Bilaspur - The Sakala

Viral Video: ସୁନାମି ଭଳି ମାଟି ଫାଡ଼ି ବାହାରିଲା ପାଣି; ସିସିଟିଭିରେ କଏଦ ହେଲା ଭୟଙ୍କର ଦୃଶ୍ୟ
ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିଲେ ଆପଣଙ୍କୁ ନିଉଟନଙ୍କ ତୃତୀୟ ନିୟମ (କ୍ରିୟା ଓ ପ୍ରତିକ୍ରିୟା) ମନେ ପଡିଯିବ। ଛତିଶଗଡ଼ର ବିଳାସପୁରରୁ ଏହି ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ମାଟି ତଳୁ ହଠାତ୍ ସୁନାମି ଭଳି ପାଣି ବାହାରିବାର ଦୃଶ୍ୟ ସମସ୍ତଙ୍କୁ ଚକିତ କରିଦେଇଛି। ଘଟଣାଟି ଜାନୁଆରୀ ୨୯ ତାରିଖ ରାତି ପ୍ରାୟ ୮ଟା ୨୫ ମିନିଟ୍ ସମୟରେ ଘଟିଥିବା କୁହାଯାଉଛି।

ସୂଚନା ଅନୁଯାୟୀ, ଏକ ଖାଲି ପ୍ଲଟରେ ଭାରୀ ମେସିନ୍ ସାହାଯ୍ୟରେ ବୋରିଂ କାମ ଚାଲିଥିଲା। ବୋରିଂ ପାଇଁ ବଡ଼ ଓ ଶକ୍ତିଶାଳୀ ମେସିନ୍ ବ୍ୟବହାର କରାଯାଉଥିବାରୁ ମାଟି ତଳେ ପ୍ରବଳ ଚାପ ସୃଷ୍ଟି ହୋଇଥିଲା। ଏହି ଚାପ ପାଖରେ ଥିବା ଏକ ଘର ପାଇଁ ବିପଦ ପାଲଟିଥିଲା। କୁହାଯାଉଛି ଯେ, ପଡ଼ୋଶୀଙ୍କ ଘରେ ପୂର୍ବରୁ ଲାଗିଥିବା ବୋରିଂ ପାଇପ୍ ଏହି ‘ହାଇ ପ୍ରେସର’ (High Pressure) ସହ୍ୟ କରିପାରିଲାନାହିଁ ଏବଂ ହଠାତ୍ ଫାଟି ଯାଇଥିଲା।

ସିସିଟିଭିରେ କଏଦ ହେଲା ଭୟଙ୍କର ଦୃଶ୍ୟ

छत्तीसगढ़ | बिलासपुर में एक प्लॉट में हैवी मशीन से बोरिंग करने का काम हो रहा था। हाईप्रेशर बनने से पड़ोसी के मकान का बोरिंग पाइप फट गया। एकदम जमीन फट गई और पानी की धार फूट पड़ी। pic.twitter.com/ClVFNwoGh2

— Sachin Gupta (@SachinGuptaUP) January 31, 2026

ଏହି ଘଟଣାର ଦୃଶ୍ୟ ପାଖରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଭିଡିଓରେ ଦେଖାଯାଉଛି ଯେ, ପ୍ରଥମେ ଗେଟ୍ ଭିତରୁ ଧୀରେ ଧୀରେ ପାଣି ବାହାରୁଛି। କିନ୍ତୁ କିଛି ସେକେଣ୍ଡ ମଧ୍ୟରେ ପରିସ୍ଥିତି ସମ୍ପୂର୍ଣ୍ଣ ବଦଳିଯାଉଛି। ହଠାତ୍ ଜମିରେ ଫାଟ ସୃଷ୍ଟି ହୋଇ ପାଣିର ଏକ ଶକ୍ତିଶାଳୀ ଧାର ଉପରକୁ ଉଠୁଛି। ଦୃଶ୍ୟଟି ଏପରି ଥିଲା ଯେମିତି ପାଣି ନିଜେ ମାଟି ଚିରି ରାସ୍ତା ବନାଇ ବାହାରକୁ ଆସୁଛି। ସେଠାରେ ଉପସ୍ଥିତ ଜଣେ ବ୍ୟକ୍ତି ଭୟରେ ଦୌଡ଼ି ପଳାଉଥିବା ମଧ୍ୟ ଦେଖିବାକୁ ମିଳିଛି।

