1st ODI - The Sakala

ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ: ୪ ୱିକେଟରେ ଇଂଲଣ୍ଡକୁ ପରାସ୍ତ କଲା ଭାରତ
ନାଗପୁର: ନାଗପୁରର ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଖେଳାଯାଇଥିଲା ଭାରତ-ଇଂଲଣ୍ଡ ପ୍ରଥମ ଟି-୨୦ ମ୍ୟାଚ। ଆଜିର ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ଭାରତ ଆଗରେ ୨୪୯ ରନର ଲକ୍ଷ୍ୟ ରଖିଥିଲା। ଭାରତ ୩୮.୪ ଓଭରରେ ୬ ୱିକେଟ ହରାଇ ୨୫୧ ରନ କରି ମ୍ୟାଚକୁ ସହଜରେ ଜିିତି ନେଇଛି।

ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ୭ ବଲରେ ୨ରନ କରି ଆଉଟ ହୋଇଥିବାବେଳେ ଯଶସ୍ଵୀ ଜୟସ୍ଵାଲ ୨୨ ବଲରେ ୧୫ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ସମ୍ଭାଳିଥିଲେ ଶ୍ରେୟାସ ଆୟର ଓ ଶୁବମାନ ଗିଲ୍‌। ଶ୍ରେୟାସ ଆୟର ୩୬ ବଲରେ ୫୯ ରନ କରି ଆଉଟ ହୋଇଥିଲେ। ପରେ ଅକ୍ଷର ପଟେଲ ଶୁବମାନ ଗିଲଙ୍କ ସାଥ ଦେଇଥିଲେ। ଅକ୍ଷର ପଟେଲ ବଲରେ ରନ କରିଥିବାବେଳେ ଶୁବମାନ ଗିଲ ବଲରେ ରନ କରିଥିଲେ। ଅକ୍ଷର ପଟେଲ ୪୭ ବଲରେ ୫୨ ରନ କରି ଆଉଟ ହୋଇଥିଲେ। ପରେ ଲୋକେଶ ରାହୁଲ ଆସିଥିଲେ। ଲୋକେଶ ରାହୁଲ ୯ ବଲରେ ୨ ରନ କରି ଆଉଟ ହୋଇଥିଲେ। ଶୁବମାନ ଗିଲ୍‌ ୯୬ ବଲରେ ୮୭ ରନ କରି ଆଉଟ ହୋଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୯ ବଲରେ ୬ ରନ କରି ଅପରାଜିତ ରହିଥିବାବେଳେ ରବୀନ୍ଦ୍ର ଜାଡେଜା ୧୦ ବଲରେ ୧୨ ରନ କରି ଅପରାଜିତ ରହିଥିଲେ।

ଇଂଲଣ୍ଡ ପକ୍ଷରୁ ସାକିବ ମହମ୍ମଦ୍‌ ଓ ଆଦିଲ ରସିଦ ଉଭୟ ୨ଟି ଲେଖାଏଁ ୱିକେଟ ନେଇଥିବାବେଳେ ଜୋଫ୍ରା ଆର୍ଚର  ଓ ଜ୍ୟାକବ ବେଥେଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଆଜିଠାରୁ ଭାରତ-ଶ୍ରୀଲଙ୍କା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌
କଲମ୍ବୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ କ୍ରିକେଟ ସିରିଜ୍‌ ଆସନ୍ତାକାଲିଠାରୁ ବା ଶୁକ୍ରବାରଠାରୁ ଆରମ୍ଭ ହେବ। ଏହି ସିରିଜ୍‌ର ସମସ୍ତ ମ୍ୟାଚ୍‌ ସ୍ଥାନୀୟ ରଣସିଂଘେ ପ୍ରେମଦାସା ଷ୍ଟାଡିୟମ୍‌ରେ ଖେଳାଯିବ। ଏହି ମ୍ୟାଚ୍‌ ଗୁଡ଼ିକ ଭାରତୀୟ ସମୟ ଅପରାହ୍ଣ ୨ଟା ୩୦ ମିନିଟ୍‌ରୁ ଆରମ୍ଭ ହେବ ଓ ସୋନି ସ୍ପୋର୍ଟ୍ସ ଟେନ ଚ୍ୟାନେଲରେ ସିଧାସଳଖ ପ୍ରସାରଣ କରାଯିବ। ଏହା ପୂର୍ବରୁ କାଣ୍ଡିରେ ଦୁଇ ଦେଶ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ଖେଳିଥିଲେ। ଯୁବ ଖେଳାଳିମାନଙ୍କୁ ନେଇ ଗଠିତ ଭାରତୀୟ ଦଳ ଏକତରଫା ଭାବେ ୩-୦ ବ୍ୟବଧାନରେ ସିରିଜ୍‌ ଜିତିନେଇଥିଲା। ଏବେ ଦିନିକିଆ ସିରିଜ୍‌କୁ ବିଶ୍ୱର ଶ୍ରେଷ୍ଠ ଖେଳାଳି ଯଥା ରୋହିତ ଶର୍ମା, ବିରାଟ କୋହଲିଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି। ଅନ୍ୟପକ୍ଷରେ ଶ୍ରୀଲଙ୍କାର ପ୍ରଥମ ପସନ୍ଦ ୫ଜଣ ମିଡିୟମ୍‌ ପେସ୍‌ ବୋଲର ଏହି ସିରିଜ୍‌ରେ ଆହତ ସମସ୍ୟା ହେଉ କିମ୍ବା ଅସୁସ୍ଥତା ଯୋଗୁ ଖେଳୁନାହିଁ। ଏଭଳି ସ୍ଥିତିରେ ସିରିଜ୍‌ଟି ଏକତରଫା ହେବ କିମ୍ବା ପ୍ରତିଦ୍ୱନ୍ଦ୍ୱିତାମୂକ ତାହା ସମର୍ଥକଙ୍କ ମନରେ ପ୍ରଶ୍ନ ଉଠାଇଛି। କିନ୍ତୁ ଭାରତୀୟ ପ୍ରଶଂସକ ଏହି ସିରିଜ୍‌କୁ ୩-୦ରେ ଜିତି କ୍ଲିନ୍‌ ସୁଇପ କରିବ ବୋଲି ଆଶା କରୁଛନ୍ତି।

ନିକଟରେ ଭାରତ ଟି-୨୦ ବିଶ୍ୱକପ୍‌ରେ ଚାମ୍ପିଅନ ହୋଇଛି। ଏହା ପରେ ଶ୍ରୀଲଙ୍କା ସହ ୩ଟି ଟି-୨୦ ମ୍ୟାଚ୍‌ ଖେଳିଛି। ଦିନିକିଆ ଦଳରେ ସ୍ଥାନ ପାଇଥିବା ୧୫ଜଣଙ୍କ ମଧ୍ୟରୁ ୯ଜଣ ଏବେ ଟି-୨୦ ମୋଡ୍‌ରେ ଅଛନ୍ତି। ଯେଉଁ ୬ଜଣ ଟି-୨୦ ଦଳରେ ସ୍ଥାନ ପାଇ ନ ଥିଲେ ସେମାନଙ୍କ ମଧ୍ୟରୁ ୩ଜଣ ବିଶ୍ୱକପ୍‌ ପରେ ଆଉ କୌଣସି ଟୁର୍ଣ୍ଣାମେଣ୍ଟ ଖେଳି ନାହାନ୍ତି। ଏଣୁ ଦିନିକିଆ ଫର୍ମାଟରେ ଖେଳିଲାବେଳେ ଖେଳାଳିଙ୍କୁ ଅନେକ କିଛି ଆଡଜଷ୍ଟ କରିବାକୁ ହେବ। ଯେଉଁ ଖେଳାଳି ଯେତେଶୀଘ୍ର ନିଜକୁ ସଜାଡ଼ିନେବ, ସେହି ଖେଳାଳି ସଫଳତା ପାଇବେ। ଅଧିନାୟକ ରୋହିତ ଶର୍ମାଙ୍କ ମତରେ ଆମକୁ ଟି-୨୦ ବିଶ୍ୱକପ୍‌ ଚାମ୍ପିଅନ ହେବା କଥା ଏବେ ଛାଡିବାକୁ ହେବ। ଏବେ ଅନ୍ୟ ଖେଳ ଉପରେ ଫୋକସ କରିବାକୁ ପଡ଼ିବ ଓ ଚାମ୍ପିଅନ୍ସ ଟ୍ରଫି ଓ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ସଫଳତା ଉପରେ ନଜର ରଖିବାକୁ ହେବ। ଯେତେ ଶୀଘ୍ର ସମ୍ଭବ ଆମକୁ ଏହି ଫର୍ମାଟ ସହ ଆଡଜଷ୍ଟ କରିନେବାକୁ ହେବ। ଏବେ ନୂଆ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ଦିଗ୍‌ଦର୍ଶନରେ ଖେଳିବାକୁ ହେବ। ତାଙ୍କର ଲକ୍ଷ୍ୟ ସ୍ପଷ୍ଟ ଓ ଏହା ଦଳକୁ ଅଧିକ ସଫଳତା ଦେବ। କିନ୍ତୁ ଆମକୁ ପ୍ରଥମେ ବିଜୟ ଧାରା ବଜାୟ ରଖିବାକୁ ହେବ। ଦିନିକିଆ ଦଳରେ ରୋହିତ ଓ କୋହଲିଙ୍କ ସହ ଲୋକେଶ ରାହୁଲ, ଶ୍ରେୟସ ଆୟର, କୁଲଦୀପ ଯାଦବ ଓ ହର୍ଷିତ ରାଣା ସାମିଲ ହୋଇଛନ୍ତି। ଅନ୍ୟମାନେ ଟି-୨୦ ଖେଳିଥିବା ଦଳରୁ ଆସିବେ। ଦଳ ଏହିଠାରୁ ଚାମ୍ପିଅନ୍ସ ଟ୍ରଫି ଲାଗି ପ୍ରସ୍ତୁତି ଆରମ୍ଭ କରିବ।

