Tata Motors - The Sakala

ବିଶ୍ବବିଜୟିନୀଙ୍କ ପାଇଁ ଟାଟା ମୋଟର୍ସର ବଡ଼ ଉପହାର; ମହିଳା ବିଶ୍ବ ଚାମ୍ପିଅନ ଟିମର ପ୍ରତି ଖେଳାଳିଙ୍କୁ ମିଳିବ ୨୫ ଲକ୍ଷର କାର୍....
ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଟିମକୁ ଟାଟା ମୋଟର୍ସ ଦେବ ଖୁବ୍ ସୁନ୍ଦର ଉପହାର। କ୍ରିକେଟରେ ଐତିହାସିକ ବିଜୟ ପରେ ନୂଆ ଲଞ୍ଚ ହେବାକୁ ଥିବା ଟାଟା ସିଏରା ଉପହାର ରୂପରେ ଦେବ ବୋଲି ଘୋଷଣା କରିଛି କମ୍ପାନି। ଟାଟା ସିଏରା ୨୫ ନଭେମ୍ବର, ୨୦୨୫ରେ ଲଞ୍ଚ ହେବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଟାଟା ମୋଟର୍ସ ଘୋଷଣା କରିଛି ଯେ, ଭାରତୀୟ ମହିଳା କ୍ରିକେଟ ଦଳକୁ ଟାଟା ସିଏରାର ପ୍ରଥମ ପିଢ଼ି ଉପହାର ଦିଆଯିବ।

ମହିଳା କ୍ରିକେଟ ଖେଳାଳିମାନେ ଭାରତପାଇଁ ଗର୍ବ ଆଣିଛନ୍ତି। ନିଜର ଅଦମ୍ୟ ସାହାସ ବଳରେ ନଭେମ୍ବର ୨ ତାରିଖରେ ଅନୁଷ୍ଠିତ ମହିଳା ବିଶ୍ୱକପ୍ ଫାଇନାଲରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ପରାସ୍ତ କରିଥିଲା। ପ୍ରଥମ ଥର ପାଇଁ ଭାରତୀୟ ମହିଳା ଦଳ ବିଶ୍ୱକପ୍ ଜିତିଥିଲେ। ଏହି ଉପଲକ୍ଷେ ଭାରତୀୟ ମହିଳା କ୍ରିକେଟ ଦଳର ଐତିହାସିକ ବିଜୟକୁ ପାଳନ କରିବା ପାଇଁ ଟାଟା ମୋଟର୍ସ ପାସେଞ୍ଜର ଭେଇକିଲ୍ସ ଏକ ଅନନ୍ୟ ପଦକ୍ଷେପ ନେଇଛି। କମ୍ପାନି ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ଖୁବ୍ ଶୀଘ୍ର ଲଞ୍ଚ ହେବାକୁ ଥିବା ନୂତନ ଟାଟା ସିଏରା ଏସୟୁଭି ଉପହାର ଦେବ ବୋଲି ନିଷ୍ପତ୍ତି ନେଇଛି। ଏହା କେବଳ ଏକ ଉପହାର ନୁହେଁ, ବରଂ ସେମାନଙ୍କର ଅଦମ୍ୟ ସାହସ, ସମର୍ପଣ ଏବଂ ଦେଶପ୍ରେମ ପ୍ରତି ଏକ ଶ୍ରଦ୍ଧାଞ୍ଜଳି ହେବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି ।

ଇଭି କ୍ଷେତ୍ରରେ ସବୁଠୁ ବଡ଼ ଚୁକ୍ତି: ଉବରକୁ ୨୫ ହଜାର ଇଲେକ୍ଟ୍ରିକ୍ କାର୍‌ ଯୋଗାଇବ ଟାଟା ମୋଟର୍ସ
ନୂଆଦିଲ୍ଳୀ: ଉବରକୁ ୨୫ ହଜାର ଇଭି କାର୍‌ ଯୋଗାଇବ ଟାଟା ମୋଟର୍ସ। ଟାଟା ମୋଟର୍ସ ଏହାର ନୂଆ ଇଭି ଏକ୍ସପ୍ରେଷ୍ଟର ୨୫ ହଜାର ୟୁନିଟ୍‌ ୟୁବରକୁ ଯୋଗାଇବାକୁ ଯାଉଛି। ସୋମବାର ଟାଟା ମୋଟର୍ସ ଏବଂ ଉବର ତରଫରୁ ଏକ ମିଳିତ ବିବୃତ୍ତିରେ ସୂଚନା ଦିଆଯାଇଛି। ଏହି କାରବାରକୁ ଇଭି ଯାନ କ୍ଷେତ୍ରରେ ଆଜି ପର୍ଯ୍ୟନ୍ତ ହୋଇଥିବା ସବୁଠୁ ବଡ଼ ଚୁକ୍ତି ବୋଲି କୁହାଯାଉଛି।

ଉଭୟ କମ୍ପାନୀଙ୍କ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ, ଉବର ଏହି ଇଭି କାର୍‌କୁ ଏହାର ପ୍ରିମିୟମ ସେବାରେ ରଖିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ଦିଲ୍ଲୀ ଏନ୍‌ସିଆର, ମୁମ୍ବାଇ, କୋଲକାତା, ଚେନ୍ନାଇ, ହାଇଦ୍ରାବାଦ, ବେଙ୍ଗାଲୁରୁ ଏବଂ ଅହମ୍ମଦାବାଦରେ ଏହି ଇଭି କାର୍‌ ସେବା ଯୋଗାଇବ। ପର୍ଯ୍ୟାୟକ୍ରମେ ୟୁବରକୁ ଏହି ସବୁ ଯାନଗୁଡ଼ିକ ହସ୍ତାନ୍ତର କରାଯିବ। ଯାହାକି ଚଳିତ ମାସରୁ ହିଁ ଆରମ୍ଭ ହେବ। ତେବେ ଏ ନେଇ କେତେ ଟଙ୍କାର ଚୁକ୍ତି ହୋଇଛି ତାହା ଜଣାପଡ଼ିନାହିଁ। ଏକ୍ସପ୍ରେଷ୍ଟର ପ୍ରତି ୟୁନିଟ୍‌ର ମୂଲ୍ୟ ୧୩.୦୪ ଲକ୍ଷ(ଏକ୍ସ-ସୋରୁମ ଦିଲ୍ଲୀ)ରୁ ଆରମ୍ଭ ହେଉଛି। ଏକ୍ସପ୍ରେଷ୍ଟର (ଏକ୍ସ ସୋ-ରୁମ୍‌)ର ପ୍ରତି ୟୁନିଟ୍ ୨୭୭ ରୁ ୩୧୫ କିମିର ରେଞ୍ଜ ଦେଇଥାଏ।