Chenapoda - The Sakala

ଓଡ଼ିଶାର ଛେନାପୋଡ଼କୁ ପ୍ରଶଂସା କଲେ ଆୟୁଷ୍ମାନ୍‌‌ ଖୁରାନା
ଭୁବନେଶ୍ୱର: ଓଡ଼ିଶାର ଛେନାପୋଡ଼କୁ ସାମାଜିକ ଗଣମାଧ୍ୟମରେ ବେଶ୍‌‌ ପ୍ରଶଂସା କରିଛନ୍ତି ବଲିଉଡ ତାରକା ଆୟୁଷ୍ମାନ୍‌‌ ଖୁରାନା। ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆୟୁଷ୍ମାନ୍‌‌ ଓଡ଼ିଶା ଆସିଥିବା ବେଳେ ସେ ଛେନାପୋଡ଼ ଖାଇଥିଲେ। ତେବେ ଛେନାପୋଡ଼କୁ ନେଇ ତାଙ୍କ ମନରେ ଯେଉଁ ଭ୍ରମ ରହିଥିଲା ତାହା ଖାଇବା ପରେ ଦୂର ହୋଇଥିବା ସେ କହିଛନ୍ତି। ଛେନାପୋଡ଼ର ଏକ ପାଖ କଳା ରଙ୍ଗ ରହିଥିବା ଭଳି ତାଙ୍କ ମନରେ ଥିବା ଭ୍ରାନ୍ତ ଧାରଣା ବା କଳା ରଙ୍ଗ ଉଭେଇ ଯାଇଥିବା ସେ ନିଜ ଟ୍ୱିଟ୍‌‌ରେ ଉଲ୍ଲେଖ କରିଛନ୍ତି।

ବାସ୍ତବରେ ଆୟୁଷ୍ମାନ ଛେନାପୋଡ଼ର ଏକ ଫଟୋ ପୋଷ୍ଟ କରି ଲେଖିଥିଲେ ଯେ, ଛେନାପୋଡ଼ର ପୋଡ଼ିଯାଇଥିବା ଅଂଶ ବା କଳା ଭାଗଟି ଏତେ ସ୍ୱାଦିଷ୍ଟ ଯେ ମୋ ମନ କିଣିନେଇଛି | ପୋଡା ଭାଗଟି ଅତ୍ୟନ୍ତ ସ୍ୱାଦିଷ୍ଟ ହୋଇଥିବାବେଳେ ଏହାକୁ ନେଇ ଓଡିଶା ପର୍ଯ୍ୟଟନ ବିଭାଗ ରୀଟ୍ୱିଟ କରି ଲେଖିଛି ଯେ ଆପଣ ପୁଣିଥରେ ଓଡିଶା ଆସିବେ ବୋଲି ଆଶା କରୁଛୁ |