sonu sood - The Sakala

ଜେଲ୍‌ରେ ରାଜପାଲ ଯାଦବ: ୯ କୋଟିର ଋଣ ମାମଲାରେ ସଲମାନ, ଅଜୟଙ୍କ ସମେତ ସାହାଯ୍ୟ ପାଇଁ ଆଗେଇ ଆସିଲେ ଏହି ବଡ଼ ବଡ଼ କଳାକାର
ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ ହାସ୍ୟ ଅଭିନେତା ରାଜପାଲ ଯାଦବ ବର୍ତ୍ତମାନ ତିହାର ଜେଲରେ ଅଛନ୍ତି। ଦୀର୍ଘ ଦିନ ଧରି ଚାଲିଥିବା ୯ କୋଟି ଟଙ୍କାର ଚେକ୍ ବାଉନ୍ସ ମାମଲାରେ ଦିଲ୍ଲୀ ହାଇକୋର୍ଟ ତାଙ୍କ ଆବେଦନ ଖାରଜ କରିବା ପରେ ସେ ଫେବୃଆରୀ ୫ ତାରିଖରେ ଆତ୍ମସମର୍ପଣ କରିଥିଲେ। ତେବେ ତାଙ୍କର ଏହି କଠିନ ସମୟରେ ବଲିଉଡର ବହୁ ନାମୀଦାମୀ କଳାକାର ଓ ରାଜନେତା ସାହାଯ୍ୟର ହାତ ବଢାଇଛନ୍ତି। ସଲମାନ ଖାନ, ଅଜୟ ଦେବଗନ, ଡେଭିଡ ଧାୱନ ଏବଂ ସୋନୁ ସୁଦଙ୍କ ଭଳି ତାରକା ରାଜପାଲଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଆଗେଇ ଆସିଛନ୍ତି।

ସଙ୍କଟ ସମୟରେ ଛିଡ଼ା ହେଲେ ସଲମାନ ଓ ଅଜୟ

ରାଜପାଲ ଯାଦବଙ୍କ ମ୍ୟାନେଜର ଗୋଲ୍ଡିଙ୍କ ସୂଚନା ଅନୁଯାୟୀ, ଇଣ୍ଡଷ୍ଟ୍ରିର ଅନେକ ବଡ଼ ବ୍ୟକ୍ତିତ୍ୱ ରାଜପାଲଙ୍କ ସହ ଯୋଗାଯୋଗ କରିଛନ୍ତି। ସେ କହିଛନ୍ତି ଯେ ସଲମାନ ଖାନ, ଅଜୟ ଦେବଗନ ଏବଂ ନିର୍ଦ୍ଦେଶକ ଡେଭିଡ ଧାୱନ ଫୋନ୍ ମାଧ୍ୟମରେ କଥା ହୋଇ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ବରୁଣ ଧାୱନ ଏବଂ ରତନ ନୈନଙ୍କ ଭଳି ଅନେକ ବ୍ୟକ୍ତି ମଧ୍ୟ ଏହି ସମୟରେ ରାଜପାଲଙ୍କ ପାଖରେ ଛିଡ଼ା ହୋଇଛନ୍ତି, ଯାହା ପାଇଁ ଅଭିନେତା କୃତଜ୍ଞତା ଜ୍ଞାପନ କରିଛନ୍ତି।

ସୋନୁ ସୁଦଙ୍କ ମହାନତା

ସବୁବେଳେ ଲୋକଙ୍କ ସାହାଯ୍ୟ ପାଇଁ ଚର୍ଚ୍ଚାରେ ରହୁଥିବା ସୋନୁ ସୁଦ ପ୍ରଥମେ ରାଜପାଲଙ୍କ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ। ସେ କେବଳ ସାହାଯ୍ୟ କରିନାହାନ୍ତି ବରଂ ରାଜପାଲଙ୍କୁ ନିଜର ଆଗାମୀ ଚଳଚ୍ଚିତ୍ରରେ ଏକ ଭୂମିକା ଦେବା ସହ ସାଇନିଂ ଅର୍ଥ (Signing Amount) ମଧ୍ୟ ପ୍ରଦାନ କରିଛନ୍ତି। ସୋନୁ ସୁଦ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ଏହା କୌଣସି ଦାନ ନୁହେଁ ବରଂ ଜଣେ କଳାକାରର ସମ୍ମାନ। ଖରାପ ସମୟରେ ଇଣ୍ଡଷ୍ଟ୍ରି ଏକ ପରିବାର ଭଳି ଛିଡ଼ା ହେବା ଉଚିତ୍ ବୋଲି ସେ ମତ ଦେଇଛନ୍ତି।

