Abdul Rehman - The Sakala

ଆତଙ୍କବାଦୀ ଲିଙ୍କ୍‌ରେ ଦୋଷୀ ଅବ୍‌‌ଦୁର ରେହମାନ ଓ ୩ ସହଯୋଗୀଙ୍କୁ ୭ ବର୍ଷ ୫ ମାସ ଜେଲ୍‌ ଦଣ୍ଡାଦେଶ
ନୂଆଦିଲ୍ଲୀ: ଆତଙ୍କବାଦୀ ଅବ୍‌‌ଦୁର ରେହମାନକୁ ୭ ବର୍ଷ ୫ ମାସ ଜେଲ୍‌ ଦଣ୍ଡାଦେଶ । କାରାଦଣ୍ଡାଦେଶ ସହ ୨୫ ହଜାର ଟଙ୍କା ଜରିମାନା ମଧ୍ୟ ହୋଇଛି । ଅଲ୍‌ କାଏଦା ଲିଙ୍କ୍‌ରେ ଦୋଷୀ ସାବ୍ୟସ୍ତ ହେବା ପରେ ଅବଦୁର ରେହମାନକୁ ଏହି ସଜା ଶୁଣାଇଛନ୍ତି ଦିଲ୍ଲୀ ପଟିଆଲା ହାଉସ କୋର୍ଟ । ଅବ୍‌‌ଦୁର ରେହମାନ ସହ ଅନ୍ୟ ୩ ଦୋଷୀଙ୍କୁ ମଧ୍ୟ ସମାନ ଦଣ୍ଡାଦେଶ ଶୁଣାଇଛନ୍ତି ମାନ୍ୟବର କୋର୍ଟ । ଅନ୍ୟ ୩ ଦୋଷୀ ହେଉଛନ୍ତି ମହମ୍ମଦ ଆସିଫ୍, ଜାଫର ମାସୁଦ ଏବଂ ଅବଦୁଲ ସାମିକୁ ।

୨୦୧୫ ଡିସେମ୍ବର ମାସରେ ଅବ୍‌‌ଦୁଲକୁ ଜଗତପୁର ଥାନା ଅନ୍ତର୍ଗତ ପଶ୍ଚିମକଚ୍ଛ ଅଞ୍ଚଳରୁ ଗିରଫ କରାଯାଇଥିଲା। ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ ଏବଂ କମିଶନରେଟ୍‌‌ ପୁଲିସର ସ୍ୱତନ୍ତ୍ର ଟିମ୍‌‌ ତା’ର ଘରେ ଚଢ଼ଉ କରିଥିଲା। ତା’ ନିକଟରୁ ଜବତ ହୋଇଥିଲା ପାସ୍‌‌ପୋର୍ଟ, ମୋବାଇଲ୍‌‌ ଫୋନ୍‌‌, ଟାବ୍‌‌ଲେଟ ଓ ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର। ଅବ୍‌‌ଦୁଲ ନିର୍ଦ୍ଦୋଷ ବୋଲି ତା’ର ପରିବାର ଲୋକେ ଦାବି କରିଥିଲେ। ହେଲେ ତଦନ୍ତବେଳେ ଅବ୍‌‌ଦୁଲର ପାକିସ୍ତାନ ଲିଙ୍କ୍‌‌ ସଂକ୍ରାନ୍ତରେ ସୂଚନା ମିଳିଥିଲା। ସ୍ଥାନୀୟ ଅଞ୍ଚଳରେ ମୌଲବୀ ଭାବେ ସେ ମୁସଲ୍‌‌ମାନ ପିଲାଙ୍କୁ ଶିକ୍ଷାଦାନ କରୁଥିଲା।

ଭାରତୀୟ ଉପମହାଦେଶ ଅଧୀନ ଅଲ୍‌‌କାଏଦା ସହ ଲିଙ୍କ୍‌‌ରେ ରହି ସାଉଦିଆରବ, ପାକିସ୍ତାନ, ଦୁବାଇ ଓ ଅନ୍ୟ ଦେଶର ଆତଙ୍କବାଦୀଙ୍କ ସହ ଯୋଗାଯୋଗରେ ରହିଥିଲା। ୨୦୦୬ରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ନେବାକୁ ପାକିସ୍ତାନ ଯାଇଥିଲା ଅବ୍‌‌ଦୁଲ। ସେଠାରେ ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଜାକି ଉର୍‌‌ ରେହମାନ ଲଖବି ସହ ମଧ୍ୟ ତା’ର ଭେଟ ହୋଇଥିଲା।