ଅନ୍ୟପକ୍ଷରେ ଟି-୨୦ ସିରିଜ୍‌ରେ ଦୟନୀୟ ପ୍ରଦର୍ଶନ କରିଥିବା ଶ୍ରୀଲଙ୍କା ଦଳ ତାହାର ୫ଜଣ ପ୍ରମୁଖ ପେସ୍‌ ବୋଲରଙ୍କୁ ହରାଇଛି। ଆହତ ଓ ଅସୁସ୍ଥ ଯୋଗୁ ଏମାନେ ଦିନିକିଆ ଦଳରେ ସ୍ଥାନ ପାଇ ନାହାନ୍ତି। ମନୋନୀତ ହୋଇଥିବା ମାଥୀଶା ପତିରାଣା ଓ ଦିଲସାନ ମଦୁଶଙ୍କା ଶେଷ ମୁହୂର୍ତ୍ତରେ ବାଦ୍‌ ପଡ଼ିଛନ୍ତି। ସେମାନଙ୍କ ସ୍ଥାନରେ ଦୁଇ ନବାଗତ ଖେଳାଳି ମହମ୍ମଦ୍‌ ଶିରାଜ ଓ ଏହସାନ ମାଲିଙ୍ଗାଙ୍କୁ ସାମିଲ କରାଯାଇଛି। କେବଳ ଅସିଥା ଫର୍ଣ୍ଣାଣ୍ଡୋ ଦଳରେ ଜଣେ ମାତ୍ର ଅଭିଜ୍ଞ ପେସ ବୋଲର ରହିଛନ୍ତି। ସେହିପରି ଏହି ସିରିଜ୍‌ ଲାଗି କୁଶାଲ ମେଣ୍ଡିସ୍‌ଙ୍କୁ ପ୍ରଥମେ ଅଧିନାୟକ ମନୋନୀତ କରାଯାଇଥିଲା। କିନ୍ତୁ ଏବେ ତାଙ୍କ ସ୍ଥାନରେ ଟି-୨୦ ଦଳର ନେତୃତ୍ୱ ନେଇଥିବା ଚାରିତ ଆଶାଲଙ୍କାଙ୍କୁ ଦାୟିତ୍ୱ ଦିଆଯାଇଛି। ଶ୍ରୀଲଙ୍କା ଦଳ ଖେଳାଳି ଚୟନ ଓ ଖେଳ ପ୍ରଦର୍ଶନରେ ସ୍ଥିରତା ରଖିପାରି ନାହିଁ। ଏଭଳି ସ୍ଥଳେ ଦଳ ଲଢ଼ୁଆ ଖେଳିଲେ ସବୁଠାରୁ ଭଲ କଥା ହେବ।

ଖେଳାଳି ଦଳ

ଭାରତ: ରୋହିତ ଶର୍ମା (ଅଧିନାୟକ), ଶୁବମାନ ଗିଲ (ଉପଅଧିନାୟକ), ବିରାଟ କୋହଲି, ଲୋକେଶ ରାହୁଲ (ୱିକେଟରକ୍ଷକ), ଋଷଭ ପନ୍ତ୍‌ (ୱିକେଟ ରକ୍ଷକ), ଶ୍ରେୟାସ ଆୟର, ଶିବମ ଦୁବେ, ରିୟାନ ପରାଗ, ଅକ୍ଷର ପଟେଲ, କୁଲଦୀପ ଯାଦବ, ୱାଶିଂଟନ ସୁନ୍ଦର, ମହମ୍ମଦ୍‌ ସିରାଜ, ଅର୍ଶଦୀପ ସିଂ, ଖଲୀଲ ଅହମ୍ମଦ୍‌ ଓ ହର୍ଷିତ ରାଣା।

ଶ୍ରୀଲଙ୍କା: ଚାରିଥ ଆଶାଲଙ୍କା (ଅଧିନାୟକ), କୁଶାଲ ମେଣ୍ଡିସ, ପାଥୁମ ନିଶାଙ୍କା, ଅଭିଷ୍କା ଫର୍ଣ୍ଣାଣ୍ଡୋ, ନିଶାନ ମଦୁସ୍କା, ଜାନିଥ ଲିୟାନାଗେ, କାମିନ୍ଦୁ ମେଣ୍ଡିସ, ସଦୀରା ସମରବିକ୍ରମା, ଚାମିକା କରୁଣାରତ୍ନେ, ମାହୀଶ ଥିକଶାନା, ଅସିଥା ଫର୍ଣ୍ଣାଣ୍ଡୋ, ମହମ୍ମଦ୍‌ ଶିରାଜ, ଏହସାନ ମାଲିଙ୍ଗା, ୱାନିନ୍ଦୁ ହାସରଙ୍ଗା, ଆକିଲା ଧନଞ୍ଜୟ ଓ ଦୁନିଥ ୱେଲାଲାଗେ।

ଆଜିଠାରୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍‌‌ ବିଶିଷ୍ଟ ଦିନିକିଆ ସିରିଜ୍‌‌
ମୋହାଲି: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍‌‌ ବିଶିଷ୍ଟ ଦିନିକିଆ ସିରିଜ୍‌‌ ଏହିଠାରୁ ଶୁକ୍ରବାର ଆରମ୍ଭ ହେବ। ଭାରତରେ ଅକ୍ଟୋବର ୫ରୁ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ୍‌‌ ପୂର୍ବରୁ ଉଭୟ ଦେଶ ଲାଗି ଏହା ଶେଷ ସିରିଜ୍‌‌। ଦଳର ଖେଳାଳି ସମୀକରଣକୁୁ ପରୀକ୍ଷାନୀରିକ୍ଷା କରିବା ଏହା ହେଉଛି ଶେଷ ସୁଯୋଗ। ଉଭୟ ଦଳ ୩ ସପ୍ତାହ ପରେ ଅର୍ଥାତ୍‌‌ ଅକ୍ଟୋବର ୮ରୁ ଚେନ୍ନଇରେ ମୁକାବିଲା କରିବା ସହ ବିଶ୍ୱକପ୍‌‌ ଅଭିଯାନ ଆରମ୍ଭ କରିବେ। ଏଣୁ ଏହି ସିରିଜ୍‌‌ ଉଭୟ ଦଳ ଲାଗି ବେଶ ଗୁରୁତ୍ୱ ବହନ କରୁଛି। ଭାରତୀୟ ପରିବେଶ କିମ୍ବା ପିଚ୍‌‌ ସହ ଅଷ୍ଟ୍ରେଲିଆ ଦଳ ବେଶ ପରିଚିତ। ଏମାନେ ଭାରତୀୟ ସ୍ପିନ୍‌‌କୁ ଯେପରି ମୁକାବିଲା କରନ୍ତି, ଠିକ ବିଜୟୀ ମଧ୍ୟ ହୁଅନ୍ତି। କିନ୍ତୁ ନିକଟରେ ଭାରତୀୟ ଦଳ ଏସିଆ କପ୍‌‌ ଚାମ୍ପିଅନ ହେବା ପରେ ଅନେକ ଅସୁବିଧାକୁ ସମାଧାନ କରିବାରେ ସମର୍ଥ ହୋଇଛି। କିନ୍ତୁ ଦଳର ମିଡଲ ଅର୍ଡର ବ୍ୟାଟିଂ ଓ ସ୍ପିନ୍‌‌ ସମସ୍ୟା ରହିଥିଲାବେଳେ ଏହି ସିରିଜ୍‌‌ରେ ତାହାକୁ ସଜାଡ଼ିବାକୁ ନିଶ୍ଚୟ ଉଦ୍ୟମ କରିବ।