ଏହି ଘଟଣା ପରେ ବୋରିଂ କାମ ସମୟରେ ସୁରକ୍ଷା ନିୟମ ପାଳନ ଉପରେ ପ୍ରଶ୍ନ ଉଠିଛି। ବିଶେଷଜ୍ଞଙ୍କ ମତରେ, ବୋରିଂ କରିବା ପୂର୍ବରୁ ଆଖପାଖ ଅଞ୍ଚଳର ସର୍ଭେ କରିବା ନିହାତି ଜରୁରୀ। ଯଦି ପାଖରେ ପୁରୁଣା ବୋରିଂ, ପାଣି ପାଇପଲାଇନ୍ କିମ୍ବା ଦୁର୍ବଳ ମାଟି ଥାଏ, ତେବେ ସତର୍କତା ଅବଲମ୍ବନ କରାଯିବା ଉଚିତ୍। ଏହି ଭିଡିଓ ଏବେ ଇଣ୍ଟରନେଟରେ ଚର୍ଚ୍ଚାର ବିଷୟ ପାଲଟିଛି।

Bilaspur Train Accident: ମାଲ୍‌ବାହୀ ଟ୍ରେନ୍‌କୁ ଧକ୍କା ଦେଲା ପାସେଞ୍ଜର ଟ୍ରେନ୍, ୬ ମୃତ....
ଛତିଶଗଡ: ଛତିଶଗଡ଼ର ବିଳାସପୁରରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା। ମାଲବାହୀ ଟ୍ରେନ୍ ଉପରେ ଚଢ଼ିଯାଇଛି ଯାତ୍ରାବାହୀ ଟ୍ରେନ୍। ଦୁର୍ଘଟଣା ପରେ ଅନେକ ବଗି ଲାଇନଚ୍ୟୁତ ହୋଇ ଯାଇଛି। ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ପ୍ରଥାମିକ ସୂଚନାରୁ ଜଣାପଡ଼ିଛି। l ତେବେ ମୃତ୍ଯୁ ସଂଖ୍ୟା ଆଗକୁ ବଢିପାରେ ବୋଲି କୁହାଯାଉଛି।

ସୂଚନା ଅନୁଯାୟୀ, ଛତିଶଗଡ଼ର ବିଳାସପୁର ଜିଲ୍ଲାର ଲାଲଖାଦନ ନିକଟରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଛି। ହାଓଡ଼ା ରୁଟରେ ଯାତ୍ରା କରୁଥିବା ଏକ ଯାତ୍ରୀବାହୀ ଟ୍ରେନ୍ ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଅନେକ ଟ୍ରେନ୍ କୋଚ୍ ଲାଇନଚ୍ୟୁତ ହୋଇ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ରେଳ ପ୍ରଶାସନ ତୁରନ୍ତ ଉଦ୍ଧାରକାରୀ ଦଳ ଓ ଡାକ୍ତରୀ ୟୁନିଟ୍ ଘଟଣାସ୍ଥଳକୁ ପଠାଇଥିଲା। ସ୍ଥାନୀୟ ପ୍ରଶାସନ ମଧ୍ୟ ସହାୟତା ପାଇଁ ପହଞ୍ଚିଥିଲା। ଦୁର୍ଘଟଣା ସମଗ୍ର ରୁଟରେ ଟ୍ରେନ୍ ଚଳାଚଳକୁ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ କରିଥିଲା। ଅନେକ ଟ୍ରେନ୍ ବାତିଲ କିମ୍ବା ସ୍ଥାନାନ୍ତରିତ କରାଯାଇଥିଲା। ଯାତ୍ରୀମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉଛି। ଓଭରହେଡ୍ ତାର ଓ ସିଗନାଲ ସିଷ୍ଟମ କ୍ଷତିଗ୍ରସ୍ତ ହୋଇଛି, ଯାହା ପୁନରୁଦ୍ଧାର ପାଇଁ ସମୟ ଲାଗିପାରେ। ଏହି ଦୁର୍ଘଟଣା ବିଳାସପୁର-କଟନି ସେକ୍ସନରେ ଘଟିଛି, ଯାହା ଏକ ବ୍ୟସ୍ତବହୁଳ ରେଳ ରୁଟ୍। ରେଳବାଇ ତଦନ୍ତ ଆରମ୍ଭ କରିଛି। ଅପଡେଟ୍ ପାଇଁ ଯାତ୍ରୀମାନଙ୍କୁ ହେଲ୍ପଲାଇନ୍ ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ ଜାରି ରହିଛି।

