Amar Prasad Satpathy - The Sakala
ସଂସଦ ଭବନ ଉଦଘାଟନ ସମାରୋହକୁ ନେଇ ବିଜେଡି ବିଧାୟକ ଅମର ଶତପଥୀଙ୍କ ପ୍ରତିକ୍ରିୟା
ଭୁବନେଶ୍ୱର: ବିଜେଡି ସ୍ପଷ୍ଟ କରିଛି କାହିଁକି ସାମିଲ ହେବ। ଏହା ଏକ ସାମ୍ବିଧାନିକ ଉତ୍ସବ। ଏଥିରେ ରାଜନୀତି ହେବା ଉଚିତ ନୁହେଁ। ରାଜନୀତି ଅନ୍ୟ ଦିନରେ ହେବା କଥା। ଆମେ ସମ୍ବିଧାନକୁ ସମ୍ମାନ ଦେଉଛି, ଲୋକତନ୍ତ୍ର ସମ୍ମାନ ଦେଉଛି। ଆମେ ସବୁବେଳେ କେଦ୍ର ସରକାରଙ୍କୁ ପ୍ରସଙ୍ଗ ଭିତ୍ତିକ ସମର୍ଥନ ଦେଇଛୁ। ପ୍ରସଙ୍ଗ ବିହୀନ କଥାକୁ ପ୍ରସଙ୍ଗ କରାଯାଉଛି। ସାମ୍ବିଧାନିକ ବ୍ୟବସ୍ଥାକୁ ବିଜେଡି ସବୁବେଳେ ସମ୍ମାନ ଦିଏ। ଅମର ଶତପଥୀ ବିଜେଡି ବିଧାୟକ।
ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବସ ଯୋଜନା ନେଇ ବିଜେପିର ପ୍ରେସମିଟ ଉପରେ ବିଜେଡିର ପ୍ରତିକ୍ରିୟା ରଖିଛି।  ଡାହାଣୀ ହୋଇ ଲାଗିବା ଗୁଣିଆ ହୋଇ ଝାଡ଼ିବା ଭଳି କାମ କେନ୍ଦ୍ର ସରକାର କରୁଛନ୍ତି । ବହୁତ ଦିନ ହେବ ସାଇଟ ଖୋଲିଲେନି । ପରେ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଲେଖିବା ପରେ ୯ ଲକ୍ଷ ୫୯  ହଜାର ଘର ଦେଲେ । କିନ୍ତୁ ତା ପରେ ଗାଇଡ଼ ଲାଇନ ପରିବର୍ତ୍ତନ କଲେ । ଯାହା ଦ୍ୱାରା ଅନେକ ଯୋଗ୍ୟ ହିତାଧିକାରୀ ଘର ପାଇବା ସମ୍ଭବ ହେଉ ନାହିଁ । ତେଣୁ ଯୋଗ୍ୟ ହିତାଧିକାରୀ ବାଛିବା କଷ୍ଟକର ହେଉଛି । କେବଳ ପ୍ରଚାର ସର୍ବସ୍ୱ ହେଇ ପରୋକ୍ଷରେ ଚାହୁଁଛନ୍ତି କେମିତି ଘର ନ ମିଳୁ । ଗରିବ ଲୋକ ଘର ନ ପାଆନ୍ତୁ ସେଥିପାଇଁ କେନ୍ଦ୍ର ସରକାର ଏକ ସୁ ଚିନ୍ତିତ ଷଡ଼ଯନ୍ତ୍ର କରିଛନ୍ତି। ଦୁର୍ନୀତି ନେଇ ଯେଉଁ ଅଭିଯୋଗ ଆଣୁଛନ୍ତି ତାଙ୍କ ର କେନ୍ଦ୍ରୀୟ ଟିମ ଆସିଥିଲା ଆକ୍ସନ ନିଅନ୍ତୁ । କିନ୍ତୁ ଦୁର୍ନୀତି ନାଁ ରେ ସମୟ ନ ଗଡ଼ାନ୍ତୁ । ଯେଉଁଠି ଦୁର୍ନୀତି ସେଠି ଆକ୍ସନହେଉ । କେବଳ ଦୁର୍ନୀତି କଥା କହି ଓଡିଶାକୁ ବଦନାମ କରୁଛନ୍ତି କିନ୍ତୁ ନିର୍ଦ୍ଦିଷ୍ଟ ଅଭିଯୋଗ ରଖୁ ନାହାନ୍ତି ।
