Pakistan PM Shehbaz Sharif - The Sakala
ଭାରତ ସହ ଆଲୋଚନା କରିବାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବ
ନୂଆଦିଲ୍ଳୀ: ଶେଷରେ ମୁଣ୍ଡ ନୁଆଁଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ । ସିନ୍ଧୁ ଜଳ ଚୁକ୍ତିକୁ ନେଇ ଏବେ ଭାରତ ସହ କଥା ହେବାକୁ ରାଜି ହୋଇଛନ୍ତି ସେହବାଜ । ଇରାନ୍‌ ଗସ୍ତରେ ଥିବା ସେହବାଜ ସରିଫ ସେଠାରେ କହିଛନ୍ତି, ଭାରତ ସହ ସବୁ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି ।
‘ଅପରେସନ୍ ସିନ୍ଦୂର’ର ସଫଳତା ପରେ ପାକିସ୍ତାନକୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ଘେରିବାକୁ ଲାଗିଛି ଭାରତ । ଆତଙ୍କବାଦ ପ୍ରସଙ୍ଗ, ପହଲଗାମ ଆକ୍ରମଣ, ପାକିସ୍ତାନର ଆତଙ୍କୀ ପ୍ରେମ ଓ ଭାରତର ‘ଅପରେସନ୍ ସିନ୍ଦୂର’ର ସଫଳତା ନେଇ ବିଭିନ୍ନ ଦେଶରେ ଆଲୋଚନା କରୁଛନ୍ତି ଭାରତୀୟ ପ୍ରତିନିଧି ଦଳ । ଆଉ ଭାରତର ଏଭଳି କଡ଼ା ଆଭିମୁଖ୍ୟ ଦେଖି ନିଜ ଛବି ସୁଧାରିବାକୁ ଚାହୁଛି ପାକିସ୍ତାନ । ଏହି ପରିପ୍ରେକ୍ଷୀରେ ଭାରତ ସହ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ । ଭାରତ ଦେଖାଦେଖି ନିଜ ସମର୍ଥିତ ଦେଶ ଭ୍ରମଣରେ ଅଛନ୍ତି ସେହବାଜ ସରିଫ । ତୁର୍କୀ, ଇରାନ, ଅଜରବୈଜାନ ଓ ତାଜାକିସ୍ତାନ ଗସ୍ତରେ ଅଛନ୍ତି ସେହବାଜ ।
ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଏହି ସମୟରେ କେନ୍ଦ୍ର ସରକାର ଭାରତରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ସରକାରୀ ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ଲକ କରିଦେଇଛନ୍ତି। ଭାରତରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ, ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ, ମରିୟମ ନୱାଜ, ବିଲାୱାଲ ଭୁଟ୍ଟୋଙ୍କ ସମେତ ଅନେକ ପାକିସ୍ତାନୀ ନେତା ଏବଂ ମନ୍ତ୍ରୀଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ମଧ୍ୟ ନିଷିଦ୍ଧ କରାଯାଇଛି। ଏହା ପୂର୍ବରୁ ଭାରତ ସରକାର ୧୬ଟି ପ୍ରମୁଖ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲକୁ ନିଷିଦ୍ଧ କରିଥିଲେ।
ଆଇଏମ୍‌ଏଫ୍’ର କଠୋର ସର୍ତ୍ତ ମାନିବାକୁ ବାଧ୍ୟହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫ
ଇସଲାମାବାଦ: ପାକିସ୍ତାନକୁ ଆର୍ଥିକ ଦୁର୍ଗତିର ବଞ୍ଚାଇବା ପାଇଁ କୌଣସି ରାଷ୍ଟ୍ର ସାମ୍ନାକୁ ଆସି ନଥିବା ବେଳେ ଏବେ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି(ଆଇଏମଏଫ୍) ହିଁ ପାକିସ୍ତାନ ପାଇଁ ସାହା ଭରସା ହୋଇଛି। ମୁଦ୍ରାଭଣ୍ଡାର ଖାଲି ହେବା ସାଙ୍ଗକୁ ଉତ୍କଟ ଖାଦ୍ୟାଭାବ ଏବଂ ମହଙ୍ଗାମାଡ଼ ଆଗାମୀ ଦିନରେ ପାକିସ୍ତାନର ସ୍ଥିତିକୁ ଦୁର୍ବିସହ କରିଦେବ ବୋଲି ଆକଳନ କରାଯିବା ପରେ ମଙ୍ଗଳବାର ଆଇଏମଏଫ’ର ଏକ ଟିମ୍ ପାକିସ୍ତାନରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। କିନ୍ତୁ ଋଣ ଦେବା ଲାଗି ଆଇଏମଏଫ ପାକିସ୍ତାନ ପାଇଁ ଯେଭଳି କଠୋର ସର୍ତ୍ତ ରଖିଛି ତାହା ମଧ୍ୟ ପାକିସ୍ତାନ ସ୍ଥିତିକୁ ଆହୁରି ଜଟିଳ କରିଦେବାର ଆଶଙ୍କା ସୃଷ୍ଟି କରିଛି। କିନ୍ତୁ ପ୍ରାଣରକ୍ଷା ଲାଗି ଏହି କଠୋର ସର୍ତ୍ତକୁ ମାନି ନେବା ବ୍ୟତୀତ ପାକିସ୍ତାନ ପାଇଁ ବିକଳ୍ପ ନାହିଁ। ଫଳରେ ପାକିସ୍ତାନ ସରକାର ଆଇଏମଏଫ ସର୍ତ୍ତକୁ ମାନି ନେବାକୁ ବାଧ୍ୟ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫ ଶୁକ୍ରବାର କହିଛନ୍ତି।
ପାକିସ୍ତାନ ଜାତୀୟ ଗଣମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରି ଶେହବାଜ୍ କହିଛନ୍ତି ଯେ, ବର୍ତ୍ତମାନ ପାକିସ୍ତାନର ସ୍ଥିତି ଯେଭଳି ରହିଛି ସେଥିରେ ଆଇଏମଏଫ ସର୍ତ୍ତ ମାନିବା ଅତ୍ୟନ୍ତ କଷ୍ଟକର। ଆମ ପାଇଁ ଏହା କଳ୍ପନାର ବାହାରେ। କିନ୍ତୁ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାରର ସ୍ଥିତି ସାଙ୍ଗକୁ ‘ବାଲାନ୍ସ ଅଫ ପେମେଣ୍ଟ’ ଏବଂ ଅନ୍ୟାନ୍ୟ ଦିଗକୁ ବିଚାର କଲେ ଏହି ସର୍ତ୍ତ ମାନିବା ଛଡ଼ା ଅନ୍ୟ ଗତି ନାହିଁ। ଗୋଟିଏ ପଟେ ଆମେରିକୀୟ ଡଲାର ତୁଳନାରେ ପାକିସ୍ତାନୀ ଟଙ୍କା ମୂଲ୍ୟ ହୁ ହୁ ହୋଇ ବଢି ଚାଲିଥିବା ବେଳେ ବୈଦେଶିକ ମୁଦ୍ରା ଭଣ୍ଡାର ଏକପ୍ରକାର ଖାଲି ହେବାକୁ ବସିଛି। ସର୍ବଶେଷ ତଥ୍ୟ ଅନୁସାରେ ପାକିସ୍ତାନ ବୈଦେଶିକ ମୁଦ୍ରା ବିନିମୟ ପାଣ୍ଠି ୩.୧ ବିଲିୟନ ଡଲାରକୁ ହ୍ରାସ ପାଇଛି। ଯାହାକି ମାତ୍ର ଦୁଇ ସପ୍ତାହ ପାଇଁ ଦେଶବାସୀଙ୍କୁ ପେଟ୍ରୋଲ, ଡିଜେଲ ,ଖାଦ୍ୟ ପଦାର୍ଥ ଏବଂ ଅନ୍ୟ ସାମଗ୍ରୀ ଯୋଗାଇବା ଦିଗରେ ସକ୍ଷମ ହେବ। ଏହାପରେ ବିଦେଶରୁ କୌଣସି ସାମଗ୍ରୀ ଆମଦାନୀ କରିବାକୁ ପାକିସ୍ତାନ ସକ୍ଷମ ହୋଇପାରିବ ନାହିଁ। ଫଳରେ ବିଶ୍ବର ପଞ୍ଚମ ଜନବହୁଳ ରାଷ୍ଟ୍ର ଭାବେ ପାକିସ୍ତନରେ ହାହାକାର ପଡ଼ିଯିବ। ଏଭଳି ସ୍ଥିତିରେ ଆଇଏମଏଫ ସର୍ତ୍ତ ମାନିବାକୁ ପାକିସ୍ତାନ ବାଧ୍ୟ ହୋଇଥିବା କୁହାଯାଇଛି। ଉଲ୍ଳେଖଯୋଗ୍ୟ ଯେ,ପର୍ଯ୍ୟାପ୍ତ ଋଣବୋଝ ସାଙ୍ଗକୁ ଘୋର ଆର୍ଥିକ ସଙ୍କଟ, ରାଜନୈତିକ ବିଦ୍ରୋହ ଏବଂ ଆତଙ୍କବାଦ ଭଳି ସମସ୍ୟାରେ ଏବେ ପାକିସ୍ତାନ ତଳିତଳାନ୍ତ ହେବାକୁ ବସିଛି।