ମୁଦ୍ରାକୁ ସେ ନିଖୁଣ ଭାବେ ଦେଖାଇଛନ୍ତି । କରୋନା ମହାମାରୀ ସମୟରେ ଶରୀର ସୁସ୍ଥ ରହିବା ନିହାତି ଜରୁରୀ । ଏଣୁ ସମସ୍ତେ ଯୋଗ କରିବା ସହ ଅନ୍ୟ ମାନଙ୍କୁ ଉତ୍ସାହିତ କରିବାକୁ ସୁଦର୍ଶନ ନିବେଦନ କରିଛନ୍ତି ।

ବାଲୁକାକଳା ମାଧ୍ୟମରେ କଙ୍ଗନାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ
ପୁରୀ: ଆଜି ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଜନ୍ମଦିନ । କଙ୍ଗନା ଆଜି ନିଜର ୩୪ ତମ ଜନ୍ମଦିନ ପାଳନ କରୁଛନ୍ତି । ଏଥିପାଇଁ ତାଙ୍କ ନିକଟକୁ ଶୁଭେଚ୍ଛାର ଶୁଅ ଛୁଟିଛି।  ଏହି ଅବସରରେ  ପୁରୀ ସମୁଦ୍ରକୂଳରେ ଏକ ସୁନ୍ଦର ବାଲୁକା କଳା ତିଆରି କରି କଙ୍ଗନାକୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।  ଆଉ ନିଜ ଟ୍ୱିଟର ପେଜରେ ଫଟୋ ପୋଷ୍ଟ କରି ବଲିଉଡ ଅଭିନେତ୍ରୀ କଙ୍ଗନାଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି ।

Many Thanks 🥰 https://t.co/5fZwW4TddT

— Kangana Ranaut (@KanganaTeam) March 23, 2021

ସୁଦର୍ଶନ ପଟ୍ଟନାୟକ ଟ୍ବିଟରେ ଲେଖିଛନ୍ତି ଯେ, ହାପି ବାର୍ଥ ଡେ ବଲିଉଡ କ୍ୱିନ। ଭଗବାନ ଜଗନ୍ନାଥଙ୍କ କୃପା ସର୍ବଦା ଆପଣଙ୍କ ଉପରେ ରହୁ । ଏହାସହ ଶ୍ରେଷ୍ଠ ଅଭିନେତ୍ରୀର ରାଷ୍ଟ୍ରୀୟ ପୁରସ୍କାର ଜିତିଥିବା ଯୋଗୁଁ ମଧ୍ୟ ସେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅନ୍ଯପକ୍ଷରେ କଙ୍ଗନା ସୁଦର୍ଶନଙ୍କ ପୋଷ୍ଟକୁ ରିଟ୍ବିଟ୍ କରି ତାଙ୍କୁ ଅଶେଷ ଧନ୍ୟବାଦ ଦେଇଛନ୍ତି ।