subranapur - The Sakala
ସର୍ପ ଦଂଶନରେ ସାପ ଧରାଳିଙ୍କ ମୃତ୍ୟୁ
ସୁବର୍ଣ୍ଣପୁର: ମହଙ୍ଗା ପଡିଲା ସାପ ସହ ଖେଳ। ସର୍ପ ଦଂଶନରେ ସାପ ଧରାଳିଙ୍କ ମୃତ୍ୟୁ । ଉକ୍ତ ସାପ ଧରାଳି ବୀରମହାରାଜପୁର ଥାନା ଅନ୍ତର୍ଗତ ଚମ୍ପାମାଳ ଗାଁରୁ ଜଣଙ୍କ ଘରୁ ସାପଟିକୁ ଧରିଥଲେ। ଏହା ପରେ ସେ କୌଣସି କାମରେ ସାପଟିକୁ ଧରି ଥାନାକୁ ଆସିଥିଲେ। ଥାନା ପରିସରରେ ସାପ ଦେଖାଉଥିବା ବେଳେ ସାପ ଧରାଳିଙ୍କୁ ଚୋଟ ମାରିଥିଲା। ଏହାପରେ ତାଙ୍କୁ ତୁରନ୍ତ ମେଡିକାଲା ନେବା ସତ୍ତ୍ବେ ଚିକିତ୍ସାଧୀନ ଅବସ୍ଥାରେ ସାପ ଧରାଳିଙ୍କ ମୃତ୍ୟୁ ଘଟିଛି।
ବୋରୱେଲରୁ ଉଦ୍ଧାର ହୋଇଥିବା ବୃଦ୍ଧାଙ୍କ ମୃତ୍ୟୁ
ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା କଇଁଫୁଲ ବୋରଓ୍ବେଲରୁ ଉଦ୍ଧାର ହୋଇଥିବା ବୃଦ୍ଧାଙ୍କର ମୃତ୍ୟୁ ଘଟିଛି । ଉଦ୍ଧାର ପରେ ବୃଦ୍ଧାଙ୍କୁ ସୋନପୁର ହସ୍ପିଟାଲ ନିଆଯାଇଥିଲା । ସେଠାକେ ବୃଦ୍ଧାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର। ମେଡିକାଲ ହଞ୍ଚିବାର ଅନେକ ପୂର୍ବରୁ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ଡାକ୍ତର କହିଛନ୍ତି। ଏ ନେଇ ସୋନପୁର ମେଡିକାଲ ଡାକ୍ତର ସୋମି ପୁରୋହିତ ସୂଚନା ଦେଇଛନ୍ତି। ମୃତ୍ୟୁ ଘଟିଥିବା ବୃଦ୍ଧାଙ୍କ ନାଁ ଦୁଃଖୀ ନେଗୀ ହୋଇଥିବା ବେଳେ ତାଙ୍କ ନିଜ ଗାଁ  ଖଲିଆପାଲି ପଞ୍ଚାୟତର ଗୋବିନ୍ଦପୁର ।
ଖବର ଅନୁଯାୟୀ, ସୁବର୍ଣ୍ଣପୁରର କଇଁଫୁଲ ଗାଁରେ ଏକ ବୋରେୱେଲରେ ଜଣେ ବୃଦ୍ଧା ପଡ଼ି ଯାଇଥିଲେ । ପ୍ରାୟ ୨୦ ଫୁଟରେ ତଳେ ଗାତରେ ପଡ଼ି ଯାଇଥିଲେ ବୃଦ୍ଧା । ଅଗ୍ନିଶମ ବାହିନୀର ଦୀର୍ଘ ସମୟର ଅକ୍ଲାନ୍ତ ପରିଶ୍ରମ ପରେ ଗାତରୁ ବୃଦ୍ଧାଙ୍କୁ ଉଦ୍ଧାର କରାଯାଇଥିଲା। ସମାନ୍ତରାଳ ଭାବେ ଆଉ ଏକ ଗାତ ଖୋଳି ଉଦ୍ଧାର କରାଯଇଥିଲା। ନିଜ ଝିଅ ଘରକୁ ଆସିଥିବା ବେଳେ ଏହି ଅଘଟଣ ଘଟିଥିଲା ।
ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ଗାତ ଭିତରୁ ବୃଦ୍ଧାଙ୍କୁ ବାହାର କରିବାକୁ ଉଦ୍ୟମ କରିଥିଲା । ଗାତ ଭିତରକୁ ଅକ୍ସିଜେନ ପଠା ଯାଇଥିଲା । ମହିଳାଙ୍କୁ ଉଦ୍ଧାର କରିବାକୁ ସମାନ୍ତରାଳ ଭାବେ ଏକ ଗାତ ଖୋଳା ଯାଇଥିଲା । କିନ୍ତୁ ଗାତରେ ପଡ଼ିବାର କିଛି ସମୟରେ ମଧ୍ୟରେ ବୃଦ୍ଧା ଜଣକ କୌଣସି ପ୍ରତିକ୍ରିୟା ଦେଇ ନଥିଲେ । ଏଣୁ ଏନେଇ ଆଶଙ୍କା ପ୍ରକାଶ ପାଇଥିଲା । ଉଦ୍ଧାର ପରେ ବୃଦ୍ଧାଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନିଆଯାଇଥିଲା । ସେଠାକେ ଡାକ୍ତର ବୃଦ୍ଧାଙ୍କୁ ମୃତ ଘୋଷଣା କରିଛନ୍ତି।
ସୋନପୁର: ସେ ଯେତେ କ୍ଳାନ୍ତରେ ଥାଆନ୍ତୁ କି ଯେତେ ରାତି ହୋଇଥାଉ ସାପ ବାହାରିଛି ବୋଲି  ଫୋନ୍ କଲଟିଏ ପାଇଲେ ତତକ୍ଷଣାତ୍ ସେହି ସ୍ଥାନକୁ ପହଞ୍ଚି ସାପ ଧରିଥାନ୍ତି । ଶତାଧିକ ସାପ ଧରି ଚର୍ଚ୍ଚାରେ ପୁଲିସ୍ କନଷ୍ଟେବଲ ପ୍ରମୋଦ ଦାସିଆ। ସେ ନିଜ ଡ୍ୟୁଟି ସାରି କ୍ଳାନ୍ତ ହୋଇ ଘରକୁ ଫେରିଥିବା ସମୟରେ ସାପ ବାହାରିଛି ବୋଲି ଖବର ପାଇଗଲେ ନିଜ ସରଞ୍ଜାମ ଧରି ପହଞ୍ଚି ଯାଆନ୍ତି। ଯେତେ ରାତି ହୋଇଥାଉ ସାପ ବାହାରିଥିବା ଘରେ ପହଞ୍ଚି ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡନ୍ତି। ଏକ ସେବା ଭାବରେ ନେଇ ପ୍ରମୋଦ ସାପ ଧରିବା ଜାରି ରଖିଛନ୍ତି ।
ସାପକୁ ଦେଖିଲେ ସାଧାରଣ ଲୋକ ଭୟଭୀତ ହୋଇ ମାରି ଦିଅନ୍ତି। ବର୍ଷା ଦିନରେ ବିଷଧର ସାପ ଗୁଡିକ ଘର ଭିତରକୁ ଚାଲି ଆସିଥାନ୍ତି। ବେଳେବେଳେ ସାପ କାମୁଡାରେ ମଧ୍ୟ ଲୋକେ ମୃତ୍ୟୁ ମୁଖରେ ପଡୁଥିବା ନଜିର ରହିଛି। ଲୋକଙ୍କ ଜୀବନ ରକ୍ଷା ସହ ସାପକୁ ବଞ୍ଚାଇବା ପାଇଁ ପଣ କରିଛନ୍ତି ପ୍ରମୋଦ। ପ୍ରମୋଦ ସାପ ଧରିବା ପ୍ରଶିକ୍ଷଣ ନେଇ ସାପ ଧରି ସାଧାରଣ ଜୀବନ ରକ୍ଷା କରିବା ସହିତ ସାପକୁ ନ ମାରି ଜଙ୍ଗଲରେ ଛାଡି ଏହି ପ୍ରଜାତିର ରକ୍ଷା କରୁଛନ୍ତି। ପ୍ରମୋଦଙ୍କ ମହତ କାମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।
ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ରାମପୁରର ବାସିନ୍ଦା ହେଉଛନ୍ତି ପ୍ରମୋଦ କୁମାର ଦାସିଆ। ସେ ସୋନପୁର ପୁଲିସରେ କନଷ୍ଟେବଳ ଭାବେ କାର୍ଯ୍ୟ କରୁଛନ୍ତି। ଜିଲ୍ଲା ତଥା ପଡୋଶୀ ଜିଲ୍ଲା ବୌଦ୍ଧର ମନମୁଣ୍ଡା ଅଞ୍ଚଳରେ ଯେଉଁଠି ବି ସାପ କାହା ଘରକୁ ପଶିଥିବାର ଖବରେ ପାଆନ୍ତି ପ୍ରମୋଦ ତୁରନ୍ତ  ବାହାରି ପଡନ୍ତି ସାପ ଧରିବାକୁ ।ବୃତ୍ତିରେ ପୁଲିସ୍ ଚାକିରି ହୋଇଥିବା ବେଳେ ସାପ ଧରିବା ପେଶା ଜାରି ରଖିଛନ୍ତି ପ୍ରମୋଦ । ପ୍ରମୋଦଙ୍କ କହିବା ଅନୁସାରେ ଆମ ଅଞ୍ଚଳରେ ଯେତେ ସବୁ ବି ସାପ ବାହାରୁଛନ୍ତି ଗୋଟେ ଦୁଇଟି ପ୍ରଜାତିର ସାପ ବିଷଧର ହୋଇଥିବା ବେଳେ ଅନ୍ୟ ସବୁ ପ୍ରଜାତିର ସାପ ବିଷଧର ନୁହନ୍ତି  ସାପ ମାନେ ବିଶେଷତଃ ବର୍ଷା ଦିନେ ବେଙ୍ଗ, ମୂଷା ଖାଇବା ପାଇଁ ଘରମୁହାଁ ହୋଇଥାନ୍ତି। ତେଣୁ ସାପ ବାହାରିଲେ ଭୟଭୀତ ନ ହୋଇ ସ୍ନେକ ହେଲ୍ପ ଲାଇନକୁ ଖବର ଦେବା କିମ୍ବା ତାଙ୍କୁ ଫୋନ କରିବା ପାଇଁ  କହିଛନ୍ତି ପ୍ରମୋଦ।
ପ୍ରମୋଦ କୁମାର ଦାସିଆ ବିଗତ ୩୦ ବର୍ଷ ହେଲା ସାପ ଧରିବା ପ୍ରଶିକ୍ଷଣ ନେଇ ସାପ ଧରି ଆସୁଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ସମେତ ବୌଦ୍ଧ ଜିଲ୍ଲା ତଥା ବରଗଡ, ସମ୍ବଲପୁର, ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶହ ଶହ ସାପ ଧରି ସାରିଛନ୍ତି। ସାପ ଧରିବା ପାଇଁ ଚମଡା ଗ୍ଲୋବ୍ସ ସହ ସ୍ନେକ କ୍ୟାଚର ବାଡି ତଥା ଅନ୍ୟାନ୍ୟ ଉପକରଣ ରଖିଥିବା ବେଳେ ସାପ ଧରିବା ସମୟରେ ସେ ଖୁବ୍ ସତର୍କତା ଅବଲମ୍ବ ନକରିଥାନ୍ତି। ସାଧାରଣତଃ ପୁଲିସ୍ କର୍ମଚାରୀଙ୍କ ଉପରେ ସାଧାରଣ ଲୋକଙ୍କ ଅଲଗା ଧାରଣା ଥିବା ବେଳେ ପ୍ରମୋଦ ଦାସିଆ ଜନହିତକର କାମରେ ଲାଗି ଥିବାରୁ ସହରବାସୀଙ୍କ ଅତି ନିଜର ହୋଇ ଯାଇଛନ୍ତି। ତେବେ ପ୍ରମୋଦଙ୍କ ଏଭଳି କାମକୁ ସାଧାରଣ ଲୋକ ପ୍ରଶଂସା କରିବା ସହିତ ସାପ ବାହାରିଲେ ସାପକୁ ନମାରି ପ୍ରମୋଦ କୁମାର ଦାସିଆଙ୍କୁ ଫୋନ କରିବାକୁ ଅନୁରୋଧ କରିଛନ୍ତି ପକ୍ଷୀ ପ୍ରେମୀ ଶ୍ୟାମାଓଁ ପ୍ରସାଦ ମିଶ୍ର।ବିନା ସ୍ବାର୍ଥରେ ଲୋକଙ୍କ ସେବା ହିସାବରେ ସାପ ଧରିବା କାମ ଜାରି ରଖିଥିବାରୁ ସହକର୍ମୀ ତଥା ଜିଲ୍ଲା ରକ୍ତଦାତା ସଂଘର ସଭାପତି ମନୋଜ ପଣ୍ଡା ମଧ୍ୟ ଖୁବ୍ ପ୍ରଶଂସା କରିଛନ୍ତି। ପ୍ରମୋଦ କେବେ ନିଜ ବୃତ୍ତିରେ ମଧ୍ୟ ଅବହେଳା କରନ୍ତି ନାହିଁ ବୋଲି ମନୋଜ କହିଛନ୍ତି। ତେବେ ପ୍ରମୋଦଙ୍କ ଉଦ୍ୟମ ନିଶ୍ଚିତ ଭାବେ ପ୍ରଶଂସନୀୟ।