ଭାରତର ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ

ଏହି ସିରିଜ୍‌‌ ଲାଗି ନିକଟରେ ଏସିଆ କପ୍‌‌ ଚାମ୍ପିଅନ ହୋଇଥିବା ଭାରତୀୟ ଦଳରୁ ୪ଜଣ ବରିଷ୍ଠ ତଥା ନିୟମିତ ଖେଳାଳିଙ୍କୁ ପ୍ରଥମ ଦୁଇଟି ମ୍ୟାଚ୍‌‌ରୁ ବିଶ୍ରାମ ଦେଇଛି। ସେମାନେ ହେଲେ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ଉପଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଓ ଦିନିକିଆ ମୁକାବିଲାରେ ମୁଖ୍ୟ ସ୍ପିନର ଭୂମିକା ଗ୍ରହଣ କରୁଥିବା କୁଲଦୀପ ଯାଦବ। ଏମାନେ ସମସ୍ତେ ତୃତୀୟ ଦିନିକିଆ ଓ ବିଶ୍ୱକପ୍‌‌ରେ ଖେଳିବେ। ଯେଉଁ ଆହତ ସମସ୍ୟା ଲାଗି ଏବେ ଅଷ୍ଟ୍ରେଲିଆ ଦଳ ସମସ୍ୟାରେ ପଡ଼ିଛି, ତାହାକୁ ଏଡ଼ାଇବା ଲାଗି ଭାରତ ବରିଷ୍ଠ ଏବଂ ଅଧିକ ମ୍ୟାଚ୍‌‌ ଖେଳିଥିବା ଖେଳାଳିଙ୍କୁ ବିଶ୍ରାମ ଦେଇଛି। ଏସିଆ କପ୍‌‌ରେ ନିଜକୁ ଫିଟ୍‌‌ ପ୍ରମାଣିତ କରିଥିବା ୱିକେଟରକ୍ଷକ/ ବ୍ୟାଟର ଲୋକେଶ ରାହୁଲଙ୍କୁ ପ୍ରଥମ ଦୁଇଟି ମ୍ୟାଚ୍‌‌ରେ ଦଳର ନେତୃତ୍ୱ ଦିଆଯାଇଛି। ସେ ଓ ଚଳିତବର୍ଷ ବିଶେଷ କିଛି ମ୍ୟାଚ୍‌‌ ଖେଳି ନଥିବା ଶ୍ରେୟସ ଆୟରଙ୍କୁ ନେଇ ଭାରତୀୟ ମିଡଲ ଅର୍ଡର ବ୍ୟାଟିଂ କେନ୍ଦ୍ରୀଭୂତ ହେଉଛି। ଉଭୟ ଖେଳାଳି ଏହି ସିରିଜ୍‌‌ରେ ଫର୍ମକୁ ଆସିବା ଜରୁରୀ। ଏହି ଦୁଇଜଣଙ୍କ ସମେତ ବିଶ୍ୱକପ୍‌‌ ଲାଗି ତୃତୀୟ ସ୍ପିନରଙ୍କୁ ଏହି ସିରିଜ୍‌‌ରୁ ଚୟନ କରାଯିବ। ବାମହାତୀ ସ୍ପିନ୍‌‌ ଅଲରାଉଣ୍ଡର ଅକ୍ଷର ପଟେଲ ଆହତ ହେବା, କୁଲଦୀପକୁ ପ୍ରଥମ ଦୁଇଟି ମ୍ୟାଚ୍‌‌ରୁ ବାଦ୍‌‌ ଦେବା ପରେ ଦୁଇଜଣ ଅଫ୍‌‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଓ ୱାଶିଂଟନ ସୁନ୍ଦରଙ୍କୁ ଏହି ସିରିଜ୍‌‌ରେ ସୁଯୋଗ ଦିଆଯାଇଛି। ଏମାନେ ରବୀନ୍ଦ୍ର ଜାଡେଜାଙ୍କ ସହ ମିଶି ଅଷ୍ଟ୍ରେଲିଆର ପତନର ଯୋଜନା କରିବା ସହ ବିଶ୍ୱକପ୍‌‌ ଦଳରେ ନିଜର ଏକ ସ୍ଥାନ ସୁରକ୍ଷିତ କରିବାକୁ ନିଶ୍ଚିତ ଉଦ୍ୟମ କରିବେ। ଏହା ଫଳରେ ଉଭୟ ଖେଳାଳି ଅଷ୍ଟ୍ରେଲିଆ ବିପକ୍ଷରେ ନିଜ ଦକ୍ଷତାର ପ୍ରମାଣ ଦେବାକୁ ଜୋରଦାର ଉଦ୍ୟମ କରିବେ। ଦଳରେ ସ୍ଥାନ ପାଇଥିବା ଅନ୍ୟ ସମସ୍ତ ଖେଳାଳି ନିଜ ନିଜ ସ୍ଥାନରେ ଉନ୍ନତ ପ୍ରଦର୍ଶନ କରି ଟିମ୍‌‌ ମ୍ୟାନେଜମେଣ୍ଟର ବିଶ୍ୱାସଭାଜନ ହେବାକୁ ସମସ୍ତ ପ୍ରକାର ଚେଷ୍ଟା କରିବେ।

ଆହତ ସମସ୍ୟାରେ ଅଷ୍ଟ୍ରେଲିଆ

ଦକ୍ଷିଣ ଆଫ୍ରିକାଠାରୁ ୩-୨ ବ୍ୟବଧାନରେ ଦିନିକିଆ ସିରିଜ୍‌‌ ହାରିବା ପରେ ଅଷ୍ଟ୍ରେଲିଆର ସମସ୍ୟା ବୃଦ୍ଧି ପାଇଛି। ଆହତ ହୋଇଥିବା ଅଧିନାୟକ ପ୍ୟାଟ କମିନ୍ସ ଫିଟ୍‌‌ ବୋଲି ଏଠାରେ ଘୋଷଣା କରିଛନ୍ତି। ତାଙ୍କ ସହ ଷ୍ଟିଭେନ ସ୍ମିଥ, ଦଳର ମୁଖ୍ୟ ପେସ ବୋଲର ମିଚେଲ ଷ୍ଟାର୍କ, ଗ୍ଲେନ୍‌‌ ମ୍ୟାକ୍ସୱେଲ, ସିନ ଆବଟ ଆଦି ଆହତ ଖେଳାଳି ଏହି ଦଳରେ ଫିଟ୍‌‌ନେସ ପ୍ରମାଣ ଅପେକ୍ଷାରେ ଅଛନ୍ତି। କିନ୍ତୁ ଗୁରୁବାର ଏଠାରେ ଦୁଇ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ କରି ସ୍ମିଥ୍‌‌ ପୂରା ଫିଟ୍‌‌ ଥିବା ଦର୍ଶାଇଛନ୍ତି। କନକସନ ଖେଳାଳିଭାବେ ଦଳରେ ସାମିଲ ହୋଇ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟପ୍‌‌ ସ୍କୋରର ହୋଇଥିବା ମାର୍ନସ ଲାବୁସେନ ଓ ସ୍ମିଥ ଅଷ୍ଟ୍ରେଲିଆର ଭାଗ୍ୟନିୟନ୍ତା ହେବେ। ଲାବୁସେନଙ୍କୁ ଏବେ ସୁଦ୍ଧା ବିଶ୍ୱକପ୍‌‌ ଟିକଟ ମିଳି ନାହିଁ। ଏହି ସିରିଜ୍‌‌ ତାଙ୍କୁ ବିଶ୍ୱକପ୍‌‌ ଦଳରେ ସ୍ଥାନ ମିଳିବ କି ନାହିଁ ତାହା ସ୍ପଷ୍ଟ କରିବ। ପୂରା ଫିଟ ହୋଇ ନଥିବାରୁ ଶୁକ୍ରବାର ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍‌‌ରେ ଷ୍ଟାର୍କ ଓ ମ୍ୟାକ୍ସୱେଲ ଖେଳିବେ ନାହିଁ। ସ୍ପିନ୍‌‌ ଅଲରାଉଣ୍ଡର ଆଷ୍ଟନ ଅଗର ଛୁଟିରେ ଥିବାରୁ ଏଠାରେ ଖେଳିବେ ନାହିଁ। ଆଦାମ ଜାମ୍ପା ଓ ଭାରତୀୟ ବଂଶୋଦ୍ଭବ ତନବୀର ସାଙ୍ଗା ସ୍ପିନ ଦାୟିତ୍ୱ ସମ୍ଭାଳିବେ। ଜୋଶ ହାଜ୍‌‌ଲେଉଡ୍‌‌ଙ୍କ ନେତୃତ୍ୱରେ ପେସ ବାହିନୀ ପ୍ରମୁଖ ଭୂମିକା ନେବ।

