ICC Womens T20 World Cup 2023 - The Sakala

ଆଇସିସି ବିଶ୍ୱକପ୍‌ ୨୦୨୩: ଇଂଲଣ୍ଡକୁ ୧୦୦ ରନରେ ହରାଇଲା ଭାରତ
ନୂଆଦିଲ୍ଲୀ: ଆଇସିସି ବିଶ୍ୱକପ୍‌ ୨୦୨୩ । ଲକ୍ଷ୍ନୌର ଭାରତ ରତ୍ନ ଶ୍ରୀ ଅଟଳ ବିହାର ବାଜପେୟୀ ଷ୍ଟାଡିୟମ୍‌ରେ ଆଜି ମୁହାଁମୁହିଁ ହୋଇଥିଲେ ଭାରତ-ଇଂଲଣ୍ଡ । ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ ଟିମ୍ । ଭାରତ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ ହରାଇ ୨୨୯ରନ କରିଛି। ଏହି ମ୍ୟାଚ ଜିତିବାକୁ ହେଲେ ଇଂଲଣ୍ଡକୁ ୨୩୦ରନର ଆବଶ୍ୟକତା ରହିଥିଲା । ଇଂଲଣ୍ଡ ୩୪.୫ ଓଭରରେ ସମସ୍ତ ୱିକେଟ ହରାଇ ୧୨୯ ରନ କରିବାକୁ ସକ୍ଷମ ହୋଇଥିଲା। ଫଳରେ ଭାରତ ଏହି ମ୍ୟାଚକୁ ୧୦୦ ରନରେ ଜିତି ନେଇଛି।

ଇଂଲଣ୍ଡ ପକ୍ଷରୁ ଜନି ବେୟାରଷ୍ଟୋ ୨୩ ବଲରେ ୧୪ ରନ କରି ଆଉଟ ହୋଇଥିଲେ। ଦାୱିଦ ମଲାନ ୧୭ ବଲରେ ୧୬ ରନ କରି ଆଉଟ ହୋଇଥିଲେ। ଜୋ ରୁଟ୍‌ ଓ ବେନ ଷ୍ଟୋକ୍ସ କୌଣସି ରନ କରି ଆଉଟ ହୋଇଥିଲେ। ଜୋସ ବଟଲର ୨୩ ବଲରେ ୧୦ ରନ କରି ଆଉଟ ହୋଇଥିଲେ। ମୋଇନ ଅଲ୍ଲୀ ୩୧ ବଲରେ ୧୫ ରନ କରି ଆଉଟ ହୋଇଥିଲେ। ଲାଏମ ଲିଭିଙ୍ଗଷ୍ଟୋନ ୪୬ ବଲରେ ୨୭ ରନ କରି ଆଉଟ ହୋଇଥିଲେ। କ୍ରିସ୍‌ ୱକ୍ସ ୨୦ ବଲରେ ୧୦ ରନ କରି ଆଉଟ ହୋଇଥିଲେ। ଆଦିଲ ରସିଦ ୨୦ ବଲରେ ୧୩ ରନ କରି ଆଉଟ ହୋଇଥିଲେ। ଡେଭିଡ୍‌ ୱିଲି ୧୭ ବଲରେ ୧୬ ରନ କରି ଅପରାଜି ରହିଥିଲେ। ମାର୍କ ଉଡ୍‌ କୌଣସି ରନ ନ କରି ଆଉଟ ହୋଇଥିଲେ।

ଭରାତ ପକ୍ଷରୁ ମହମ୍ମଦ ସାମି ୪ ଟି ୱିକେଟ ନେଇଥିବା ବେଳେ ଯଶପ୍ରୀତ ବୁମରା ୩ଟି  ଓ କୁଲଦୀପ ଯାଦବ ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ରବିନ୍ଦ୍ର ଜାଡେଜା ଗୋଟିଏ ୱିକେଟ ନେଇଥିଲେ।