ଆତଙ୍କବାଦୀ ଅବ୍‌‌ଦୁଲ୍‌‌ ରେହମାନ ଦୋଷୀ ସାବ୍ୟସ୍ତ; ଅଲ୍‌‌କଏଦା ସହ ଲିଙ୍କ୍‌‌ ଥିବା ପ୍ରମାଣିତ
କଟକ: ଆତଙ୍କବାଦୀ ମହମ୍ମଦ ଅବ୍‌‌ଦୁଲ୍‌‌ ରେହମାନ ଓରଫ କଟକି ଦୋଷୀ ସାବ୍ୟସ୍ତ ହୋଇଛି। ଦିଲ୍ଲୀ ପଟିଆଲା କୋର୍ଟର ସ୍ପେଶାଲ୍‌‌ ଜଜ୍‌‌ ସଞ୍ଜୟ ଖାନଗୱାଲ୍‌‌ ୟୁଏପିଏ ଆକ୍ଟର ଧାରା ୧୮ ଏବଂ ଧାରା ୧୮(ଖ) ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅବ୍‌‌ଦୁଲ ସମେତ ଅନ୍ୟ ୩ ଜଣଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରାଯାଇଛି। ଏମାନେ ହେଲେ ମହମ୍ମଦ ଆସିଫ୍‌‌, ଜାଫର ମାସୁଦ ଏବଂ ଅବ୍‌‌ଦୁଲ ସାମି। ଆତଙ୍କବାଦୀ କାର୍ଯ୍ୟକଳାପ ନିମନ୍ତେ ଏମାନେ ଷଡ଼ଯନ୍ତ୍ର କରୁଥିବା ସ୍ପଷ୍ଟ ହୋଇଛି। ଆସନ୍ତା ୧୪ରେ ଦଣ୍ଡବିଧାନ ଘୋଷଣା କରାଯିବ।

୨୦୧୫ ଡିସେମ୍ବର ମାସରେ ଅବ୍‌‌ଦୁଲକୁ ଜଗତପୁର ଥାନା ଅନ୍ତର୍ଗତ ପଶ୍ଚିମକଚ୍ଛ ଅଞ୍ଚଳରୁ ଗିରଫ

କରାଯାଇଥିଲା। ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ ଏବଂ କମିଶନରେଟ୍‌‌ ପୁଲିସର ସ୍ୱତନ୍ତ୍ର ଟିମ୍‌‌ ତା’ର ଘରେ ଚଢ଼ଉ କରିଥିଲା। ତା’ ନିକଟରୁ ଜବତ ହୋଇଥିଲା ପାସ୍‌‌ପୋର୍ଟ, ମୋବାଇଲ୍‌‌ ଫୋନ୍‌‌, ଟାବ୍‌‌ଲେଟ ଓ ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର। ଅବ୍‌‌ଦୁଲ ନିର୍ଦ୍ଦୋଷ ବୋଲି ତା’ର ପରିବାର ଲୋକେ ଦାବି କରିଥିଲେ। ହେଲେ ତଦନ୍ତବେଳେ ଅବ୍‌‌ଦୁଲର ପାକିସ୍ତାନ ଲିଙ୍କ୍‌‌ ସଂକ୍ରାନ୍ତରେ ସୂଚନା ମିଳିଥିଲା। ସ୍ଥାନୀୟ ଅଞ୍ଚଳରେ ମୌଲବୀ ଭାବେ ସେ ମୁସଲ୍‌‌ମାନ ପିଲାଙ୍କୁ ଶିକ୍ଷାଦାନ କରୁଥିଲା। ମଦ୍ରାସାରୁ ଶିକ୍ଷାଦାନ ଶେଷ କରିବା ପରେ ଉଚ୍ଚଶିକ୍ଷା ନିମନ୍ତେ ସେ ଉତ୍ତରପ୍ରଦେଶ ଯାଇଥିଲା। ଦୈବତନ୍ତ୍ରରେ ପିଏଚ୍‌‌ଡି ହାସଲ କରିଥିଲା ଅବ୍‌‌ଦୁଲ।

ଭାରତୀୟ ଉପମହାଦେଶ ଅଧୀନ ଅଲ୍‌‌କାଏଦା ସହ ଲିଙ୍କ୍‌‌ରେ ରହି ସାଉଦିଆରବ, ପାକିସ୍ତାନ, ଦୁବାଇ ଓ ଅନ୍ୟ ଦେଶର ଆତଙ୍କବାଦୀଙ୍କ ସହ ଯୋଗାଯୋଗରେ ରହିଥିଲା। ୨୦୦୬ରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ନେବାକୁ ପାକିସ୍ତାନ ଯାଇଥିଲା ଅବ୍‌‌ଦୁଲ। ସେଠାରେ ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଜାକି ଉର୍‌‌ ରେହମାନ ଲଖବି ସହ ମଧ୍ୟ ତା’ର ଭେଟ ହୋଇଥିଲା। ୨୦୦୧ରେ ଆମେରିକା ରାଷ୍ଟ୍ରଦୂତ କାର୍ଯ୍ୟାଳୟ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଅବ୍‌‌ଦୁଲର ସାନଭାଇ ତାହିର ଅଲ୍ଲୀ ଗିରଫ ହୋଇଥିଲା। ଆତଙ୍କବାଦୀ ସଂଗଠନରେ ଯୋଗଦେବାକୁ ଅବ୍‌‌ଦୁଲ ବେକାର ଯୁବକଙ୍କୁ ଉସୁକାଉଥିଲା। ଗୁଇନ୍ଦା ବିଭାଗର ସ୍କାନର୍‌‌ରେ ରହିବା ପରେ ଅତର୍କିତ ଭାବେ ତା’ର ଘରେ ଚଢ଼ଉ ହୋଇଥିଲା।