AssemblySession - The Sakala

ବିଧାନସଭା ଆରମ୍ଭରୁ ହଙ୍ଗାମା, ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ
ଭୁବନେଶ୍ୱର: ବିଧାନସଭା ଆରମ୍ଭରୁ ହଙ୍ଗାମା, ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଲେ ବାଚସ୍ପତି। ଗୃହ ମଧ୍ୟ ଭାଗକୁ ଆସି ହଙ୍ଗାମା କଲେ ବିଜେପି ଓ କଂଗ୍ରେସ ସଦସ୍ୟ। ପ୍ରଶ୍ନକାଳ ବାତିଲ କରି ମହାନଦୀ ସମ୍ପର୍କରେ ଆଲୋଚନା ଦାବି କଲେ କଂଗ୍ରେସ ଓ ବିଜେପି। ବିରୋଧୀ ସଦସ୍ୟଙ୍କ ଏଭଳି ପ୍ରତିବାଦକୁ ବିରୋଧ କରିଥିଲା ବିଜେଡି। ବିଜେପି ଓ କଂଗ୍ରେସ ଭାଇ ଭାଇ ବୋଲି କହିଛି ବିଜେଡି। ଦୁଇ ଦଳ ମିଶି ଗୃହକୁ ଚଳାଇ ଦେଉନାହାନ୍ତି। ସେପଟେ ବାଚସ୍ପତି ସଦସ୍ୟଙ୍କୁ ଅନୁରୋଧ କରିଥିଲେ ମଧ୍ୟ କେହି ବି ନିଜ ଆସନକୁ ଯାଇନଥିଲେ। ଫଳରେ ଗୃହକୁ ମୁଲତବି କରିଥିଲେ ବାଚସ୍ପତି।

ଦିବଂଗତ ବିଧାୟକ ନବ ଦାସଙ୍କ ସମ୍ମାନରେ ବନ୍ଦ ରହିଲା ଆଜିର ଗୃହ କାର୍ଯ୍ୟ
ଭୁବନେଶ୍ବର: ଦିବଂଗତ ବିଧାୟକ ନବ ଦାସଙ୍କ ସମ୍ମାନରେ ଆଜିର ଗୃହ କାର୍ଯ୍ୟ ବନ୍ଦ ରହିଲା। ଆସନ୍ତାକାଲି ଦିନ ୧୦ଟା ୩୦ ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ବିକ୍ରମ ଆରୁଖ ।

ଗୃହରେ ଦିବଂଗତ ମନ୍ତ୍ରୀ ଓ ବିଧାୟକଙ୍କ ଉଦେଶ୍ୟରେ ପ୍ରଥମେ ଗୃହରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦିବଙ୍ଗତ ସଦସ୍ୟ ନବକିଶୋର ଦାସ, ଗଙ୍ଗାଧର ଦାସ ଓ ଅର୍ଜୁନ ଚରଣ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ନବଦାସଙ୍କ ଦେହାନ୍ତଙ୍କୁ ନେଇ ମର୍ମାହତ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ଓଡିଶାରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ପାଇଁ ସ୍ୱର୍ଗତ ଦାସଙ୍କ ଅବଦାନ ଅତୁଳନୀୟ । କୋଭିଡ ମହାମାରୀ ସମୟରେ ଓଡିଶାରେ ଯେପରି ଭାବରେ ପରିଚାଳନା କରିଛନ୍ତି ତାହା ସର୍ବଦା ମନେ ରହିବ। ମେଡିକାଲ କଲେଜ ନିର୍ମାଣ ଠାରୁ କୋଭିଡ ପରିଚାଳନାରେ ନବଦାସଙ୍କ ଭୂମିକା ରାଜ୍ୟବାସୀଙ୍କ ମନରେ ସର୍ବଦା ମନେ ରହିବ ବୋଲି ଉଲ୍ଲେଖ କରିଥିଲେ ମୁଖ୍ୟମନ୍ତ୍ରୀ ।