ମହିଳା ଟି-୨୦ ବିଶ୍ଵକପ୍‌: ଦକ୍ଷିଣ ଆଫ୍ରିକାକୁ ୧୯ ରନରେ ହରାଇ ଷଷ୍ଠ ଥର ପାଇଁ ଚାମ୍ପିଅନ୍‌ ହେଲା ଅଷ୍ଟ୍ରେଲିଆ
କେପଟାଉନ: ମହିଳା ଟି-୨୦ ବିଶ୍ଵକପ୍‌ରେ ପୁଣି ଥରେ ବିଶ୍ଵ ଚାମ୍ପିଅନ ହୋଇଛି ଅଷ୍ଟ୍ରେଲିଆ । କେପଟାଉନରେ ଖେଳାଯାଇଥିବା ଆଜିର ଫାଇନାଲ୍‌ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୧୯ ରନରେ ହରାଇ ଷଷ୍ଠ ଥର ଟାଇଟଲ୍ ଜିତିଛି ଅଷ୍ଟ୍ରେଲିଆ। ଅନ୍ୟପଟେ ପ୍ରଥମ ଥର ଫାଇନାଲ୍‌ରେ ପହଞ୍ଚିଥିବା ଦକ୍ଷିଣ ଆଫ୍ରିକା ଶେଷ ପର୍ଯ୍ଯନ୍ତ ସଙ୍ଘର୍ଷ କରିଥିଲେ ମଧ୍ଯ ମ୍ୟାଚ ଜିତି ପାରି ନାହିଁ।

ପ୍ରଥମେ ବ୍ୟାଟିଂ ଅଷ୍ଟ୍ରେଲିଆ ୬ ଓ୍ଵିକେଟ୍ ହରାଇ ୧୫୬ ରନ କରିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ମୋନିଙ୍କ ୭୪ ରନ କରିଥିଲେ। ହେଲି ୧୮ ରନ କରି ଆଉଟ ହୋଇଥିବା ବେଳେ ଗାର୍ଡନର ୨୧ ବଲରେ ୨୯ ରନ କରି ଆଉଟ ହୋଇଥିଲେ। ସେହିପରି ଗ୍ରେସ ହ୍ଯାରିସ ୧୦ ରନ, ଲାନିଂ ୧୦ ରନ ଓ ପେରି ୭ ରନ କରି ଆଉଟ ହୋଇଥିଲେ।  ଜବାବରେ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୩୭ ରନ କରି ପାରିଥିଲା। ଓପନର ଲଉରା ଓ୍ଵଲଭାର୍ଡଙ୍କ ୬୧ ରନ ଇନିଂସ ଖେଳିଥିଲେ ମଧ୍ଯ ଦଳକୁ ପରାଜୟରୁ ରକ୍ଷା କରି ପାରିନଥିଲେ।

ମହିଳା ଟି-୨୦ ବିଶ୍ବକପ: ଭାରତକୁ ୫ ରନରେ ହରାଇ ଫାଇନାଲରେ ପ୍ରବେଶ କଲା ଅଷ୍ଟ୍ରେଲିଆ
କେପଟାଉନ: ମହିଳା ଟି-୨୦ ବିଶ୍ବକପ ସେମିରେ ହାରିଲା ଭାରତ। ଅଷ୍ଟ୍ରେଲିଆଠାରୁ ୫ ରନରେ ହାରି ଭାରତ ଫାଇଲନାଲରେ ପ୍ରବେଶ କରିବା ଆଶା ଧୂଳିସାତ ହୋଇଛି। ଭାରତ ଲଢୁଆ ବ୍ୟାଟିଂ କରିଥିଲେ ମଧ୍ଯ ଆଜିର ସେମିଫାଇଲନାଲ ମ୍ୟଚକୁ ଜିତି  ପାରି ନାହିଁ। ମହିଳା ଟି-୨୦ ବିଶ୍ୱକପରେ ଗୁରୁବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ସେମିଫାଇନାଲ୍‌ ମ୍ୟାଚ୍ ଖେଳାଯାଇଥିଲା। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୧୭୨ ରନ୍ କରିଥିବା ବେଳେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୬୭ ରନ୍ କରିପାରିଥିଲା। ଫଳରେ ସେମିଫାଇନାଲ୍ ମ୍ୟାଚ୍‌କୁ ଅଷ୍ଟ୍ରେଲିଆ ୫ ରନ୍‌ରେ ଜିତି ନେଇଛି।

