Odisha Andhra Border - The Sakala

ଟ୍ରକ- ଅଟୋ ମୁଁହାମୁହିଁ ଧକ୍କା: ୫ମୃତ, ୩ ଗୁରୁତର
ରାୟଗଡା: ଆନ୍ଧ୍ର-ଓଡିଶା ସୀମାନ୍ତରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।  କେରେଡା ଠାରୁ ୪  କିମି ଦୂରରେ ଟ୍ରକ ଓ ଅଟୋ ମଧ୍ୟରେ ମୁଁହାମୁହିଁ ଧକ୍କା ହୋଇଛି। ଏହି ଧକ୍କାରେ ଅଟୋରେ ଥିବା ୮ ଜଣଙ୍କ ମଧ୍ୟରୁ ୫ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ୩ ଜଣଙ୍କୁ ଉଦ୍ଧାର କରାଯାଇ ପାର୍ବତୀପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣି ମନ୍ଦିର ଦର୍ଶନ ସାରି ନିଜ ଗାଁକୁ ଅଟୋ ସାହାଯ୍ୟରେ ଫେରୁଥିଲେ । ଅଟୋରେ ଥିବା ସମସ୍ତ ୮ ଜଣ ଆନ୍ଧ୍ରର କୋମରଡା ବ୍ଲକର ବାଙ୍ଗାରମମା ଗାଁର ବୋଲି ଜଣାପଡିଛି ।