ଖେଳାଳି ଦଳ

ଭାରତ: ଲୋକେଶ ରାହୁଲ (ଅଧିନାୟକ), ରବୀନ୍ଦ୍ର ଜାଡେଜା (ଉପଅଧିନାୟକ), ଶୁବମାନ ଗିଲ, ଋତୁରାଜ ଗାଏକ୍ୱାଡ୍‌‌, ଶ୍ରେୟସ ଆୟର, ଇଶାନ କିସାନ, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ୱାଶିଂଟନ ସୁନ୍ଦର, ରବିଚନ୍ଦ୍ରନ ଅଶ୍ୱିନ, ଶାର୍ଦ୍ଦୁଳ ଠାକୁର, ଯଶ୍‌‌ପ୍ରୀତ ବୁମ୍‌‌ରା, ମହମ୍ମଦ୍‌‌ ସାମି, ମହମ୍ମଦ୍‌‌ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା।

ଅଷ୍ଟ୍ରେଲିଆ: ପ୍ୟାଟ କମିନ୍ସ (ଅଧିନାୟକ), ଡେଭିଡ୍‌‌ ୱାର୍ଣ୍ଣର, ମାଥ୍ୟୁ ସର୍ଟ, ଷ୍ଟିଭେନ ସ୍ମିଥ୍‌‌, ମାର୍ନସ ଲାବୁସେନ, ମିଚେଲ ମାର୍ଶ, ଗ୍ଲେନ୍‌‌ ମ୍ୟାକ୍ସୱେଲ, କାମେରନ ଗ୍ରୀନ୍‌‌, ମାର୍କସ ଷ୍ଟୋଇନିସ୍‌‌, ଆଲେକ୍ସ କ୍ୟାରୀ ଓ ଜୋଶ ଇଂଲିଶ (ୱିକେଟରକ୍ଷକ), ତନବୀର ସାଙ୍ଗା, ଆଦାମ ଜାମ୍ପା, ସ୍ପେନସର ଜନସନ, ମିଚେଲ ଷ୍ଟାର୍କ, ଜୋଶ ହାଜ୍‌‌ଲେଉଡ୍‌‌, ନାଥାନ ଏଲିସ୍‌‌ ଓ ସିନ ଆବଟ୍ଟ।

ଭାରତ- ଓ୍ଵେଷ୍ଟଇଣ୍ଡିଜ ପ୍ରଥମ ଦିନିକିଆ: ୫ ୱିକେଟ୍‌ରେ ଜିତିଲା ଭାରତ
ବ୍ରିଜ୍‌‌ଟାଉନ୍‌‌: ଦୁଇ ବାମହାତୀ ସ୍ପିନର ରବୀନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବଙ୍କ ଯାଦୁକରୀ ବୋଲିଂ ବଳରେ ଏଠାରେ ଗୁରୁବାର ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ୍‌‌ରେ ଭାରତ ୫ ୱିକେଟରେ ୱେଷ୍ଟଇଣ୍ଡିଜ୍‌‌କୁ ପରାସ୍ତ କରିଛି। ଏହା ଫଳରେ ୩ ମ୍ୟାଚ୍‌‌ ବିଶିଷ୍ଟ ଦିନିକିଆ ସିରିଜ୍‌‌ରେ ଭାରତ ୧-୦ରେ ଆଗୁଆ ରହିଛି। ଦିନିକିଆ ସିରିଜ୍‌‌ର ଦ୍ୱିତୀୟ ମୁକାବିଲା ଏହିଠାରେ ଶନିବାର (ଜୁଲାଇ୨୯) ଖେଳାଯିବ।

ଏହି ମ୍ୟାଚ୍‌‌ରେ କୁଲଦୀପ ୬ ରନ୍‌‌ରେ ୪ଟି ଓ ଜାଡେଜା ୩୭ ରନ୍‌‌ରେ ୩ଟି ୱିକେଟ ନେବା ଫଳରେ ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍‌‌ ୨୩ ଓଭରରେ ୧୧୪ ରନ୍‌‌ କରିଥିଲା। ଜବାବରେ ଭାରତ ୨୨.୫ ଓଭରରେ ୫ୱିକେଟ ହରାଇ ବିଜୟୀ ହୋଇଥିଲା। ଭାରତ ପକ୍ଷରୁ ପାଳି ଆରମ୍ଭ କରିଥିବା ଇଶାନ କିସାନ ସର୍ବାଧିକ ୫୨ (୪୬ବଲ୍‌‌, ୭ ଚୌକା, ୧ଛକା), ସୂର୍ଯ୍ୟକୁମାର ଯାଦବ ୧୯ ରନ୍‌‌ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶୁବମାନ ଗିଲ ୭, ହାର୍ଦ୍ଦିକ ପାଣ୍ଡ୍ୟା ୫, ଶାର୍ଦ୍ଦୁଳ ଠାକୁର ୧ ରନ୍‌‌ରେ ଆଉଟ ହୋଇଥିଲେ। ରବୀନ୍ଦ୍ର ଜାଡେଜା ୧୬ ରନ୍‌‌ରେ ଅପରାଜିତ ରହିଥିଲେ। ନଂ-୭ରେ ବ୍ୟାଟିଂ କରିବାକୁ ଆସି ରୋହିତ ଶର୍ମା ୧୨ ରନ୍‌‌ କରିଥିଲେ ଓ ବିରାଟ କୋହଲି ବ୍ୟାଟିଂ କରିବାକୁ ଆସି ନଥିଲେ।

ଏହି ମ୍ୟାଚ୍‌‌ରେ ଟସ୍‌‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ୍‌‌ ଆରମ୍ଭରୁ କ୍ରମାଗତ ୱିକେଟ ହରାଇଥିଲା। ଭ୍ରମଣକାରୀ ଦଳ ପକ୍ଷରୁ ପେସ୍‌‌ ବୋଲରମାନେ ଘରୋଇ ଦଳର ପ୍ରଥମ ୩ଟି ୱିକେଟ ଅକ୍ତିଆର କରିଥିଲେ। ଏମାନଙ୍କ ପରେ ବାମହାତୀ ସ୍ପିନର ଜାଡେଜା ବୋଲିଂ କରିବାକୁ ଆସି ମିଡଲ ଅର୍ଡରରେ ୩ଜଣଙ୍କୁ ଆଉଟ କରିଦେଇଥିଲେ। ୱେଷ୍ଟଇଣ୍ଡିଜ୍‌‌ର ସ୍କୋର ୧୮ ଓଭର ଶେଷସୁଦ୍ଧା ୬ ୱିକେଟରେ ୯୭ ରନ୍‌‌ ଥିଲା। ୧୯ତମ ଓଭରରେ କୁଲଦୀପ ବୋଲିଂ କରିବାକୁ ଆସିବା ପରେ ୱେଷ୍ଟଇଣ୍ଡିଜ ତାଙ୍କୁ ମୁକାବିଲା କରି ନପାରି ଶେଷ ୪ଟି ୱିକେଟକୁ ମାତ୍ର ୧୮ ରନ୍‌‌ରେ ହରାଇଥିଲା। କୁଲଦୀପ ମାତ୍ର ୩ ଓଭର ବୋଲିଂ କରି ୨ଟି ମେଡେନ ସହ ୬ ରନ୍‌‌ରେ ସର୍ବାଧିକ ୪ଟି ୱିକେଟ ନେଇଥିଲେ। ଘରୋଇ ଦଳ ପକ୍ଷରୁ ୯ମ ଖେଳାଳିଭାବେ ଆଉଟ ହୋଇଥିବା ଅଧିନାୟକ ସାଇ ହୋପ୍‌‌ ସର୍ବାଧିକ ୪୩ ରନ୍‌‌ କରିଥିଲେ।

ଭାରତ- ଓ୍ଵେଷ୍ଟଇଣ୍ଡିଜ ପ୍ରଥମ ଦିନିକିଆ: ଭାରତର ଘାତକ ବୋଲିଂ, ୧୧୪ ରନରେ ଅଲଆଉଟ୍ ହେଲା ଓ୍ଵେଷ୍ଟଇଣ୍ଡିଜ
ବ୍ରିଜଟାଉନ: ଭାରତ- ଓ୍ଵେଷ୍ଟଇଣ୍ଡିଜ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍ ଆଜି ଖେଳାଯାଇଛି। ମୁକାବିଲାରେ ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଓ୍ଵେଷ୍ଟଇଣ୍ଡିଜ ବ୍ୟାଟିଂ କରି ୨୩ ଓଭରରେ ୧୧୪ ରନ କରି ଅଲଆଉଟ ହୋଇଥିଲା। ଫଳରେ ଏହି ମ୍ୟାଚକୁ ଜିତିବାକୁ ହେଲେ ଭାରତକୁ ୧୧୫ରନର ଆବଶ୍ୟକତା ରହିଛି।

