Apply for Pension - The Sakala

ଇପିଏଫ୍ଓର ବଡ଼ ନିଷ୍ପତ୍ତି: ବଢ଼ିଲା ଇପିଏଫ୍ଓ ସଦସ୍ୟମାନଙ୍କ ପାଇଁ ଅଧିକ ପେନ୍‌ସନ୍ ଆବେଦନର ସମୟସୀମା
ନୂଆଦିଲ୍ଲୀ: ବଢ଼ିଲା କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ସଦସ୍ୟମାନଙ୍କ ପାଇଁ ଅଧିକ ପେନ୍‌ସନ୍ ଆବେଦନର ସମୟସୀମା। ଏହି ଅନୁଯାୟୀ, ଇପିଏଫ୍ଓ ସଦସ୍ୟମାନେ ଅଧିକ ପେନ୍‌ସନ୍ ବିକଳ୍ପ ଚୟନ କରିବା ପାଇଁ ନିଯୁକ୍ତିଦାତା କିମ୍ବା କମ୍ପାନୀ ସହିତ ମିଳିତ ଭାବରେ ଆସନ୍ତା ମେ’ ୩ ତାରିଖ ସୁଦ୍ଧା ଆବେଦନ କରିବାକୁ ପଡିବ। ଫେବୃଆରୀ ୨୦ରେ ଇପିଏଫଓ ଏହାର କ୍ଷେତ୍ରୀୟ କାର୍ଯ୍ୟାଳୟଗୁଡିକୁ ଏ ସମ୍ପର୍କିତ ନିର୍ଦ୍ଦେଶ ଜାରି କରିବା ପରେ ଏହି ଖବର ସାମ୍ନାକୁ ଆସିଛି, ଯାହା ସଦସ୍ୟଙ୍କୁ ପୁରୁଣା ପେନ୍‌ସନ୍ ସ୍କିମ୍ (ଇପିଏସ୍‌) ଅଧୀନରେ ଅଧିକ ପେନ୍‌ସନ୍ ଚୟନ କରିବାକୁ ଅନୁମତି ଦେବ।

ସଦସ୍ୟମାନଙ୍କୁ ଏଥିପାଇଁ ଅବସରକାଳୀନ ପାଣ୍ଠି ସଂଗଠନର ଇଣ୍ଟିଗ୍ରେଟେଡ୍ ମେମ୍ବର ପୋର୍ଟାଲରେ ଆବେଦନ କରିବାକୁ ପଡିବ। ଏହାପୂର୍ବରୁ ଅଧିକ ପେନ୍‌ସନ୍‌ ଚୟନ ବିକଳ୍ପ ଗ୍ରହଣ କରିବାର ଶେଷ ତାରିଖ ମାର୍ଚ୍ଚ ୩ ରହିଥିଲା। ସୁପ୍ରିମକୋର୍ଟ ନଭେମ୍ବର ୪ରେ ଦେଇଥିବା ଆଦେଶରେ ଅଧିକ ପେନ୍‌ସନ୍‌ ବିକଳ୍ପ ଚୟନ କରିବା ଲାଗି ସମସ୍ତ ଯୋଗ୍ୟ ସଦସ୍ୟଙ୍କୁ ଚାରିମାସ ସମୟ ଦେବାକୁ ଇପିଏଫ୍ଓକୁ ନିର୍ଦେଶ ଦେଇଥିଲେ। ଏହି ଚାରି ମାସର ଅବଧି ମାର୍ଚ୍ଚ ୩ରେ ଶେଷ ହେଉଥିଲା।