Rajpal Yadav is a gifted actor who has given years of unforgettable work to our industry. Sometimes life turns unfair, not because of talent, but because timing can be brutal. He will be part of my film, and I believe this is the moment for all of us..producers, directors,…

— sonu sood (@SonuSood) February 10, 2026

କୋଟି କୋଟି ଟଙ୍କାର ସାହାଯ୍ୟ ଘୋଷଣା

କେବଳ ଅଭିନେତା ନୁହନ୍ତି, ଅନ୍ୟ କ୍ଷେତ୍ରରୁ ମଧ୍ୟ ସାହାଯ୍ୟ ମିଳିଛି। ସଙ୍ଗୀତ ପ୍ରଯୋଜକ ରାଓ ଇନ୍ଦ୍ରଜିତ ସିଂହ ଯାଦବ ରାଜପାଲଙ୍କୁ ୧.୧ କୋଟି ଟଙ୍କାର ସାହାଯ୍ୟ କରିବାକୁ ଘୋଷଣା କରିଛନ୍ତି। ସେହିପରି ରାଜନେତା ତେଜ ପ୍ରତାପ ଯାଦବ ତାଙ୍କ ପରିବାରକୁ ୧୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ପଞ୍ଜାବୀ ଗାୟକ ଗୁରୁ ରନ୍ଧାୱା ମଧ୍ୟ ନିଜର ଏକ ମ୍ୟୁଜିକ୍ ଭିଡିଓ ପାଇଁ ରାଜପାଲଙ୍କୁ ଅଗ୍ରୀମ ଅର୍ଥ ଦେବାକୁ ଘୋଷଣା କରିଛନ୍ତି। ଗାୟକ ମିକା ସିଂହ ମଧ୍ୟ ଲୋକଙ୍କୁ କେବଳ ସୋସିଆଲ ମିଡିଆରେ ପୋଷ୍ଟ ନକରି ବାସ୍ତବରେ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି।

କାହିଁକି ଜେଲ୍ ଗଲେ ରାଜପାଲ?

ସୂଚନାଯୋଗ୍ୟ ଯେ, ୨୦୧୦ ମସିହାରେ ରାଜପାଲ ଯାଦବ ନିଜର ନିର୍ଦ୍ଦେଶିତ ଫିଲ୍ମ 'ଅତା ପତା ଲାପତା' ପାଇଁ ୫ କୋଟି ଟଙ୍କାର ଋଣ ନେଇଥିଲେ। ଫିଲ୍ମଟି ଫ୍ଲପ୍ ହେବା ପରେ ସେ ଟଙ୍କା ଫେରସ୍ତ କରିପାରି ନଥିଲେ। ସୁଧ ଓ ଜୋରିমানা ମିଶି ଏହି ଅର୍ଥ ପ୍ରାୟ ୯ କୋଟିରେ ପହଞ୍ଚିଥିଲା। ଏହି ମାମଲାରେ କୋର୍ଟ ବାରମ୍ବାର ସୁଯୋଗ ଦେବା ସତ୍ତ୍ୱେ ଟଙ୍କା ପୈଠ ନହେବାରୁ ତାଙ୍କୁ ୬ ମାସ ଜେଲ୍ ଦଣ୍ଡାଦେଶ ହୋଇଛି।

ତିହାର ଜେଲରେ ରାଜପାଲ ଯାଦବ: ସାହାଯ୍ୟର ହାତ ବଢ଼ାଇଲେ ତେଜ୍ ପ୍ରତାପ, ସୋନୁ ସୁଦ ଓ ଗୁରମିତ୍
ବଲିଉଡର ଲୋକପ୍ରିୟ ହାସ୍ୟ ଅଭିନେତା ରାଜପାଲ ଯାଦବ ବର୍ତ୍ତମାନ ଦିଲ୍ଲୀର ତିହାର ଜେଲରେ ବନ୍ଦୀ ଅଛନ୍ତି। ଚେକ୍ ବାଉନ୍ସ ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସେ ଆତ୍ମସମର୍ପଣ କରିଛନ୍ତି। ତାଙ୍କର ଏଭଳି ଦୁର୍ଦ୍ଦିନ ସମୟରେ ରାଜନେତା ତେଜ୍ ପ୍ରତାପ ଯାଦବ, ଅଭିନେତା ସୋନୁ ସୁଦ ଏବଂ ଗୁରମିତ୍ ଚୌଧୁରୀ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି।

କାହିଁକି ଜେଲ୍ ଗଲେ ରାଜପାଲ?