ଓ୍ଵେଷ୍ଟଇଣ୍ଡିଜ ପକ୍ଷରୁ ବ୍ରେଣ୍ଡନ କିଙ୍ଗ୍ ୨୩ ବଲରେ ୧୭ ରନ କରି ଆଉଟ ହୋଇଥିବା ବେଳେ ଅଲିକ ଅଥାଞ୍ଜେ ୧୮ ବଲରେ ୨୨ ରନ କରି ଆଉଟ ହୋଇଥିଲେ।  ଅଧିନାୟକ ସାଇ ହୋପ୍ ୪୫ ବଲରେ ୪୩ ରନ କରି ଆଉଟ ହୋଇଥିଲେ। ସିମରନ ହେଟମାୟର ୧୯ ବଲରେ ୧୧ ରନ କରି ଆଉଟ ହୋଇଥିବା ବେଳେ ଅନ୍ୟକୌଣସି ଖେଳାଳି ବ୍ୟାଟିଂରେ ସଫଳ ହୋଇ ନଥିଲେ।

ଭାରତ ପକ୍ଷରୁ କୁଲଦୀପ ଯାଦବ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ରବୀନ୍ଦ୍ର ଜାଡ଼େଜା ୩ଟି ୱିକେଟ ନେଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା, ମୁକେଶ କୁମାର ଓ ଶାର୍ଦ୍ଦୁଳ ଠାକୁର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଭାରତ- ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ: ସଙ୍ଘର୍ଷ କରି ହାରିଲା ନ୍ୟୁଜିଲାଣ୍ଡ
ଇଦ୍ରାବାଦ୍: ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ ଆଜିଠୁ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚ୍‌ରେ ଟସ୍‌ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପ୍ରେଥମେ ବ୍ୟାଟିଂ କରି ୩୪୯ ରନ କରିଥିଲା ଭାରତ। ନ୍ୟୁଜିଲାଣ୍ଡକୁ ଏହି ମ୍ୟାଚ ଜିତିବାକୁ  ହେଲେ ୩୫୦ ରନର ଆବଶ୍ୟକତା ରହିଥିଲା । ହେଲେ ନ୍ୟୁଜିଲାଣ୍ଡ ୪୯.୨ ଓଭରରେ ୧୦ ୱିକେଟ ହରାଇ ୩୩୭ ରନ କରିବାକୁ ସକ୍ଷମ ହୋଇଥିଲା । ଫଳରେ ଭାରତ ନ୍ୟୁଜିଲାଣ୍ଡ ଠାରୁ ୧୨ ରନରେ ଆଜିର ମ୍ୟାଚକୁ ଜିତି ନେଇଛି।

ନ୍ୟୁଜିଲାଣ୍ଡ ପକ୍ଷରୁ ଫିନ୍ ଆଲେନ୍ ୩୯ ବଲରେ ୪୦ ରନ କରି ଆଉଟ ହୋଇଥିଲେ। ଡେଭନ କନୱେ ୧୬ ବଲରେ ୧୦ ରନ କରି ଆଉଟ ହୋଇଥିଲେ। ହେନରୀ ନିକୋଲ୍ସ  ୩୧ ବଲରେ ୧୮ ରନ କରି ଆଉଟ ହୋଇଥିଲେ। ପରେ ଡାରିଲ୍ ମିଚେଲ ୧୨ ବଲରେ ୯ ରନ କରି ଆଉଟ ହୋଇଥିଲେ। ଅଧିନାୟକ ଟମ୍ ଲାଥମ ୪୬ ବଲରେ ୨୪ ରନ କରି ଆଉଟ ହୋଇଥିଲେ। ଗ୍ଲେନ୍ ଫିଲିପ୍ସ ୨୦ ବଲରେ ୧୧ ରନ କରି ଆଉଟ ହୋଇଥିଲେ । ପରେ ମାଇକେଲ ବ୍ରେସୱେଲ୍ ଓ  ମିଚେଲ ସାଣ୍ଟନର ପାରିକୁ ସମ୍ଭାଳିଥିଲେ। ମିଚେଲ ସାଣ୍ଟନର ୪୫ ବଲରେ ୫୭ ରନ କରି ଆଉଟ ହୋଇଥିଲେ। ହେନରୀ ସିପ୍ଲୀ କୌଣସି ରନ ନ କରି ଆଉଟ ହୋଇଥିଲେ। ହେଲେ ମାଇକେଲ ବ୍ରେସୱେଲ୍ ପାରିକି ଶେଷ ପର୍ଯ୍ଯନ୍ତ ସମ୍ଭାଳିଥିଲେ। ଏକ ଶତକୀୟ ଇଂନିସ ଖେଳିଥିଲେ ମାଇକେଲ ବ୍ରେସୱେଲ୍ । ମାଇକେଲ ବ୍ରେସୱେଲ୍ ୭୮ ବଲରେ ୧୪୦ ରନ କରି ଆଉଟ ହୋଇଥିଲେ।

ଭାରତ ପକ୍ଷରୁ ମହମ୍ମଦ ସିରାଜ ସର୍ବାଧିକି ୪ଟି ୱିକେଟ ନେଇଥିଲେ। କୁଲଦୀପ ଯାଦବ ଓ  ସର୍‌ଦୁଲ୍‌ ଠାକୁର ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ମହମ୍ମଦ ସାମି ଗୋଟିଏ ୱିକେଟ ନେଇଥିଲେ।

ଭାରତ- ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ: ଗିଲଙ୍କ ବିସ୍ଫୋରକ ଦ୍ୱିଶତକ, ନ୍ୟୁଜିଲାଣ୍ଡକୁ ୩୫୦ ରନର ଟାର୍ଗେଟ ଦେଲା ଭାରତ
ହାଇଦ୍ରାବାଦ୍: ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ ଆଜିଠୁ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚ୍‌ରେ ଟସ୍‌ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ବୋଲିଂ କରିବାକୁ ପଡିଆକୁ ଓହ୍ଲାଇବ ନ୍ୟୁଜିଲାଣ୍ଡ ଦଳ। ପ୍ରେଥମେ ବ୍ୟାଟିଂ କରି ୩୪୯ ରନ କରିଛି ଭାରତ। ନ୍ୟୁଜିଲାଣ୍ଡକୁ ଏହି ମ୍ୟାଚ ଜିତିବାକୁ  ହେଲେ ୩୫୦ ରନର ଆବଶ୍ୟକତା ରହିଛି।

ଭାରତ ପକ୍ଷରୁ  ଅଧିନାୟକ ରୋହିତ ଶର୍ମା ୩୮ ବଲରେ ୩୪ ରନ କରି ଆଉଟ ହୋଇଥିଲେ। ବିରାଟ କୋହଲି ୧୦ ବଲରେ ୮ ରନ କରି ଆଉଟ ହୋଇଥିଲେ। ଇଶାନ କିଷନ ୧୪ ବଲରେ ୫ ରନ କରି ଆଉଟୋ ହୋଇଥିଲେ। ପରେ ହାର୍ଦ୍ଦିକ ପାଣ୍ଡ୍ୟା ଶୁଭମନ ଗିଲଙ୍କ ସାଥ ଦେଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୩୮ ବଲରେ ୨୮ ରନ କରି ଆଉଟ ହୋଇଥିଲେ। ଗୋଟିଏ ଶୁଭମନ ଗିଲ ଦ୍ୱିଶତକୀୟ ଇଂନିସ ଖେଳିଥିଲେ। ପରେ ୱାସିଂଟନ ସୁନ୍ଦର ୧୪ ବଲରେ ୧୨ ରନ କରି ଆଉଟ ହୋଇଥିଲେ। ସର୍‌ଦୁଲ୍‌ ଠାକୁର ପରେ ୩ ବଲରେ ୩ ରନ କରି ଆଉଟ ହୋଇଥିଲେ । କୁଲଦୀପ ଯାଦବ ପରେ ଶୁଭମନ ଗିଲଙ୍କ ସାଥ ଦେଇଥିଲେ। ଶୁଭମନ ଗିଲ ୧୪୯ ବଲରେ ୨୦୮ ରନ କରି ଆଉଟ ହୋଇଥିଲେ। ଗିଲଙ୍କ ଏହି ପାରିରେ ୧୯ଟି ଚୌକା ଓ ୯ଟି ଛକା ସାମିଲ ରହିଛି। କୁଲଦୀପ ଯାଦବ ୬ ବଲରେ ୫ ରନ କରି ଅପରାଜିତ ରହିଥିବା ବେଳେ ମହମ୍ମଦ ସାମୀ ୨ ବଲରେ ୨ ରନ କରି ଅପରାଜିତ ରହିଥିଲେ।

