KaliraAtita - The Sakala
ନୂଆଦିଲ୍ଲୀ: ସୋମବାର ଅପରାହ୍ନ ସମୟରେ ୬୭ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର ଆଜି ସାମ୍ବାଦିକ ସମ୍ମିଳନୀ ଜରିଆରେ ଏହି ଫିଲ୍ମ ପୁରସ୍କାର ଘୋଷଣା କରିଛନ୍ତି। ଏଥର ୩ ଓଡିଆ ସିନେମାକୁ ଜାତୀୟ ସିନେ ପୁରସ୍କାର ପ୍ରଦାନ କରାଯାଇଛି। ‘ଶଲା ବୁଢାର ବଦ୍‌ଲା’ ଓ ‘କାଲିର ଅତୀତ[ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ମିଳିଥିବା ବେଳେ ନନ୍ ଫିଚର ବର୍ଗରେ ଶ୍ରେଷ୍ଠ କଳା ଓ ସଂସ୍କୃତି ଫିଲ୍ମ ‘ଶ୍ରୀକ୍ଷେତ୍ରରୁ ସାହିଜାତ’ ପୁରସ୍କୃତ ହୋଇଛି।