ଖବର ଅନୁଯାୟୀ, ୨୦୧୦ ମସିହାରେ ରାଜପାଲ ଯାଦବ ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଚଳଚ୍ଚିତ୍ର 'ଅତା ପତା ଲାପତା' ପାଇଁ ୫ କୋଟି ଟଙ୍କାର ଋଣ ନେଇଥିଲେ। କିନ୍ତୁ ଫିଲ୍ମଟି ବକ୍ସ ଅଫିସରେ ବିଫଳ ହେବା ପରେ ସେ ଋଣ ପରିଶୋଧ କରିବାରେ ଅସମର୍ଥ ହୋଇଥିଲେ। ଏହି ମାମଲାରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୬ ମାସ ଜେଲ ଦଣ୍ଡ ଶୁଣାଇଥିଲେ। ସମୟ ସୀମା ବଢ଼ାଇବା ପାଇଁ ତାଙ୍କ ଆବେଦନକୁ କୋର୍ଟ ଖାରଜ କରିଦେବା ପରେ ସେ ତିହାର ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଜେଲ ଯିବା ପୂର୍ବରୁ ରାଜପାଲ ଭାବବିହ୍ୱଳ ହୋଇ କହିଥିଲେ ଯେ ତାଙ୍କ ପାଖରେ ଟଙ୍କା ନାହିଁ ଏବଂ ଇଣ୍ଡଷ୍ଟ୍ରିରେ କେହି ବନ୍ଧୁ ତାଙ୍କ ସାହାଯ୍ୟ ପାଇଁ ନାହାନ୍ତି।

୧୧ ଲକ୍ଷ ଟଙ୍କାର ସହାୟତା ଘୋଷଣା

ରାଜପାଲଙ୍କ ଏହି ଦୁଃଖଦ ପରିସ୍ଥିତି ଦେଖି ଜନଶକ୍ତି ଜନତା ଦଳ (JJD)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତେଜ୍ ପ୍ରତାପ ଯାଦବ ସାହାଯ୍ୟର ହାତ ବଢ଼ାଇଛନ୍ତି। ସେ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି ଯେ, ତାଙ୍କ ଦଳ ତରଫରୁ ରାଜପାଲଙ୍କ ପରିବାରକୁ ୧୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ। ସେ କହିଛନ୍ତି ଯେ ଏହି କଠିନ ସମୟରେ ସେ ରାଜପାଲଙ୍କ ପରିବାର ସହିତ ଅଛନ୍ତି।

ସୋନୁ ସୁଦ ଓ ଗୁରମିତ୍ ଚୌଧୁରୀଙ୍କ ସମର୍ଥନ

କେବଳ ତେଜ୍ ପ୍ରତାପ ନୁହେଁ, ବଲିଉଡର ଅନ୍ୟ କଳାକାରମାନେ ମଧ୍ୟ ରାଜପାଲଙ୍କ ସମର୍ଥନରେ ବାହାରିଛନ୍ତି। ଅଭିନେତା ସୋନୁ ସୁଦ ରାଜପାଲ ଯାଦବଙ୍କୁ ତାଙ୍କ ଆଗାମୀ ଚଳଚ୍ଚିତ୍ରରେ ଏକ ଭୂମିକା ଦେବାକୁ ଘୋଷଣା କରିଛନ୍ତି ଏବଂ ଇଣ୍ଡଷ୍ଟ୍ରିର ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି। ସେହିପରି ଟିଭି ତଥା ଫିଲ୍ମ ଅଭିନେତା ଗୁରମିତ୍ ଚୌଧୁରୀ ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରି ସମସ୍ତଙ୍କୁ ଏକାଠି ହୋଇ ରାଜପାଲଙ୍କୁ ସାହାଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି।