ଶ୍ରୀଲଙ୍କା ପକ୍ଷରୁ ଡାରିଲ୍ ମିଚେଲ ଓ ହେନରୀ ସିପ୍ଲୀ ୨ଟି ୱିକେଟ ନେଇଥିବା ବେଳେ ମିଚେଲ ସାଣ୍ଟନର, ଲୋକି ଫର୍ଗୁସନ୍ ଓ ବ୍ଲାର ଥିକ୍‌ନର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଭାରତ- ଶ୍ରୀଲଙ୍କା ପ୍ରଥମ ଦିନିକିଆ: ବିରାଟଙ୍କ ଦମଦାର ଶତକ, ଶ୍ରୀଲଙ୍କାକୁ ୩୭୪ ରନର ଟାର୍ଗେଟ ଦେଲା ଭାରତ
ଗୁଆହାଟୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆଜିଠାରୁ ୩ ମ୍ୟାଚ୍‌‌ ବିଶିଷ୍ଟ ଦିନିକିଆ ସିରିଜ୍‌‌ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚ୍‌ରେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଶ୍ରୀଲଙ୍କା । ଫଳରେ ପ୍ରଥମେ ବ୍ୟାଟିଂ କରିଛି ଭାରତ । ଭାରତ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ ହରାଇ ୩୭୩ ରନ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ଶ୍ରୀଲଙ୍କାକୁ ୩୭୪ ରନର ଆବଶ୍ୟକତା ରହିଛି।

ଭାରତ ପକ୍ଷରୁ ରୋହିତ ଶର୍ମା ୬୭ ବଲରେ ୮୩ ରନ୍  ଓ ଶୁଭମନ ଗିଲ୍‌ ୬୦ ବଲରେ ୭୦ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ବିରାଟ କୋହଲି ଓ ଶ୍ରେୟାସ ଆୟର ସମ୍ଭାଳିଥିଲେ। ଶ୍ରେୟାସ ଆୟର ୨୪ ବଲରେ ୨୮ ରନ କରି ଆଉଟ ହୋଇଥିଲେ। ବିରାଟଙ୍କ ସାଥ ଦେବା ପାଇଁ କେ ଏଲ ରାହୁଲ ପଡିଆକୁ ଆସିଥିଲେ। ପରେ କେ ଏଲ ରାହୁଲ ୨୯ ବଲରେ ୩୯ ରନ କରି ଆଉଟ ହୋଇଥିଲେ। ପରେ ହାର୍ଦ୍ଦିକ ପାଣ୍ଡ୍ୟା ୧୨ ବଲରେ ୧୪ ରନ କରି ଆଉଟ ହୋଇଥିଲେ। ପରବର୍ତ୍ତି ବ୍ୟାଟ୍ସମ୍ୟାନ ଅକ୍ଷର ପଟେଲ ଅପରାଜିତ ଥିବା ବିରାଟଙ୍କ ସହ ମିଶି ପାରିକି ଆଗକୁ ନେଇଥିଲେ। ପରେ ଅକ୍ଷର ପଟେଲ ୯ ବଲରେ ୯ ରନ କରି ଆଉଟ ହୋଇଥିଲେ। ବିରାଟ କୋହଲି ଏକ ଦମଦାର ଶତକୀୟ ଇଂନିସ ଖେଳି ଆଉଟ ହୋଇଥିଲେ। ବିରାଟ ୮୭ ବଲରେ ୧୧୩ ରନ କରି ଆଉଟ ହୋଇଥିଲେ। ବିରାଟଙ୍କ ଏହି ପାରିରେ ୧୨ଟି ଚୌକା ଓ ଗୋଟିଏ ଛକା ସାମିଲ ରହିଛି। ପରେ ମହମ୍ମଦ ସାମି ଓ ମହମ୍ମଦ ସିରାଜ ପାରିକୁ ଆଗକୁ ନେଇଥିଲେ। ମହମ୍ମଦ ସାମି ୪ ବଲରେ ୪ ରନ କରି ଅପରାଜିତ ରହିଥିବା ବାଳେ ମହମ୍ମଦ ସିରାଜ ୮ ବଲରେ ୭ରନ କରି ଅପରାଜିତ ରହିଥିଲେ।

ଶୀଲଙ୍କା ପକ୍ଷରୁ କାସୁନ ରଜିଥା ୩ ଟି ୱିକେଟ ନେଇଥିଲେ। ଚାମିକା କରୁଣାରତ୍ନେ, ଦିଲସାକ ମଦୁଶଙ୍କା, ଡାସୁନ ଶଣକା ଓ  ଧନଞ୍ଜୟ ଡି ସିଲଭା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଭାରତ-ବାଂଲାଦେଶ ପ୍ରଥମ ଦିନିକିଆ: ସଙ୍ଘର୍ଷ କରି ହାରିଲା ଭାରତ, ବାଂଲାଦେଶର ରୋମାଞ୍ଚକ ବିଜୟ
ନୂଆଦିଲ୍ଲୀ: ଆଜି ଠାରୁ ଭାରତ-ବାଂଲାଦେଶ ମଧ୍ୟରେ ଆରମ୍ଭ ହୋଇଛି ଦିନିକିଆ ସିରିଜ୍‌ । ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା ଟିମ୍‌ ଇଣ୍ଡିଆ । ଟିମ୍‌ ଇଣ୍ଡିଆ ମୋଟ ୪୧ ଓଭର ୨ଟି ବଲ୍‌ ଖେଳି ୧୮୬ କରି ଅଲ୍‌ଆଉଟ୍‌ ହୋଇଥିଲା। ଆଜି ଏହି କମ ସ୍କୋରିଂ ଇଂନିସରେ ରୋମାଞ୍ଚ ଭରା ମ୍ୟାଚ ଦେଖିବାକୁ ମିଳିଥିଲା । ଭାରତ ଘାତକ ବୋଲିଂ କରିଥିଲେ ମଧ୍ୟ ଶେଷ ୱିକେଟ ନେବାରେ ବିଫଳ ହୋଇଥିଲା। ମେହଦି ହାସାନ ମିର୍ଜା ଏକ ସାନଦାର ଇଂନିସ ଖେଳି ବାଂଲାଦେଶକୁ ବିଜୟ ଦେଇଥିଲେ। ବାଂଲାଦେଶ ୯ ୱିକେଟ ହରାଇ ୪୬ ଓଭରରେ ୧୮୭ କରି ଆଜିର ମ୍ୟାଚକୁ ଜିତିନେଇଛ।

ବାଂଲାଦେଶ ପକ୍ଷରୁ ଏନ୍‌.ଏଚ୍‌ ସାଣ୍ଟୋ କୌଣସି ରନ  ନ କରି ଆଉଟ ହୋଇଥିଲେ। ଅଧିନାୟକ ଲିଟନ ଦାସ ୬୩ ବଲରେ ୪୧ ରନ କରି ଆଉଟ ହୋଇଥିଲେ। ପରେ ଅନାମୁଲ ହକ ୨୯ ବଲରେ ୧୪ ରନ କରି ଆଉଟ ହୋଇଥିବା ବେଳ ସାକିବ ଅଲ୍‌ ହାସନ ୩୮ ବଲରେ ୨୯ ରନ କରି ଆଉଟ ହୋଇଥିଲେ । ମୁସଫିକର ରହିମ ୪୫ ବଲରେ ୧୮ ରନ କରି ଆଉଟ ହୋଇଥିଲେ। ମହମୁଦୁଲ୍ଲା ମଧ୍ଯ ୩୫ ବଲରେ ୧୪ ରନ କରି ଆଉଟ ହୋଇଥିଲେ। ମେହଦି ହାସାନ ମିର୍ଜା ଓ ଅଫିଫ୍ ହୋସେନ ପାରିକୁ ସମ୍ଭାଳିଥିଲେ। ପରେ ଅଫିଫ୍ ୧୨ ବଲରେ ୬ ରନ କରି ଆଉଟ ହୋଇଥିଲେ। ଇବାଦତ ହୋସେନ ଓ ହାସାନ ମହମ୍ମଦ କୌଣସି ରନ ନ କରି ଆଉଟ ହୋଇଥିଲେ। ମୁସ୍ତାଫିଜୁର ରେହମାନ ଓ ମେହଦି ହାସାନ ମିର୍ଜା ପାରିର ଶେଷ ଭାଗ ସମ୍ଭାଳିଥିଲେ। ମେହଦି ହାସାନ ମିର୍ଜା ଏକ ମ୍ୟାଚ ଉଇନିଂ ପାରି ଖେଳିଥିଲେ। ମେହଦି ହାସାନ ମିର୍ଜା ୩୯ ବଲରେ ୩୮ ରନ କରି ଅପରାଜିତ ରହିଥିଲେ। ମୁସ୍ତାଫିଜୁର ରେହମାନ ୧୧ ବଲରେ ୧୦ ରନ କରି ଅପରାଜିତ ରହିଥିଲେ।

