CM Himanta Biswa Sarma - The Sakala

ଭିଆଇପି ସଂସ୍କୃତି ହଟାଇଲେ ଆସାମ ସରକାର: ବିଜୁଳି ବିଲ୍ ଦେବେ ମନ୍ତ୍ରୀ, ବିଧାୟକ
ଗୁଆହାଟି: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବାଶର୍ମା ନିର୍ଦ୍ଦେଶ ଦେଇଛନ୍ତି ଯେ ରାଜ୍ୟର ସମସ୍ତ ମନ୍ତ୍ରୀ, ବିଧାୟକ ଓ ସରକାରୀ କ୍ବାର୍ଟରରେ ରହୁଥିବା କର୍ମଚାରୀଗଣ ଜୁଲାଇ ପହିଲାରୁ ନିଜ ବିଜୁଳି ବିଲ୍ ଦେବେ। ଭିଆଇପି ସଂସ୍କୃତିକୁ ହଟାଇବାକୁ ଚାହିଁ ସେ ଏହି ନିଷ୍ପତ୍ତି ନେଇଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀ ବିଶ୍ବାଶର୍ମା କହିଛନ୍ତି, ସେ ପ୍ରଥମେ ନିଜେ ତାଙ୍କ ବିଜୁଳି ବିଲ ପୈଠ କରିବେ। ଜନସାଧାରଣଙ୍କ ଟିକସ ଅର୍ଥରୁ ସରକାରୀ କାର୍ଯ୍ୟକର୍ତ୍ତାଙ୍କ ବିଜୁଳି ବିଲ୍ ଭରଣା କରାଯିବା ହେଉଛି ଭିଆଇପି ସଂସ୍କୃତି। ନିମ୍ନ ଆୟକାରୀ ବର୍ଗଙ୍କ ହିତ ପାଇଁ ତାଙ୍କ ସରକାର ଆସନ୍ତା ଏପ୍ରିଲ ଭିତରେ ବିଜୁଳି ଦର ୟୁନିଟ୍ ପିଛା ଟଙ୍କାଟିଏ ଓ ଆସନ୍ତା ବର୍ଷ ଆଉ ୫୦ ପଇସା କମାଇବେ। ବିଜୁଳି ସଞ୍ଚୟ ନିମନ୍ତେ ସନ୍ଧ୍ୟା ୮ପରେ ସିଏମ୍ ସେକ୍ରେଟେରିଏଟ୍, ଗୃହ ଓ ଅର୍ଥ ବିଭାଗକୁ ଛାଡ଼ି ଅନ୍ୟ ସମସ୍ତ ସରକାରୀ ଦପ୍ତର ଓ ସରକାରୀ ସ୍କୁଲର ବିଜୁଳି ଅଟୋ-ଡିସକନେକ୍ସନ୍ ମେଥଡ୍‌ରେ ବନ୍ଦ ରଖାଯିବା ନିମନ୍ତେ ବ୍ୟବସ୍ଥା କରାଯାଇଥିବା ମୁଖ୍ୟମନ୍ତ୍ରୀ ବିଶ୍ବାଶର୍ମା କହିଛନ୍ତି। ଏବେ ରାଜ୍ୟର ପ୍ରାୟ ୮୦୦୦ ଦପ୍ତର ଓ ସ୍କୁଲରେ ଏହି ଅଟୋ-ଡିସକନେକ୍ସନ୍ ବ୍ୟବସ୍ଥା ଲାଗୁ କରାଯାଇଛି।

ବାଲ୍ୟ ବିବାହ କରିଥିବା ଓ କରାଉଥିବା ଘଟଣାରେ ୧୮୦୦ଜଣଙ୍କୁ ଗିରଫ କଲା ଆସାମ ପୁଲିସ
ନୂଆଦିଲ୍ଲୀ: ବାଲ୍ୟ ବିବାହକୁ ନେଇ ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ ପଦକ୍ଷେପ ।  ନିର୍ଦ୍ଦେଶ ପରେ ବର୍ତ୍ତମାନ ସୁଦ୍ଧା ବାଲ୍ୟ ବିବାହ ଘଟଣାରେ ସମ୍ପୃକ୍ତ ଥିବା ନେଇ ୧୮୦୦ଜଣଙ୍କୁ ଗିରଫ କରିଛି ଆସାମ ପୁଲିସ । ଏ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସୂଚନ ଦେଇଛନ୍ତି ।

ସେ ଆହୁରି ମଧ୍ଯ କହିଛନ୍ତି ଯେ, ନ୍ତି, ‘ ଆମର ସରକାର ରାଜ୍ୟରେ ବାଲ୍ୟ ବିବାହ ଶେଷ କରିବାକୁ ଦୃଢ଼ ସଂକଳ୍ପ ନେଇଛି। ଆସାମ ପୁଲିସ ରାଜ୍ୟରେ ବାଲ୍ୟ ବିବାହର ୪୦୦୪ ମାମଲା ରୁଜୁ କରିଛନ୍ତି। ଏଦିଗ‌ରେ ପୁଲିସର କାର୍ଯ୍ଯା ନୁଷ୍ଠାନ ଫେବ୍ରୁଆରି ୩ ତାରିଖରୁ ଆରମ୍ଭ ହୋଇଯାଇଛି। ମୁଁ ସମସ୍ତଙ୍କୁ ସହଯୋଗର ନିବେଦନ କରୁଛି। ଗତ ମାସରେ କ୍ୟାବିନେଟରେ ବାଲ୍ୟ ବିବାହ ବିରୋଧରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

ବିଶ୍ୱା ଶର୍ମା ଆହୁରି କହିଥିଲେ ଯେ, ମହିଳାଙ୍କ ବିବାହର ଆଇନଗତ ବୟସ ହେଲା ୧୮ ବର୍ଷ। କମ୍‌ ବୟସର ଝିଅଙ୍କୁ ବିବାହ କରିଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ। ଏଥିସହିତ ୧୪ବର୍ଷରୁ କମ ବୟସର ପିଲାଙ୍କୁ ବିବାହ କରୁଥିବା ପୁରୁଷଙ୍କ ବିରୋଧରେ ପୋକ୍ସୋ ଆକ୍ଟ ଜରିଆରେ ଯାଞ୍ଚ ହେବା ନେଇ ମଞ୍ଜୁରୀ ମିଳିଯାଇଛି। ଅନେକ ବ୍ୟକ୍ତିଙ୍କୁ ଏଥିପାଇଁ ଆଜୀବନ କାରାଦଣ୍ଡ ମଧ୍ୟ ହୋଇପାରେ ବୋଲି ସେ କହିଥିଲେ। କମ୍‌ ବୟସରେ ବିବାହ ଏବଂ ମାତୃତ୍ୱକୁ ରୋକିବା ପାଇଁ ସରକାର ସମ୍ପୂର୍ଣ୍ଣ ରୂପେ ପ୍ରତିବଦ୍ଧ ଅଛନ୍ତି ବୋଲି ସେ କହିଛନ୍ତି।