ଅସହାୟ କୁନିଝିଅର ସଫଳ ଅସ୍ତ୍ରୋପଚାର କରାଇଲେ ସୋନୁ ସୁଦ୍
ପାଟଣା: ପୁଣି ଥରେ ସେବା କାର୍ଯ୍ଯରେ ଚର୍ଚ୍ଚାକୁ ଆସିଛନ୍ତି ଏହି ଲୋକପ୍ରିୟ ବଲିଉଡ ଅଭିନେତା ସୋନୁ ସୁଦ। ସବୁବେଳେ ସେବା କରିବାକୁ ନେଇ ପ୍ରଶଂସାର ପାତ୍ର ସାଜିଥାନ୍ତି। ଅସହାୟଙ୍କୁ ସାହାଯ୍ୟ କରିବାକୁ ସବୁବେଳେ ଆଗେଇ ଆସିଥାନ୍ତି ସୋନୁ ସୁଦ। ଏବେ ପୁଣି ଏକ କୁନି ଝିଅକୁ ସାହାଯ୍ୟର ସାହାରା ସାଜିଛନ୍ତି ସୋନୁ। ସେ ବିହାରର ଏକ ଛୋଟ ଗାଁ ନବାଦାରେ ଚାରି ହାତ ଏବଂ ଚାରି ଗୋଡ଼ ସହ ଜନ୍ମିତ ଚନ୍ଦ୍ରମୁଖୀକୁ ସାହାଯ୍ୟର ହାତ ବଢାଇଛନ୍ତି । ତାର ଅସ୍ତ୍ରୋପଚାର କରାଇବା ସହ ସମସ୍ତ ପ୍ରକାର ଖର୍ଚ୍ଚ ବହନ କରିଛନ୍ତି ସୋନୁ। ସେ ଇଣ୍ଟରନେଟରେ କୁନି ଝିଅର ଭିଡିଓ ଦେଖି ତାଙ୍କ ଘରେ ପହଞ୍ଚିଥିଲେ । ଏହା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ସୁରଟର ଏକ ଡାକ୍ତରଖାନାରେ ସଫଳତାର ସହ ଚନ୍ଦ୍ରମୁଖୀର ଅସ୍ତ୍ରୋପଚାର କରାଯାଇଥିଲା । ଦୀର୍ଘ ୭ଘଣ୍ଟା ଧରି ହୋଇଥିଲା ଚନ୍ଦ୍ରମୁଖୀର ଅସ୍ତ୍ରୋପଚାର।

Chaumukhi ki kahaani❤️🙏 https://t.co/Oq5J473FtB pic.twitter.com/KgwQnnLxAn

— sonu sood (@SonuSood) June 12, 2022

ନିଜ ଇଣ୍ଟାଗ୍ରାମ୍ ଆକାଉଣ୍ଟ ଓ ଟ୍ବିଟରରେ ଚନ୍ଦ୍ରମୁଖୀର ଅସ୍ତ୍ରୋପଚାର ପୂର୍ବ ଓ ପରର ଫଟୋ ସେୟାର କରିଛନ୍ତି ଓ ଲେଖିଛନ୍ତି ଯେ, ମୋର ଓ ଚନ୍ଦ୍ରମୁଖୀର ଯାତ୍ରା ସଫଳ ରହିଲା। ବର୍ତ୍ତମାନ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଓ ଘରକୁ ଫେରିବାକୁ ପ୍ରସ୍ତୁତ।ଏହି ପୋଷ୍ଟ ପରେ ତାଙ୍କ ଫ୍ୟାନ୍ ଓ ଅନ୍ୟାନ୍ୟ କଳାକାରଙ୍କ ପ୍ରଶଂସାର ସୁଅ ଛୁଟିଛି।

ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସୋନୁ ସୁଦ୍‌, ମହନୀୟତା ପାଇଁ ପ୍ରଂଶସା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସୋନୁ ସୁଦ୍ । ମୁଖ୍ୟମନ୍ତ୍ରୀଙ୍କ ବାସ ଭବନ ନବୀନ ନିବାସକୁ ଯାଇ ସୋନୁ ସୁଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । କୋଭିଡ ସମୟରେ ପ୍ରବାସୀ ଓଡ଼ିଆଙ୍କୁ ଓଡ଼ିଶା ଫେରାଇ ଆଣିବାକୁ ସାହାଯ୍ୟ କରିଥିଲେ ସୋନୁ ସୁଦ୍ । ସୋନୁଙ୍କ ସହାୟତାରେ ଶତାଧିକ ଛାତ୍ର ଓ ଶ୍ରମିକ ଓଡ଼ିଶା ଫେରି ପାରିଥିଲେ । କୋଭିଡ ସମୟରେ ଅଭିନେତା ସୋନୁ ସୁଦଙ୍କ ସହାୟତା ଯୋଗୁ କେରଳରୁ ସ୍ୱତନ୍ତ୍ର ବିମାନ ଯୋଗେ କେନ୍ଦ୍ରାପଡ଼ାର ୧୬୭ ଯୁବତୀ ଓ ୨୨ ଜଣ ଯୁବକ ଘରକୁ ଫେରିଥିଲେ । ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋନୁ ସୁଦଙ୍କୁ ଧନ୍ୟବାଦ ଜଣାଇଥିଲେ । ସୋନୁଙ୍କ ଏପରି କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି ।