ଭାରତୀୟ ଟିମ୍‌  ପକ୍ଷରୁ ସର୍ବାଧିକ ୱିକେଟ ମହମ୍ମଦ ସିରାଜ ୩ଟି ୱିକେଟ ନେଇଥିଲେ। କୁଳଦୀପ ସେନ୍‌ ଓ  ୱାସିଂଟନ ସୁନ୍ଦର ୨ଟି ଲେଖାଏଁ ୱିକେଟ ନେଇଥିଲେ। ସେହିପରି ସୁର୍ଦଲ ଠାକୁର ଓ ଦୀପକ ଚହର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

ଆଜି ଭାରତ-ୱେଷ୍ଟଇଣ୍ଡିଜ୍‍ ପ୍ରଥମ ଦିନିକିଆ: ଧାୱନଙ୍କ ଲାଗି ନୂଆ ଚ୍ୟାଲେଞ୍ଜ୍‍
ପୋର୍ଟ ଅଫ ସ୍ପେନ୍‍: ଏକ ୩ ମ୍ୟାଚ ବିଶିଷ୍ଟ ଦିନିକିଆ କ୍ରିକେଟ ସିରିଜରେ ଭାରତ ଓ ଘରୋଇ ୱେଷ୍ଟଇଣ୍ଡିଜ୍‍ ପରସ୍ପରକୁ ଭେଟବେ। ଶୁକ୍ରବାର ସ୍ଥାନୀୟ କୁଇନ୍ସ ପାର୍କ ଓଭାଲ ଗ୍ରାଉଣ୍ଡରେ ଅଭିଜ୍ଞ ଓପନର ଶିଖର ଧାୱନଙ୍କ ନେତୃତ୍ୱାଧିନ ଭାରତ ନିକୋଲାସ ପୁରନଙ୍କ ୱେଷ୍ଟଇଣ୍ଡିଜ ଦଳକୁ ଭେଟିବ। କେବଳ ଦିନିକିଆ ଖେଳୁଥିବା ଧାୱନ ତାରକା ଖେଳାଳିମାନଙ୍କ ଅନୁପସ୍ଥିତିରେ ଭାରତର ନେତୃତ୍ୱ ନେଉଛନ୍ତି।

ଗତ ଫେବୃୟାରୟୀରେ ୱେଷ୍ଟଇଣ୍ଡିଜ ଭାରତ ଗସ୍ତରେ ଆସି ୩ଟି ଲେଖାଏ ଦିନିକିଆ ଓ ଟି-୨୦ ମ୍ୟାଚ୍‍ ଖେଳିଥିଲା। ପୁଣିଥରେ ଦୁଇଦଳ ୩ଟି ଦିନିକିଆ ସମେତ ୫ଟି ଟି-୨୦ ମ୍ୟାଚ୍‍ରେ ମୁହାଁମୁହିଁ ହେବେ। ଆଗକୁ ଅକ୍ଟୋବରରେ ଅଷ୍ଟ୍ରେଲିଆର ଟି-୨୦ ବିଶ୍ୱକପ୍‍ ଖେଳାଯିବ। ତେଣୁ ଦିନିକିଆ ସିରିଜ ଉପରେ ସେତେଟା ଗୁରୁତ୍ୱ ଦିଆଯାଉନାହିଁ। ତେବେ ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତିରେ ଯୁବ ଖେଳାଳିମାନେ ନିଜ ଦକ୍ଷତା ତଥା ପ୍ରତିଭା ପ୍ରମାଣ କରିବାର ଭରପୁର ସୁଯୋଗ ପାଇବେ। ନିୟମିତ ଅଧିନାୟକ ରୋହିତ ଶର୍ମା ବିଶ୍ରାମ ନେଉଥିବାରୁ ଧାୱନ୍‍ କ୍ୟାରିୟରରେ ଦ୍ୱିତୀୟଥର ପାଇଁ ଭାରତ ନେତୃତ୍ୱ ନେଉଛନ୍ତି। ରୋହିତଙ୍କ ସମେତ ମହମ୍ମଦ ସାମି, ଯଶପ୍ରୀତ ବୁମ୍‍ରା, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା ଓ ବିରାଟ କୋହଲିଙ୍କ ଭଳି ତାରକା ଖେଳାଳିମାନେ ଏହି ସିରିଜରୁ ବିଶ୍ରାମ ନେଇଛନ୍ତି। ନିୟମିତ ସ୍ଥିର ପ୍ରଦର୍ଶନ କରିଆସୁଥିବା ଧାୱନଙ୍କ ଲାଗି ଉଭୟ ପ୍ରଦର୍ଶନ ଓ ନେତୃତ୍ୱ ନେଇ ଏହି ସିରିଜରେ ଚ୍ୟାଲେଞ୍ଜ ରହିଛି। ଧାୱନଙ୍କ ସହିତ ଦଳକୁ ଫେରିଥିବା ଶୁବମନ ଗିଲ ଇନିଂସ ଓପନ କରିବେ ବୋଲି ଆଶା କରାଯାଉଛି। ଦଳରେ ସ୍ଥାନ ପାଇଥିବା ଇଶାନ କିସାନ ଓ ଋତୁରାଜ ଗାଏକ୍ୱାଡ ମଧ୍ୟ ଓପନ୍‍ କରିବାର ଦକ୍ଷତା ରଖୁଛନ୍ତି। ଦଳର ମିଡଲଅର୍ଡର ନେଇ ଟିମ୍‍ ମ୍ୟାନେଜମେଣ୍ଟ ଚିନ୍ତିତ ଥିବ। ଇନ୍‍ଫର୍ମ ଦୀପକ ହୁଦା ୩ ନଂରେ ବ୍ୟାଟିଂ କରିବାକୁ ଆସିବେ। ସେହିପରି ସୂର୍ଯ୍ୟକୁମାର ଯାଦବ, ଶ୍ରେୟାସ ଆୟର ଓ ସଞ୍ଜୁ ସାମସନ ମଧ୍ୟକ୍ରମେରେ ଗୁରୁଦାୟିତ୍ୱ ବହନ କରିବେ। ହାର୍ଦ୍ଦିକଙ୍କ ଅନୁପସ୍ଥିତରେ ଶାର୍ଦ୍ଦୁଳ ଠାକୁର ଏକମାତ୍ର ପେସ୍‍ ଅଲରାଉଣ୍ଡର ଭାବେ ଦଳରେ ସ୍ଥାନ ପାଇଛନ୍ତି।

ଏଠାରେ ୩ଟି ମ୍ୟାଚ୍‍ ଖେଳାଯିବ। ପିଚ୍‍ ସ୍ପିନରଙ୍କୁ ସୁହାଉଥିବାରୁ ୟୁଜବେନ୍ଦ୍ର ଚହଲ ଓ ରବୀନ୍ଦ୍ର ଜାଡେଜା ୩ଟି ଯାକ ମ୍ୟାଚ୍‍ ଖେଳିବା ନିଶ୍ଚିତ ମନେ ହେଉଛି। ଇଂଲଣ୍ଡରେ ଦିନିକିଆ ସିରିଜ ଖେଳିପାରି ନଥିବା ଅର୍ଶଦୀପ ସିଂ ଏଠି ଦିନିକିଆ ପଦାର୍ପଣ କରିବେ। ଅପରପକ୍ଷରେ ୱେଷ୍ଟଇଣ୍ଡିଜ ଗତ ସିରିଜରେ ବାଂଲାଦେଶଠାରୁ ୩-୦ରେ ପରାସ୍ତ ହୋଇଥିଲା। ଅଲରାଉଣ୍ଡର ଜାସନ ହୋଲ୍ଡର ଦଳକୁ ଫେରିଛନ୍ତି। ଗତ କିଛି ମାସ ହେବା ଦଳ ସମ୍ପୂର୍ଣ୍ଣ ୫୦ ଓଭର ଖେଳିବାକୁ ସଂଘର୍ଷ କରୁଛି। ୨୦୧୯ ବିଶ୍ୱକପ୍‍ ପରେ ଦଳ ୩୯ଟି ମ୍ୟାଚ୍‍ ଖେଳିଥିବା ବେଳେ ୬ଥର ୫୦ ଓଭର ଖେଳିବାର ସମର୍ଥ ହୋଇଛି। ଦୁଇ ଦଳ ଏପର୍ଯ୍ୟନ୍ତ ୧୩୬ଟି ଦିନିକିଆରେ ମୁହାଁମୁହିଁ ହୋଇଛନ୍ତି। ଭାରତ ୬୭ରେ ଓ ଘରୋଇ ଦଳ ୬୩ ମ୍ୟାଚ୍‍ରେ ବିଜୟୀ ହୋଇଛନ୍ତି। ଦୁଇଟି ମ୍ୟାଚ୍‍ ଟାଇ ହୋଇଥିବା ବେଳେ ୪ଟିରେ କୌଣସି ଫଳାଫଳ ମିଳି ନ ଥିଲା। ଗତ ୫ଟି ମୁକାବିଲାରେ କିନ୍ତୁ ଭାରତ ବିଜୟୀ ହୋଇଛି।