ଏହି ଶୋକ ପ୍ରସ୍ତାବକୁ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ସମର୍ଥନ କରିଥିଲେ। ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବାମପନ୍ଥୀ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଶୋକ ପ୍ରସ୍ତାବକୁ ସମର୍ଥନ କରିଥିଲେ। ପରେ ବାଚସ୍ପତି ବିକ୍ରମ ଆରୁଖ ଏହି ଶୋକ ପ୍ରସ୍ତାବକୁ ଗ୍ରହଣ କରିଥିଲେ। ଦିବଂଗତ ସଦସ୍ୟଙ୍କ ଉଦେଶ୍ୟରେ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ ସମସ୍ତ ବିଧାୟକ । ଏହାପରେ ଦିବଂଗତ ବିଧାୟକ ନବ ଦାସଙ୍କ ସମ୍ମାନରେ ଆସନ୍ତାକିଲା ଦିନ ୧୦ଟା ୩୦ ଯାଏ ଗୃହକୁ ମୁଳତବୀ ଘୋଷଣା କରିଥିଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ।

ଆରମ୍ଭ ହେଲା ବିଧାନସଭାର ବଜେଟ ଅଧିବେଶନ: ଅଭିଭାଷଣରେ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନକୁ ବର୍ଣ୍ଣନା କଲେ ରାଜ୍ୟପାଳ
ଭୁବନେଶ୍ୱର: ରାଜ୍ୟ ଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ଏହାପୂର୍ବରୁ ପ୍ରଥମେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା। ବିଧାନସଭାରେ ସର୍ବପ୍ରଥମେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗୃହରେ ଅଭିଭାଷଣ ରଖିଛନ୍ତି।  ଅଭିଭାଷଣ ସମୟରେ ବିଜେପି ଓ କଂଗ୍ରେସ କକ୍ଷ ତ୍ୟାଗ କରିଥିଲେ।

ଗୃହରେ ରାଜ୍ୟପାଳ ଦିବଙ୍ଗତ ନେତାମାନଙ୍କର ଶୋକ ପ୍ରସ୍ତାବ ଆଗତ କରିଥିଲେ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସଂପର୍କରେ ସୂଚନା ଦେଇଛନ୍ତି। ରାଜ୍ୟ ସରକାର ସୁଚାରୁ ରୂପେ ବିଶ୍ବକପ୍ ହକିର ଆୟୋଜନ କରିଥିବା ନେଇ ବି କହିଛନ୍ତି ରାଜ୍ୟପାଳ। ରାଜ୍ୟରେ ଲଗାତାର ଭବେ ହକି ବିଶ୍ୱ କପ୍ ଆୟୋଜିତ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଜ୍ୟପାଳ । ହକି କ୍ଷେତ୍ରରେ ରାଜ୍ୟକୁ ଆଗେଇ ନେଇ ଖେଳାଳିଙ୍କୁ ପ୍ରୋତ୍ସାହିତ କରିବାକୁ ରାଜ୍ୟରେ ସିନ୍ଥେଟିକ୍ ଟର୍ଫ ସୁବିଧା ସହ ୨୦ଟି ହକି ପ୍ରଶିକ୍ଷଣ କେନ୍ଦ୍ର ନିର୍ମାଣ କରାଯାଇଛି । ଆଗାମୀ ଦିନରେ ରାଜ୍ୟରେ ଶ୍ରେଷ୍ଠ କ୍ରୀଡାବିତ୍ ସୃଷ୍ଟି କରିବାକୁ ରାଜ୍ୟ ସରକାର କ୍ରୀଡ ଭିତ୍ତିଭୂମିରେ ବ୍ୟାପକ ପରିବର୍ତ୍ତନ ଆଣିଛନ୍ତି । ଓଡିଶାର ଆତିଥ୍ୟକୁ ବିଶ୍ୱ ସ୍ତରୀୟ ଖେଳାଳି ଭୂରି ପ୍ରଶଂସା କରିବା ଓଡିଶା ପାଇ ବଡ କଥା ବୋଲି ରାଜ୍ୟପାଳ କହିଛନ୍ତି ।