କୋଭିଡ ସମୟରେ ପ୍ରବାସୀଙ୍କ ଭଗବାନ ଥିଲେ ସୋନୁ ସୁଦ । ସୋନୁଙ୍କ ସହାୟତାରେ ହଜାର ହଜାର ଛାତ୍ର ବିଦେଶରୁ ଫେରି ପାରିଥିଲେ । ଓଡିଶା ସମେତ ଏକାଧିକ ରାଜ୍ୟର ଛାତ୍ର ଓ ଶ୍ରମିକଙ୍କୁ ସ୍ୱରାଜ୍ୟ ଫେରାଇ ଆଣିବାରେ ସୋନୁ ସାଜିଥିଲେ କର୍ଣ୍ଣଧାର । ଅନେକ ଅସହାୟ ଲୋକଙ୍କୁ ଖାଦ୍ୟ ଦେବା ଠାରୁ ଆରମ୍ଭ କରି ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି ସୋନୁ ସୁଦ । ଯେଉଁଥିପାଇଁ ତାଙ୍କୁ ପ୍ରବାସୀଙ୍କ ଭଗବାନ ବୋଲି ବିବେଚନା କରାଯାଏ । ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଖୁସି ବ୍ୟକ୍ତ କରିଛନ୍ତି ଅଭିନେତା ସୋନୁ ସୁଦ ।

କଂଗ୍ରେସରେ ମିଶିବେ ସୋନୁ ସୁଦ୍‌!
ଚଣ୍ଡିଗଡ : କରୋନା କାଳରେ ଲୋକଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ଥିବା ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ କଂଗ୍ରେସରେ ସାମିଲ ହୋଇପାରନ୍ତି। ପଞ୍ଜାବ ରାଜନୀତିରେ ଏହି ଖବର ଅଚାନକ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନଭଜୋତ ସିଂହ ସିଦ୍ଧୁ ଖୁବଶୀଗ୍ର ସୋନୁ ସୁଦ୍‌ଙ୍କୁ ଭେଟିବା ପାଇଁ ମୋଗାରେ ପହଞ୍ଚିବେ ବୋଲି କୁହାଯାଉଛି। ସିଦ୍ଧୁଙ୍କ ଆସିବା ଖବର ମିଳିବା ପରେ ମୋଗା ସ୍ଥିତ ସୋନୁଙ୍କ ଘର ଚଳଚଞ୍ଚଳ ହୋଇ ଉଠିଛି। ବଡ଼ ବଡ଼ ପ୍ରଶାସନିକ ଏବଂ ପୁଲିସ ଅଧିକାରୀ ସେଠାରେ ପହଞ୍ଚିଛନ୍ତି। ଏହା ସହିତ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି। ଏହା ପୂର୍ବରୁ ସୋନୁ ଶୁକ୍ରବାର ଚଣ୍ଡିଗଡରେ ମୁଖ୍ୟମନ୍ତ୍ରୀ ଚରଣଜିତ ଚନ୍ନିଙ୍କୁ ଭେଟିଥିଲେ। ତାଙ୍କ ସହ ପଞ୍ଜାବ ପ୍ରଭାରୀ ହରିଶ ଚୌଧୁରୀ ମଧ୍ୟ ଉପସ୍ଥିତ ଥିଲେ।