ଅଷ୍ଟ୍ରେଲିଆ ପକ୍ଷରୁ  ଓପନର ବେଥ୍ ମୁନି ୩୭ ବଲ୍ ରୁ ୫୪ ରନ୍ କରିଥିଲେ। ସେହିପରି ଅଧିନାୟକ ମେଗ୍ ଲାନିଂ ୩୪ ବଲରେ ୪ ଚୌକା ଓ ୨ ଛକା ସାହାଯ୍ୟରେ ଅପରାଜିତ ୪୯ ରନ୍ କରିଥିଲେ । ସେହିପରି ଆଲିସା ହିଲି ୨୫ ରନ ଓ ଆସଲେ ଗାଡନର ୩୧ ରନ କରିଥିଲେ ।

ଭାରତ ପକ୍ଷରୁ ଅଧିନାୟିକା ହରମନପ୍ରିତ କୌର ସର୍ବାଧିକ ୫୨ ରନ କରିଥିବାବେଳେ ଜେମିମା ରୋଡ୍ରଗସ ୪୩ରନ କରିଥିଲେ । ସେହିପରି ରିଚା ଘୋଷ ୧୪ରନ ଓ ସ୍ନେହା ରଣା ୧୧ ରନ କରିଥିଲେ।

ମହିଳା ଟି-୨୦ ବିଶ୍ଵକପ୍‌: ପାକିସ୍ତାନକୁ ୭ ୱିକେଟରେ ହରାଇଲା ଭାରତ
କେପଟାଉନ: ମହିଳା ଟି-୨୦ ବିଶ୍ଵକପ୍‌ରେ ନିଜର ପ୍ରଥମ ମୁକାବିଲାରେ ଭାରତ ପାକିସ୍ତାନ ବିରୋଧରେ ଦମଦାର ବିଜୟ ହାସଲ କରିଛି। ଆଜିର ମୁକାବିଲାରେ ଭାରତ ୭ ଓ୍ଵିକେଟ୍‌ରେ ପାକିସ୍ତାନକୁ ହରାଇଛି। ବିଜୟ ସହ ଭାରତ ନିଜର ବିଶ୍ଵକପ୍ ଅଭିଯାନ ଆରମ୍ଭ କରିଛି। ପାକିସ୍ତାନ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୧୪୯ ରନ କରିଥିଲା। ଜବାବରେ ଭାରତ ଜେମିମା ରୋଡ୍ରିଗଜଙ୍କ ଅପରାଜିତ ଦମଦାର ୫୩ ରନ ରନ ଏବଂ ରିଚା ଘୋଷଙ୍କ ଦ୍ରୁତ ୩୧ ରନ ବଳରେ ଭାରତ ୧୯ ଓଭରରେ ୩ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ସେହିପରି ଭାରତ ପକ୍ଷରୁ ଶେଫାଳି ବର୍ମା ୩୩ ରନ କରି ଆଉଟ ହୋଇଥିବା ବେଳେ ୟାସ୍ତିକା ଭାଟିଆ ୨୦ ଭଲରେ ୧୭ ରନ କରି ଆଉଟ ହୋଇଥିଲେ ହରମନପ୍ରୀତ କୌର ୧୨ ବଲରେ ୭ ରନ କରି ଆଉଟ ହୋଇଥିଲେ।

ପାକିସ୍ତାନ ପକ୍ଷରୁ ସାଦିଆ ଇକବାଲ ଗୋଟିଏ ୱିକେଟ ନେଇଥିବା ବେଳେ ନଶ୍ରା ସାନ୍ଧୁ ୨ଟି ୱେକଟ ନେଇଥିଲେ।