ଗୋଟିଏ ଟ୍ରାକରେ ଦୁଇ ଟ୍ରେନ, ଟଳିଲା ଆଉ ଏକ ବଡଧରଣର ରେଳ ଦୁର୍ଘଟଣା
ଛତିଶଗଡ଼: ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ୍। ଟଳିଲା ଆଉ ଏକ ବଡ ଧରଣର ରେଳ ଦୁର୍ଘଟଣା । ଗୋଟିଏ ଟ୍ରାକରେ ମାଲଗାଡ଼ି ଓ ମେମୁ ଟ୍ରେନ । ତେବେ ଦୁହେଁ ପରସ୍ପର ସହ ଧକ୍କା ହେବାରୁ ଅଳ୍ପକେ ବର୍ତ୍ତି ଯାଇଛି । ବିଳାସପୁରରୁ ଏକ ପାସେଞ୍ଜର ମେମୁ ଟ୍ରେନ ଜୟରାମ ନଗରରୁ ଆସୁଥିବାବେଳେ ସାମ୍ନା ଟ୍ରାକରେ ଆରପଟୁ ଏକ ମାଲବାହୀ ଟ୍ରେନ ଆସିଥିଲା । ତେବେ ଦୁଇଟିଯାକ ଟ୍ରେନ ଆସୁଥିବାବେଳେ ଉଭୟ ଅଟକିଯାଇଛନ୍ତି । ଏନେଇ ରେଳବାଇ ପକ୍ଷରୁ ସ୍ପଷ୍ଟକରଣ ରଖାଯାଇଛି । ଘଟଣାରେ କେହି ବି ମୃତାହତ ହୋଇନଥିବା ରେଳବାଇ ପ୍ରଶାସନ ପକ୍ଷରୁ କୁହାଯାଉଛି ।

ମାଲବାହି ଟ୍ରେନ୍‌ଟି ଅପରାହ୍ନ ସାଢ଼େ ୫ଟାରୁ ୬ଟା ମଧ୍ୟରେ ହୋମ୍‌ ସିଗ୍‌ନାଲ ଥିବା ଟ୍ରାକ୍‌ରେ ଠିଆ ହୋଇବା ବେଳେ ଏହି ସମୟରେ ଅନ୍ୟପଟୁ ଅଟୋ ସିଗ୍‌ନାଲ ପାଇ ପାସେଞ୍ଜର ଟ୍ରେନ୍‌ଟି ଆସି ଅଟକିଥିଲା।

ପରକ୍ରିୟା ପ୍ରିତି ସନ୍ଦେହରେ ସ୍ତ୍ରୀକୁ ଟିକ୍‌ଟିକ୍‌ କରି ପାଣି ଟାଙ୍କିରେ ରଖିଥିଲା ସ୍ବାମୀ
ବିଳାସପୁର: ଛତିଶଗଡ ବିଳାସପୁରରେ ଜଘନ୍ୟ ହତ୍ୟାକାଣ୍ଡ। ସ୍ତ୍ରୀକୁ ହାଣି ଟିକ୍‌ଟିକ୍‌ କରିଦେଲା ସ୍ବାମୀ। ବିଳାସପୁରର ପଓ୍ବନ ଠାକୁର ନାମକ ଜଣେ ବ୍ୟକ୍ତି ସ୍ତ୍ରୀ ସତୀ ସାହୁଙ୍କୁ  ହାଣି ଖଣ୍ଡଖଣ୍ଡ ପାଣି ଟାଙ୍କିରେ ରଖିଥିଲେ। ମୃତଦେହକୁ ପ୍ରାୟ ୨ ମାସ ପର୍ଯ୍ୟନ୍ତ ପାଣି ଟାଙ୍କିରେ ଲୁଚାଇ ରଖାଯାଇଥିବା ପୋଲିସ ସନ୍ଦେହ କରୁଛି। ତେବେ ଦୀର୍ଘ ୨ ମାସ ପରେ ପାଣି ଟାଙ୍କିରୁ ମୃତଦେହ ଠାବ କରିଛି ବିଳାସପୁର ପୋଲିସ। ସ୍ବାମୀ ପଓ୍ବନ ସ୍ତ୍ରୀଙ୍କର ପରକ୍ରିୟା ପ୍ରିତି ଥିବା ସନ୍ଦେହ କରି ହତ୍ୟା କରିଥିବା କୁହାଯାଉଛି। ପୋଲିସ ଓ ଫରେନସିକ ଏସ୍କ୍ସପର୍ଟ ଟିମ୍‌ ପହଞ୍ଚି ଘଟଣାର ଛାନବିନ କରୁଛି।

ସୂଚନା ଅନୁଯାୟୀ, ନକଲି ଟଙ୍କା କାରବାର ନେଇ ପୱନକୁ ଧରିଥିଲା ପୋଲିସ। ପରେ ଛାନଭିନ୍ ପାଇଁ ତା’ ଘରେ ପହଞ୍ଚିଥିଲା। କିନ୍ତୁ ସେଠାରେ ପହଞ୍ଚିବା ପରେ ଘର ଭିତରୁ ଆସୁଥିଲା ଦୁର୍ଗନ୍ଧ। ଦୁର୍ଗନ୍ଧ ଖୋଜି ଖୋଜି ପୋଲିସ ପାଣି ଟାଙ୍କି ପାଖରେ ପହଞ୍ଚିଥିଲା। ତା’ ପରର ଦୃଶ୍ୟ ଦେଖି ଚକିତ ହୋଇପଡିଥିଲା ପୋଲିସ। କାରଣ ପାଣି ଟାଙ୍କିରେ ଥିଲା ତା’ ପତ୍ନୀର ଖଣ୍ଡବିଖଣ୍ଡିତ ଶରୀର।