ସେଠାରେ କ’ଣ ଆଲୋଚନା ହୋଇଥିଲା ତାହା ଜଣାପଡିନାହିଁ। ବୈଠକରେ  କ’ଣ ଚର୍ଚ୍ଚା ହୋଇଥିଲା ତାହାକୁ କଂଗ୍ରେସ ଗୁପ୍ତ ରଖିଛି। ଏ ବିଷୟରେ ରବିବାର ସାମ୍ବାଦିକ ସମ୍ମିଳନୀ କରି ସୋନୁ ନିଜ ସ୍ଥିତି ସ୍ପଷ୍ଟ କରିପାରନ୍ତି। ଏହା ପୂର୍ବରୁ ସେ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହୋଇଥିଲା। ସୂଚନା ଅନୁଯାୟୀ ସୋନୁ ନିଜେ ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି କି ପରିବାର ସଦସ୍ୟଙ୍କୁ ପାଇଁ ଟିକେଟ ଆଶା କରୁଛନ୍ତି ତାହା କଂଗ୍ରେସ ଜାଣିବାକୁ ଚାହୁଁଛି। ସୋନୁ ମୋଗାରେ ରହୁଛନ୍ତି। ସେ ତୃଣମୂଳସ୍ତରର ରାଜନୀତିରେ ଖୁବ୍‌ ସକ୍ରିୟ ଅଛନ୍ତି। ସେ କିଛି ଦିନ ତଳେ ପଞ୍ଜାବ ରାଜନୀତିରେ ଚର୍ଚ୍ଚାରେ ଆସିଥିଲେ। ସେ ଏକ ଭିଡିଓ ଜାରି କରି କହିଥିଲେ ଯେ ନେତାମାନେ ନିର୍ବାଚନୀ ଇସ୍ତାହାରକୁ ନେଇ ଲୋକଙ୍କ ସହ ଚୁକ୍ତି କରିବା ଉଚିତ। ପୁଣି ଜିତିବା ପରେ ଶପଥ ନେବା ସମୟରେ ଇସ୍ତଫା ରଖିବା ଆବଶ୍ୟକ। ଯଦି ଧାର୍ଯ୍ୟ ସମୟ ମଧ୍ୟରେ ପ୍ରତିଶ୍ରୁତି ପୂରଣ କରି ନପାରନ୍ତି ତେବେ ଇସ୍ତଫା ଦେଇଦେବା ଉଚିତ୍‌।

ଆପ୍ ରେ ଯୋଗଦେଇପାରନ୍ତି ସୋନୁ ସୁଦ୍ !
ମୁମ୍ବାଇ: ଆମ ଆଦମୀ ପାର୍ଟି (ଆପ୍) ରେ ଯୋଗଦେଇପାରନ୍ତି ବଲିଉଡ ଅଭିନେତା ସୋନୁ ସୁଦ୍। ରିପୋର୍ଟ ଅନୁଯାୟୀ, ସୋନୁ ଖୁବ୍ ଶୀଘ୍ର ପାର୍ଟିରେ ଯୋଗ ଦେବେ । ଏ ନେଇ ଦଳର କିଛି ନେତାଙ୍କ ସହ ଆଲୋଚନା କରିଥିବା ଜଣାଯାଇଛି। ଅଗଷ୍ଟରେ ଦିଲ୍ଲୀ ସରକାର ସୋନୁଙ୍କୁ ‘ଦେଶ୍ କେ ମେଣ୍ଟର’ ଅଭିଯାନର ବ୍ରାଣ୍ଡ ଆମ୍ବାସାଡ଼ର କରିଥିଲା। ତେବେ ସୂଚନା ଅନୁଯାୟୀ, ସୋନୁ ସୁଦ୍ ଆପ୍‌ର ସଦସ୍ୟ ହୋଇପାରନ୍ତି ବୋଲି କୁହାଯାଉଛି। ଦିଲ୍ଲୀର ଏକ କାର୍ଯ୍ୟାଳୟରେ ସେମାନଙ୍କ ସଦସ୍ୟତା ସମ୍ପର୍କରେ ଆପ୍ କାର୍ଯ୍ୟାଳୟରେ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ତେବେ ଏଥିରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଗୁଜୁରାଟର ନାମୀ ବ୍ୟବସାୟୀମାନେ ମଧ୍ୟ ଏହି ବୈଠକରେ ସାମିଲ ହୋଇଥିଲେ। ୨୦୨୨ ରେ ଗୁଜୁରାଟ ବିଧାନସଭା ନିର୍ବାଚନରେ ପ୍ରବେଶ କରିବାକୁ ଆପ୍ ପ୍ରସ୍ତୁତ ହେଉଛି।