ଭାରତୀୟ ଦଳ

ଶିଖର ଧାୱନ (ଅଧିନାୟକ), ଋତୁରାଜ ଗାଏକ୍ୱାଡ, ଶୁବମନ ଗିଲ, ଦୀପକ ହୁଦା, ସୂର୍ଯ୍ୟକୁମାର ଯାଦବ, ଶ୍ରେୟାସ ଆୟର, ଇଶାନ କିସାନ (ୱିକେଟକିପର), ସଞ୍ଜୁ ସାମସନ (ୱିକେଟକିପର), ରବୀନ୍ଦ୍ର ଜାଡେଜା (ଉପ- ଅଧିନାୟକ), ଶାର୍ଦ୍ଦୁଳ ଠାକୁର, ୟୂୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଆଭେସ ଖାନ, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ ଓ ଅର୍ଶଦୀପ ସିଂ।

ୱେଷ୍ଟଇଣ୍ଡିଜ ଦଳ

ନିକୋଲାସ ପୁରନ (ଅଧିନାୟକ), ସାଇ ହୋପ (ଉପ- ଅଧିନାୟକ), ସମରା ବ୍ରୁକ୍ସ, କିସି କାର୍ଟି, ଜାସନ ହୋଲ୍ଡର, ଅକିଲ ହୋସେନ, ଅଲଜାରୀ ଜୋସେଫ, ବ୍ରାଣ୍ଡନ କିଙ୍ଗ୍‍, କାଏଲ ମେୟର୍ସ, ଗୁଡାକେଶ ମୋଟି, କିମୋ ପଲ, ରୋଭମାନ ପାୱେଲ ଓ ଜେଡେନ ସିଲ୍ସ।

ଭାରତ ଓ ଇଂଲଣ୍ଡ ପ୍ରଥମ ଦିନିକିଆ: ଭାରତର ସହଜ ବିଜୟ
ଲଣ୍ଡନ:  ଭାରତ ଓ ଇଂଲଣ୍ଡ ମଧ୍ୟରେ ୩ ମ୍ୟାଚ୍‍ ବିଶିଷ୍ଟ ଦିନିକିଆ ସିରିଜ୍‍ ଆରମ୍ଭ ହୋଇଛି। ପ୍ରଥମ ମ୍ଯାଚରେ ଭାରତର ସହଜ ବିଜୟ ହୋଇଛି। ଆଜିର ମ୍ଯାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଭାରତର ବୋଲିଂ ବାହିନୀ ଆଗରେ ଇଂଲଣ୍ଡ ବ୍ଯଟ୍ସ ମ୍ଯାନ ମାନେ ଧରାଶୟୀ ହୋଇଥିଲେ। ଫଳରେ ଇଂଲଣ୍ଡର ବ୍ଯାଟିଂ ବିପର୍ଯ୍ଯୟ ଘଟିଥିଲା। ଇଂଲଣ୍ଡ ୨୫ ଓଭର ୨ଟି ବଲରେ ୧୦ ୱିକେଟ ହରାଇ ୧୧୦ରନ କରିଥିଲା। ଏହି ମ୍ଯାଚ ଜିତିବାକୁ ହେଲେ ଭାରତକୁ ୧୧୧ ରନ ଆବଶ୍ୟକ ରହିଥିଲା।

ଭାରତ ପକ୍ଷରୁ ରୋହିତ ଶର୍ମା ଓ ଶିଖର ଧାୱନ ଅପରାଜିତ ରହି ଏହି ମ୍ଯାଚକୁ  ୧୮ ଓଭର ୪ଟି ବଲରେ ଜିତାଇ ଦେଇଥିଲେ। ଫଳରେ ଭାରତ ୧୦ ୱିକଟରେ ଏହି ମ୍ଯାଚକୁ ଜିତି ନେଇଛି। ରୋହିତ ଶର୍ମା ୫୮ ବଲରେ ୭୬ ରନ କରିଥିବା ବେଳେ ଶିଖର ୫୪ ବଲରେ ୩୧ ରନ କରି ଅପରାଜିତ ରହିଥିଲେ।

ପ୍ରଥମ ଦିନିକିଆ: ଭାରତର ବୋଲିଂ ବାହିନୀ ଆଗରେ ଇଂଲଣ୍ଡ ଧରାଶୟୀ, ୧୧୦ ରନରେ ଅଲଆଉଟ୍ ହେଲା ଇଂଲଣ୍ଡ
ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ୩ ମ୍ୟାଚ୍‍ ବିଶିଷ୍ଟ ଟି-୨୦ ସିରିଜ୍‍ ରବିବାର ଶେଷ ହେବା ପରେ ଆଜି ଠାରୁ ଦୁଇ ପ୍ରତିଦ୍ୱନ୍ଦ୍ୱୀ ମଧ୍ୟରେ ୩ ମ୍ୟାଚ୍‍ ବିଶିଷ୍ଟ ଦିନିକିଆ ସିରିଜ୍‍ ଆରମ୍ଭ  ହୋଇଛି। ଆଜିର ମ୍ଯାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଭାରତର ବୋଲିଂ ବାହିନୀ ଆଗରେ ଇଂଲଣ୍ଡ ବ୍ଯଟ୍ସ ମ୍ଯାନ ମାନେ ଧରାଶୟୀ ହୋଇଥିଲେ। ଫଳରେ ଇଂଲଣ୍ଡର ବ୍ଯାଟିଂ ବିପର୍ଯ୍ଯୟ ଘଟିଥିଲା। ଇଂଲଣ୍ଡ ୨୫ ଓଭର ୨ଟି ବଲରେ ୧୦ ୱିକେଟ ହରାଇ ୧୧୦ରନ କରିଛି। ଏହି ମ୍ଯାଚ ଜିତିବାକୁ ହେଲେ ଭାରତକୁ ୧୧୧ ରନ ଆବଶ୍ୟକ ରହିଛି।

ଇଂଲଣ୍ଡ ପକ୍ଷରୁ,  ଜେସନ ରୟ ୫ବଲ ଖେଳି କୌଣସି ରନ ନ କରି ଆଉଟ ହୋଇଥିଲେ। ଏହା ପରେ ବେୟାରଷ୍ଟୋ ୨୦ ବଲରେ ୭ ରନ କରି ଆଉଟ ହୋଇଥିଲେ। ଜୋ ରୁ୍‍ଟ୍‍ ଓ ବେନ୍‍ ଷ୍ଟୋକ୍ସ ଖାତା ଖୋଲି ପାରି ନ ଥିଲେ। ଅଧିନାୟକ ଜୋଶ ବଟ୍ଟଲର ୩୨ ବଲରେ ୩୦ ରନ କରି ଆଉଟ ହୋଇଥିଲେ। ଲିଆମ ଲିଭିଙ୍ଗଷ୍ଟୋନ୍‍ ମଧ୍ଯ କୌଣସି ରନ ନ କରି ଆଉଟ ହୋଇଥିଲେ। ମୋଇନ୍‍ ଅଲ୍ଲୀ ୧୮ ବଲରେ ୧୪ ରନ କରି ଆଉଟ ହୋଇଥିବା ବେଳେ କ୍ରେଗ୍‍ ଓଭରଟନ ୭ ବଲରେ ୮ ରନ କରି ଆଉଟ ହୋଇଥିଲେ। ଏହାପରେ ବ୍ରାଏଡନ କାରସେ ୧୫ ବଲରେ ୨୬ ରନ କରି ଆଉଟ ହୋଇଥିଲେ।  ଡେଭିଡ୍‍ ୱିଲୀ ୨୬ ବଲରୋ ୨୧ ରନ କରି ଆଉଟ ହୋଇଥିବା ବେଳେ ରିସି ଟୋପ୍‍ଲେ ୭ ବଲରେ ୬ରନ କରି ଅପରାଜିତ ରହିଥିଲେ।

ଭାରତ ପକ୍ଷରୁ ଯଶପ୍ରୀତ୍‍ ବୁମ୍‍ରା ସର୍ବାଧିକ ୬ ଟି ୱିକେଟ ନେଇଥିବା ବେଳେ ମହମ୍ମଦ୍‍ ସାମି ୩ଟି ୱିକେଟ ନେଇଥିଲେ। ସେହିପରି ପ୍ରସିଦ୍ଧ କ୍ରିଷ୍ଣା ଗୋଟିଏ ୱିକେଟ ନେଇଥିଲେ।