ରାଜ୍ୟପାଳ କହଛନ୍ତି ଯେ,‘ଓଡିଶା ଏବେ କ୍ରୀଡା କ୍ଷେତ୍ରରେ ଉକ୍ରୃଷ୍ଟ ପ୍ରଦର୍ଶନ କ୍ଷେତ୍ର ପାଲଟି ପାରିଛି । ବିଶ୍ୱସ୍ତରୀୟ କ୍ରୀଡା ଭିତ୍ତିଭୂମି ପ୍ରତିଷ୍ଠା ସହ ଓଡିଶା ଏକ ଅନ୍ତର୍ଜାତୀୟ କ୍ରୀଡା ସ୍ଥଳୀ ଭାବେ ଉଭା ହୋଇଛି । ୨୦୨୨ରେ ଭୁବନେଶ୍ୱରରେ ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପ୍ ଆୟୋଜିତ ହୋଇଥିଲା । ଏହା ରାଜ୍ୟରେ ଫୁଲବଲ ଖେଳକୁ ବଡ ପ୍ରୋତ୍ସାହନ ଦେଇଛି । ସବୁଠ ବଡ କଥା ହେଲା ପିଲାଙ୍କ ମଧ୍ୟରେ ଫୁଟବଲ ଖେଳକୁ ପ୍ରୋତ୍ସାହିତ କରିବାକୁ ରାଜ୍ୟ ସାରା ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ୪୩ ହଜାରରୁ ଅଧିକ ଫୁଟବଲ ବଣ୍ଟାଯାଇଛି ।

ସେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସଫଳତା କଥା ବି କହିଛନ୍ତି। ରାଜ୍ୟପାଳ କହିଛନ୍ତି, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଚିକିତ୍ସା କ୍ଷେତ୍ରରେ ସହାୟକ ହେଉଛି। ସ୍ବାସ୍ଥ୍ୟକ୍ଷେତ୍ରରେ ଓଡ଼ିଶାର ଅଭୂତପୂର୍ବ ଅଗ୍ରଗତି ହୋଇଛି। କ୍ୟାନସର ରୋଗୀଙ୍କୁ ମିଳିବ ମାଗଣାରେ ପିଇଟି-ସିଟି ସ୍କାନ ସୁବିଧା। ନୂଆ ଡାକ୍ତର ଓ ପାରାମେଡିକାଲ ପଦବୀ ସୃଷ୍ଟି କରାଯିବ। ମେକ୍ ଇନ୍ ଓଡ଼ିଶା କନକ୍ଲେଭର ସଫଳତା ବି ବଖାଣିଛନ୍ତି। ଓଡ଼ିଶା ଏବେ ଖାଦ୍ୟଶସ୍ୟ ଉତ୍ପାଦନରେ ବଳକା ରାଜ୍ୟ ହୋଇଛି। ଧାନ ଉତ୍ପାଦନରେ ଓଡ଼ିଶା ଏବେ ସର୍ବାଗ୍ରେ ରହିଛି। ଶିଳ୍ପ କ୍ଷେତ୍ରରେ ପୂର୍ବ ଭାରତରେ ଓଡ଼ିଶା ଆଗୁଆ। ୫ଟି ଓ ମୋ ସରକାର ଶାସନ ବ୍ୟବସ୍ଥାକୁ ସୁଦୃଢ କରିଛି ବୋଲି ସେ କହିଛନ୍ତି।

ମୁକ୍ତା ଯୋଜନାକୁ ପ୍ରଶଂସା କରିଛନ୍ତି ରାଜ୍ୟପାଳ। ଏହି ଯୋଜନାରେ ୭ ଶହ କୋଟି ବିନିଯୋଗ ହୋଇଛି। ୬୩୨୦ଟି ସହରାଞ୍ଚଳ ଭିତ୍ତିଭୂମି ପ୍ରକଳ୍ପ ଆରମ୍ଭ କରିଛନ୍ତି ସରକାର। କଟକର ରୂପା ତାରକସୀକୁ ଜିଆଇ ମାନ୍ୟତା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ କେନ୍ଦ୍ରାପଡାର କାଇଁଚ ଘାସ କାରୁକାର୍ଯ୍ଯକୁ ଜିଆଇ ମାନ୍ୟତା ପାଇଁ ଆବେଦନ କରାଯାଇଛି। ରାଜ୍ୟରେ ବ୍ରଏଲର କୁକୁଡା ଚାଷକୁ ପ୍ରୋତ୍ସାହିତ କରୁଛନ୍ତି ସରକାର। ବ୍ରଏଲର ୟୁନିଟ ପ୍ରତିଷ୍ଠା ପାଇଁ ସହାୟତା ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି। ବ୍ୟକ୍ତିଗତ ଉଦ୍ୟୋଗୀ ଓ ଏସଏଚଜିଙ୍କୁ ସହାୟତା ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି। ୨୦୨୩-୨୪ରେ ସବୁ ଗାଁକୁ ଓଡିଏଫ ପ୍ଲସ ଘୋଷଣା କରିବାକୁ ଲକ୍ଷ୍ୟ ରଖାଯାଇଛି। ପରିମଳ ଓ ବର୍ଜ୍ୟବସ୍ତୁ ପରିଚାଳନାରେ ସାମିଲ ହେବେ ସମସ୍ତ ପଞ୍ଚାୟତ।