ଟ୍ରାକ୍ଟରକୁ ଧକ୍କା ଦେଲା ମିନିଟ୍ରକ, ୧୦ ଗୁରୁତର
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଚେରୁପାଳି ଛକ ନିକଟରେ ସଡକ ଦୁର୍ଘଟଣା ଘଟିଛି। ଟ୍ରାକଟରକୁ ଏକ ମିନିଟ୍ରକ ପଛପଟୁ ଧକ୍କା ଦେଇଛି। ଫଳରେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଡୁଙ୍ଗୁରିପାଲି ମେଡିକାଲରେ ଭର୍ତ୍ତି କରାଯାଇଛି।
ଆଦର୍ଶ ଥାନାରେ ପ୍ରେମୀ ଯୁଗଳଙ୍କ ବିବାହ: ଉଭୟ ପରିବାରଙ୍କୁ ଡାକି ପୁଲିସର ବୁଝାସୁଝା ପରେ ହେଲା ବିବାହ
ସୁବଳୟା: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଆଦର୍ଶ ଥାନା ପରିସରରେ ପ୍ରେମୀ ଯୁଗଳଙ୍କ ବିବାହ ସମ୍ପନ୍ନ ହୋଇଛି। ସୂଚନା ଅନୁଯାୟୀ, ବୀରମହାରାଜପୁର ଥାନା ଅନ୍ତର୍ଗତ ବହପଦର ପଞ୍ଚାୟତ ଗୌଡଗାଡ ଗ୍ରାମର ଯଦୁ ସାହୁଙ୍କ ବଡ଼ପୁଅ ସୁଶୀଳ (୨୮) ଓ ମୁର୍ଷୁଣ୍ଢୀ ଗ୍ରାମର ହିମାଂଶୁ ସାହୁଙ୍କ ଝିଅ ଲିପସା (୨୦)ଙ୍କ ମଧ୍ୟରେ ଦୀର୍ଘ ବର୍ଷ ହେଲା ପ୍ରେମ ସମ୍ପର୍କ ରହିଥିଲା।‌ ପ୍ରେମିକ ସୁଶୀଳ ପ୍ରେମିକା ଲିପସାଙ୍କ ନିଜ ମାମୁଁ ପୁଅ ଭାଇ। ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଲିପସାଙ୍କ ପରିବାର ଲୋକେ ତାଙ୍କ ବିବାହ ବଲାଙ୍ଗୀର ଅଞ୍ଚଳରେ ଚୁଡାନ୍ତ କରି ନିର୍ବନ୍ଧ କରିଥିଲେ। ପ୍ରେମୀ ଯୁଗଳ ସାବାଳକ ହୋଇଥିବାରୁ ବୀରମହାରାଜପୁର ଥାନାର ଦ୍ବାରସ୍ଥ ହୋଇଥିଲେ। ପରେ ଥାନା ଅଧିକାରୀ ପଦ୍ମାସିନୀ ମେହେର ଉଭୟ ପରିବାରଙ୍କୁ ଥାନାକୁ ଡ଼ାକି ବୁଝାସୁଝା କରିଥିଲେ। ଶେଷରେ ଉଭୟ ପରିବାରଙ୍କ ସହମତିରେ ଥାନ ପରିସରରେ ପ୍ରେମୀ ଯୁଗଳ ବିବାହ ସମ୍ପନ୍ନ ହୋଇଥିଲା। ଉପଖଣ୍ଡ ପୋଲିସ ଅଧିକାରୀ ଡୋଳାମଣି ଭୋଇ ଓ ଥାନ ଅଧିକାରୀ ଶ୍ରୀମତୀ ମେହେରଙ୍କ ଉପସ୍ଥିତ ରେ ଉଭୟ ପ୍ରେମୀ ଯୁଗଳ ପରସ୍ପର ଫୁଳମାଳ ପିନ୍ଧାଇ ଥିଲେ। ପରେ ନବ ବିବାହିତା ପ୍ରେମୀ ଯୁଗଳ ପରିବାରବର୍ଗଙ୍କ ଆର୍ଶୀବାଦ ନେଇଥିଲେ।