Debiprasad Mishra - The Sakala

ଖାଦ୍ୟ ସୁରକ୍ଷା ଆଇନରେ ରାଜ୍ୟକୁ ଅଣଦେଖା ପ୍ରସଙ୍ଗରେ କେନ୍ଦ୍ର ଉପରେ ତାତିଲା ବିଜେଡି
ଭୁବନେଶ୍ବର: କେନ୍ଦ୍ର ଖାଦ୍ୟ ସୁରକ୍ଷା ଆଇନରେ ରାଜ୍ୟକୁ ଅଣଦେଖା ପ୍ରସଙ୍ଗରେ ତାତିଲା ବିଜେଡି । ରାଜ୍ୟ ପ୍ରତି କେନ୍ଦ୍ରର ଅବହେଳାକୁ ବିରୋଧ କରି ପ୍ରତିବାଦ କରିବ ବିଜେଡି । ଆସନ୍ତା ୧୫ ଓ ୧୬ ତାରିଖରେ ପଞ୍ଚାୟତ ଓ ବ୍ଲକ ସ୍ତରରେ ବିଜେଡି ରାଜରାସ୍ତାକୁ ଓହ୍ଲାଇବ । ଓଡ଼ିଶାବାସୀଙ୍କ ହକ ପାଇଁ ଲଢେଇ କରି କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବ ଦଳ ।

ଏନେଇ ସୂଚନା ଦେଇଛନ୍ତି ବିଜେଡି ବିଧାୟକ ଦେବୀ ମିଶ୍ର । କୋଭିଡ ଭଳି ମହାମାରି ସମୟରେ ୩ କୋଟି ୨୫ ଲକ୍ଷ ହିତାଧିକାରୀଙ୍କ ୫ କେଜି ଚାଉଳ କାଟିଦେବା ଆଦୌ ଉଚିତ ନୁହେଁ । ଓଡ଼ିଶାରେ କେହି ଭୋକିଲା ରହିବେନି, କି ଭୋକରେ ଶୋଇବେନି । ହିତାଧିକାରୀଙ୍କୁ ଚାଉଳ ଯୋଗାଇଦେବା କଥା । କିନ୍ତୁ କେନ୍ଦ୍ର ଚାଉଳ ବନ୍ଦ କରିବା କେତେ ଦୂର ଠିକ୍ ବୋଲି ପ୍ରଶ୍ନ କରିଛନ୍ତି ଦେବୀ ମିଶ୍ର ।