ମୁଖ୍ୟମନ୍ତ୍ରୀଙ୍କ କୃଷି ଉଦ୍ୟୋଗ ଯୋଜନାରେ ଆଗରେ ଓଡ଼ିଶା । ଖରିଫ୍ ଫସଲ ଋଣ ପ୍ରଦାନ ଲକ୍ଷ୍ୟ ୯ହଜାର କୋଟି । ଧାନ ସଂଗ୍ରହ କରିବାରେ ଓଡ଼ିଶାକୁ ସଫଳତା ମିଳିଥିବା କହିଛନ୍ତି  ରାଜ୍ୟପାଳ।  ୨୦୨୪ ସୁଦ୍ଧା ସବୁ ଗାଁକୁ  ବିଶୁଦ୍ଧ ପାନୀୟ ଜଳ ମିଳିବ।  ସମନ୍ବିତ ଜଳସମ୍ପଦ ବିକାଶ, ଜଳସଂରକ୍ଷଣ ଉପରେ ଗୁରୁତ୍ବ  ଦେଇଛି ଓଡ଼ିଶା।  ଉପକୂଳବର୍ତ୍ତୀ ଜିଲ୍ଲାରେ ଲୁଣାବନ୍ଧ ନିର୍ମାଣ ଓ ସୁଦୃ୍ଢୀକରଣ । କୃଷକଙ୍କ ପାଇଁ ଜଳସେଚନ ସୁବିଧା କରିଛନ୍ତି ସରକାର ବୋଲି ରାଜ୍ୟପାଳ ଅଭିଭାଷଣ କହିଛନ୍ତି।

ରକ୍ତହୀନତା ମୁକ୍ତ ଲକ୍ଷ୍ୟ ଅଭିଯାନ ‘ଅମ୍ଳାନ’ର ଆରମ୍ଭ  ହୋଇଛି। ‘ଆଭା’ ଆଇଡି ସୃଷ୍ଟି କରିବାରେ ଓଡ଼ିଶା ପ୍ରଥମ । ରାଜ୍ୟରେ ମାଓ ପ୍ରଭାବିତ ଜିଲ୍ଲା ସଂଖ୍ୟା ୨୧ରୁ ୧୦କୁ ହ୍ରାସ -ଶିକ୍ଷା କ୍ଷେତ୍ରରେ ବିକାଶ ଉପରେ ଗୁରୁତ୍ବ ଦେଉଛନ୍ତି ସରକାର।  ମାଓବାଦୀ ବିରୋଧୀ ଅଭିଯାନରେ ରାଜ୍ୟକୁ ସଫଳତା ମିଳିଛି ବୋଲି ରାଜ୍ୟପାଳ କହିଛନ୍ତି।  ୨୦୩୦ ସୁଦ୍ଧା ମେଲେରିଆ ମୁକ୍ତ ଓଡ଼ିଶା ସରକାରଙ୍କ ଲକ୍ଷ୍ୟ ରଖିଛନ୍ତି।  ଗରିବଙ୍କୁ ପକ୍କା ଘର ଯୋଗାଇଦେବାକୁ ମୋ ସରକାର ପ୍ରତିବଦ୍ଧ । ପ୍ରଥମ ରାଜ୍ୟ ଭାବେ ଓଡ଼ିଶା  ମିଲେଟ୍ ଦିବସ ପାଳୁଛି ବୋଲି ରାଜ୍ୟପାଳ ନିଜ ଅଭିଭାଷଣରେ କହିଥିଲେ।