ତେବେ, ଦିଲ୍ଲୀର ମୁଖ୍ୟ କାର୍ଯ୍ୟାଳୟରେ ମଧ୍ୟ ସୋନୁଙ୍କ ସହ ଦଳୀୟ ନେତାଙ୍କ ବୈଠକ ସମ୍ପର୍କରେ ଅବଗତ ଥିଲା। ଏହା ବ୍ୟତୀତ ସେ କିଛି ସମୟ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଥିଲେ। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ଦୁଇଟି ରାଜନୈତିକ ଦଳ ରାଜ୍ୟ ସଭା ସଦସ୍ୟତା ପାଇଁ ତାଙ୍କୁ ପ୍ରସ୍ତାବ ଦେଇଛନ୍ତି, ଯାହାକୁ ସେ ଅଗ୍ରାହ୍ୟ କରି ଦେଇଛନ୍ତି । କିଛି ଦିନ ପୂର୍ବରୁ ସୋନୁଙ୍କ ଘରେ ଆୟକର ବିଭାଗ ଚଢ଼ାଉ କରିଥିଲା। ଅଗଷ୍ଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଥିଲେ ଯେ, ସୋନୁ ଦିଲ୍ଲୀ ସରକାରଙ୍କ ପଦକ୍ଷେପ ‘ଦେଶ କେ ମେଣ୍ଟର’ର ବ୍ରାଣ୍ଡ ଆମ୍ବାସାଡର ହେବେ। ସୋନୁ ଏବଂ କେଜ୍ରିୱାଲଙ୍କ ମଧ୍ୟରେ ଏହାର ଗୋଟିଏ ଦିନ ପୂର୍ବରୁ ସାକ୍ଷାତ ଆଲୋଚନା ହୋଇଥିଲା। ଏକ ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲ ସୋନୁଙ୍କର ଅନେକ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ଏଠାରେ ସୂଚନାଯୋଗ୍ୟ, ଲକ୍‌ଡାଉନ୍ ସମୟରେ ଫସି ରହିଥିବା ଅନେକ ପ୍ରବାସୀ ଶ୍ରମିକ ଓ ଛାତ୍ରଙ୍କୁ ଘରକୁ ନେବା ପାଇଁ ସୋନୁ ସମସ୍ତ ବ୍ୟବସ୍ଥା କରିଥିଲେ।

ଅଭିନେତା ସୋନୁ ସୁଦଙ୍କ ନାଁରେ ନକଲି ସଙ୍ଗଠନ ଦ୍ୱାରା ଆଦାୟ ହେଉଛି ଚାନ୍ଦା, ସତର୍କ ରହିବାକୁ ପରାମର୍ଶ ଦେଲେ ସୋନୁ
ମୁମ୍ବଇ: କରୋନା ମହାମାରୀ ସମୟରେ ଅଭିନେତା ସୋନୁ ସୁଦଙ୍କ ନାଁ କୁ ଅପବ୍ୟବହାକ କରାଯାଉଥିବା ଖବର ସାମ୍ନାକୁ ଆସିଛି।  ତାଙ୍କ ନାଁକୁ ବ୍ୟବହାର କରି ନକଲି ସଙ୍ଗଠନ ଦ୍ୱାରା ଚାନ୍ଦା ଆଦାୟ କରାଯାଉଛି। ଏନେଇ ସୋନୁ ନିଜେ ଟ୍ବିଟ କରି ସୂଚନା ଦେବା ସହ ଲୋକଙ୍କୁ ସତର୍କ କରାଇଛନ୍ତି।

🛑 WARNING 🛑 pic.twitter.com/ADnycHK0f2

— sonu sood (@SonuSood) May 17, 2021

ଅଭିନେତା ସୋନୁ ଟ୍ବିଟ କରି କହିଛନ୍ତି ଯେ, ଏକ ସଙ୍ଗଠନ ତାଙ୍କ ନାଁରେ ଚାନ୍ଦା ମାଗୁଛି, ଯାହା ସହ ତାଙ୍କର କୌଣସି ସମ୍ପର୍କ ନାହିଁ। ଟ୍ୱିଟରରେ ସେ ଉକ୍ତ ନକଲି ସଙ୍ଗଠନ ସୋନୁ ସୁଦ୍ ଫାଉଣ୍ଡେସନର ଏକ ପୋଷ୍ଟର ଶେୟାର କରିଛନ୍ତି।  ସତର୍କ ରୁହନ୍ତୁ ଏବଂ ନିକଟସ୍ଥ ଥାନାରେ ଏନେଇ ଅଭିଯୋଗ କରନ୍ତୁ ବୋଲି ସୋନୁ କହିଛନ୍ତି। ଅଭିନେତା ପୋଷ୍ଟର ଓ ଫାଉଣ୍ଡେସନ ଉପରେ ନକଲି ବୋଲି ଛାପା ମଧ୍ୟ ମାରିଛନ୍ତି।