ଓଡ଼ିଶାରେ କେନ୍ଦ୍ରୀୟ ଯୋଜନାର ହରିଲୁଟ ହେଉଥିବା କେନ୍ଦ୍ର ମନ୍ତ୍ରୀଙ୍କ ଅଭିଯୋଗ ଉପରେ ବିଜେଡି ପ୍ରତିକ୍ରିୟା ରଖିଛି । ପୂର୍ବରୁ ଯେଉଁ ରେସିଓରେ ଅର୍ଥ ମିଳୁଥିଲା ତାକୁ ପରିବର୍ତ୍ତନ କଲେ। ଲୋକଙ୍କ ପାଖରେ ଯେହେତୁ ସତ୍ୟ ଅଛି ତେଣୁ ଫଳାଫଳ ତାଙ୍କ ସପକ୍ଷରେ ଯାଉନି। ସବୁ ଅଭିଯୋଗ ଗୁଡିକ ଅମୂଳକ  ବୋଲି ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି
ବିଧାନସଭା ଅଧିବେଶନର ୪ର୍ଥ ଦିନ: ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଆଣିଲେ ବିଜେଡି ବିଧାୟକ ଅମର ଶତପଥୀ
ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେଶନର ଚତୁର୍ଥ ଦିନ । ପ୍ରଥମ ପର୍ଯ୍ଯାୟରେ ଗୃହକାର୍ଯ୍ଯ ଚଳାଇ ଦେଲେନି ବିରୋଧୀ । ଆଜି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ କଂଗ୍ରେସ ଓ ବିଜେପି ସଦସ୍ୟମାନେ ବିଭିନ୍ନ ପ୍ରସଙ୍ଗରେ ଗୃହର ମଧ୍ୟଭାଗକୁ ଆସି କରିଥିଲେ ହୋହଲ୍ଲା । ବାଚସ୍ପତିଙ୍କ ବାରମ୍ବାର ଅନୁରୋଧ ସତ୍ତ୍ବେ ସେମାନେ ଗୃହକାର୍ୟ୍ୟ କରାଇ ଦେଇନଥିଲେ । ଫଳରେ ବାଚସ୍ପତି ଗୃହକୁ ଦିନ ୧୧ଟା ୩୦ ଯାଏ ମୁଲତବି ରଖିଥିଲେ । ପରେ ଗୃହକାର୍ଯ୍ଯ ସ୍ବାଭାବିକ ହୋଇଥିଲା ।
ସେପଟେ ଗୃହରେ ସ୍ବାଧୀକାର ଭଙ୍ଗ ପ୍ରସ୍ତାବ ଆଣିଲେ ବିଜେଡି ବିଧାୟକ ଅମର ଶତପଥୀ । ଆଜି ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶ ପାଇଥିବା ଖବର ନେଇ ଆପତ୍ତି ଉଠାଇଥିଲେ ବିଧାୟକ । ଏହାକୁ ଗୃହ ବିବରଣୀରୁ ବାଦ ଦେବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ । ହେଲେ ଏହା କେମିତି ପ୍ରକାଶ ପାଇଲା ? ସେହିପରି ‘ଓଟିଭି’ ବି କିପରି ଖବର ପ୍ରସାରଣ କଲା ବୋଲି ସେ ପ୍ରଶ୍ନ କରିଥିଲେ । ଏନେଇ ଖବରର ପୃଷ୍ଠା ଓ ଓଟିଭି କ୍ଲିପଙ୍ଗ ବିଧାନସଭା ସଚିବଙ୍କ ପାଖରେ ଦାଖଲ କରିଛନ୍ତି ଅମର । ଗୃହର ମର୍ଯ୍ଯାଦା ପାଇଁ ଏହା ଉପରେ ଆଲୋଚନା କରି ଅନ୍ୟ ପ୍ରସଙ୍ଗ ବନ୍ଦ କରିବାକୁ ସେ ଦାବି କରିବା ପରେ ତାଙ୍କୁ ସମସ୍ତ ବିଜେଡି ସଦସ୍ୟ ସମର୍ଥନ କରିଥିଲେ ।