Monkey Waiters - The Sakala

ୱେଟର୍ ସାଜିଛନ୍ତି ମାଙ୍କଡ଼
କୌଣସି ହୋଟେଲ୍‌ର ପରିଚୟ ତା’ର ସାଜସଜ୍ଜା ଓ କର୍ମଚାରୀଙ୍କ ବ୍ୟବହାର ଉପରେ ନିର୍ଭର କରିଥାଏ। ଏବେ ଅନେକଗୁଡ଼ିଏ ବଡ଼ ବଡ଼ ହୋଟେଲରେ ମଣିଷଙ୍କ ବଦଳରେ ରୋବଟ୍‌ ଖାଦ୍ୟ ପରଷିବାର ଦେଖୀବାକୁ ମିଳିଛି। କିନ୍ତୁ ବିଶ୍ବରେ ଏମିତି ଏକ ରେଷ୍ଟୁରାଣ୍ଟ ରହିଛି, ଯେଉଁଠି ବ୍ୟକ୍ତି ନୁହେଁ କି ରୋବଟ୍‌ ନୁହେଁ, ମାଙ୍କଡ଼ମାନେ ୱେଟର୍ ଭାବେ କାମ କରୁଛନ୍ତି। ଜାପାନର ଟୋକିଓରେ ଥିବା କାୟାବୁକିୟା ତାବର୍ଣ୍ଣ ରେଷ୍ଟୁରାଣ୍ଟ୍‌ ଏବେ ଖାଦ୍ୟ ପାଇଁ ନୁହେଁ ବରଂ ୱେଟର୍‌ ପାଇଁ ଚର୍ଚ୍ଚାରେ ରହିଛି। ଏଠାରେ ମାଙ୍କଡ଼ ୱେଟର୍‌ମାନେ ଡ୍ରିଙ୍କସ ସର୍ଭ କରିବାଠାରୁ ଆରମ୍ଭ କରି ହାତ ସଫା ପରେ ଗ୍ରାହକଙ୍କୁ ତଉଲିଆ ମଧ୍ୟ ଯୋଗାଇ ଦିଅନ୍ତି। ସବୁଠାରୁ ମଜାଦାର କଥା ହେଉଛି ଏହି ମାଙ୍କଡ଼ମାନେ ୱେଟରଙ୍କ ଭଳି ୟୁନିଫର୍ମ ମଧ୍ୟ ପିନ୍ଧିଥାନ୍ତି। ଜାପାନରେ ପଶୁପକ୍ଷୀଙ୍କୁ ନେଇ କଡ଼ା ନିୟମ ଥିବାରୁ ଏହି ରେଷ୍ଟୁରାଣ୍ଟରେ ମାଙ୍କଡ଼ମାନଙ୍କୁ କେବଳ ଦୁଇଘଣ୍ଟା କାମ କରିବା ପାଇଁ ମାଲିକଙ୍କୁ ଅନୁମତି ମିଳିଛି।