ପୁଣି ଥରେ ମହାନତାର ପରିଚୟ ଦେଲେ ସୋନୁ ସୁଦ୍, ଅନଲାଇନ୍ କ୍ଲାସରୁ ବଞ୍ଚିତ ଥିବା ୩୦୦ ଛାତ୍ରୀଙ୍କୁ ଯୋଗାଇଦେବେ ସ୍ମାର୍ଟଫୋନ୍‌
ନୂଆଦିଲ୍ଲୀ: କରୋନା ମହାମାରୀ  ସମୟରେ ବଲିଉଡ ଅଭିନେତା ସୋନୁ ସୁଦ ପ୍ରବାସୀ ଶ୍ରମିକ ତଥା ଅସହାୟ ଲୋକଙ୍କୁ ଯେଉଁଭଳି ଭାବେ ସାହାଯ୍ୟ କରିଥିଲେ ତାହା କେହି ଭୁଲି ପାରିବେ ନାହିଁ। ପୁଣି ଥରେ ମହାନତାର ପରିଚୟ ଦେଇଛନ୍ତି ସୋନୁ ସୁଦ। ୩୦୦ ଛାତ୍ରୀଙ୍କୁ ଅନଲାଇଲ କ୍ଲାସ ପାଇଁ ମୋବାଇଲ ଫୋନ ଯୋଗାଇଦବେ ସୋନୁ। ଏ ନେଇ ସେ ଟ୍ବିଟ କରି ଜଣାଇଛନ୍ତି।

କରୋନା ଦ୍ୱାରା ହୋଇଥିବା ଲକ୍‌ଡାଉନ୍‌ ଯୋଗୁଁ ସ୍କୁଲ ପିଲାମାନଙ୍କର ଶିକ୍ଷା ପ୍ରଭାବିତ ହେଉଛି। ଅଧିକାଂଶ ବିଦ୍ୟାଳୟ ଅନଲାଇନ୍ କ୍ଲାସେସ୍‌ ମାଧ୍ୟମରେ ପିଲାମାନଙ୍କ ପାଠପଢା ଜାରି ରଖିଛନ୍ତି। ଗୋଟିଏ ପଟେ ଧନୀ ପରିବାରର ପିଲାମାନେ ଅନଲାଇନ୍ କ୍ଲାସ୍‌ର ସୁବିଧା ପାଉଥିବାବେଳେ ଅନ୍ୟ ପଟେ ଅନେକ ପରିବାର ଅଛନ୍ତି ଯେଉଁମାନଙ୍କ ପାଖରେ ସ୍ମାର୍ଟ ଫୋନ୍ ନାହିଁ। ଏହି କାରଣରୁ, ଏହି ପିଲାମାନଙ୍କ ପାଇଁ କ୍ଲାସ୍ କରିବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି।

ଏହି ସମସ୍ୟା ହେତୁ ଉତ୍ତରପ୍ରଦେଶର ଏକ ସ୍ବେଚ୍ଛାସେବୀ ସଂଗଠନ ‘ବାତ୍ସଲ୍ୟ’ ୩୦୦ ଛାତ୍ରୀଙ୍କ ଭବିଷ୍ୟତ ଆପଣଙ୍କ ହାତରେ ବୋଲି ସୋନୁ ସୁଦଙ୍କୁ ଟ୍ବିଟ୍ କରି ଲେଖିଛନ୍ତି। ପୁରା ଲକଡାଉନରେ ମୋବାଇଲ୍ ଫୋନ୍ ଅଭାବ ହେତୁ ଏହି ଝିଅମାନେ ଅଧ୍ୟୟନ କରିପାରିଲେ ନାହିଁ। ଆପଣଙ୍କ ସାହାଯ୍ୟରେ, ୟୁପିର ଏହି ଗାଁରେ ୩୦୦ ପରିବାରର ଭବିଷ୍ୟତ ବଦଳିପାରେ। ଦୟାକରି ସାହାଯ୍ୟ କରନ୍ତୁ  ବୋଲି ସ୍ବେଚ୍ଛାସେବୀ ସଂଗଠନ ‘ବାତ୍ସଲ୍ୟ’ ପକ୍ଷରୁ ଏକ ଟ୍ବିଟ କରାଯାଇଥିଲା।

300 परिवारों की इन बच्चियों की ऑनलाइन क्लास अब से कभी मिस नहीं होगी।

इनके मोबाइल फोन इस सप्ताह पहुंच जायेंगे। @SoodFoundation https://t.co/Wcmrw9IpUZ

— sonu sood (@SonuSood) March 23, 2021

ଏହି ପୋଷ୍ଟ ପଢିବା ପରେ ସୋନୁ ସୁଦ ଲେଖିଛନ୍ତି ଯେ, ୩୦୦ ପରିବାରର ଏହି ଝିଅମାନଙ୍କର ଅନଲାଇନ୍ କ୍ଲାସ ବର୍ତ୍ତମାନଠାରୁ ଆଉ ବଞ୍ଚିତ ହେବ ନାହିଁ। ଏହି ସପ୍ତାହରେ ସେମାନଙ୍କ ପାଖରେ ମୋବାଇଲ୍ ପହଞ୍ଚିବ।