Police DG Pressmeet - The Sakala

ମନ୍ତ୍ରୀ ନବ ଦାସ ହତ୍ୟା ମାମଲା: ପୋଲିସ ଡିଜି ସୁନିଲ ବଂଶଲଙ୍କ ପ୍ରେସମିଟ୍, କହିଲେ ତଦନ୍ତର ପର୍ଦ୍ଦାଫାଶ ପାଇଁ ଟିକେ ସମୟ ଲାଗିବ
ଭୁବନେଶ୍ୱର: ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ପୋଲିସ ଡିଜି ସୁନିଲ ବଂଶଲ ପ୍ରେସମିଟ୍ କରି ପ୍ରତିକ୍ରିୟା ରଖିଛନ୍ତି ।ଝାରସୁଗୁଡ଼ାରେ କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ କରୁଥିବା କହିଛନ୍ତି ଡିଜିପି ସୁନୀଲ ବଂଶଲ । ହତ୍ୟାକାଣ୍ଡର ପ୍ରଥମ ଦିନରୁ ହିଁ ତଦନ୍ତ ଜୋରଦାର ହେଉଛି । ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରହିଛି । ସେ ଆହୁରି ମଧ୍ୟ କହିଛନ୍ତି କି, ନବ ଦାସଙ୍କ ହତ୍ୟା ଘଟଣାରେ କିଛି ତଥ୍ୟ ଆସିଛି, ଆଉ କିଛି ତଥ୍ୟ ଆସିବାକୁ ସମୟ ଲାଗିବ । ପୂରା ତଥ୍ୟ ଜାଣିବାକୁ ଫରେନ୍ସିକ ଲାବରୋଟାରୀ ସହ ଯୋଗାଯୋଗ କରିଛୁ । ଭଲ ତଦନ୍ତ ପାଇଁ ଯାହା ଟିମ ଆବଶ୍ୟକ ତାହା ଆସିବ । ଫରେନ୍ସିକ ରିପୋର୍ଟ ନ ଆସିବା ଯାଏଁ କିଛି କହିବା ଠିକ୍ ହେବନାହିଁ ।

ପ୍ରେସମିଟରେ ଡିଜିପି ସୁନୀଲ ବଂଶଲ କହିଛନ୍ତି ଯେ, ହାଇକୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତିଙ୍କ ତଦାରଖରେ ଚାଲିଛି ତଦନ୍ତ। ଏୟାରପୋର୍ଟ ଥାନା ପାଇଖାନା ଟାଙ୍କିରୁ କାଗଜ ମିଳିଛି । ଯାହାର ଫରେନସିକ ଯାଞ୍ଚ ପାଇଁ ପଠାଯାଇଛି। ଅଭିଯୁକ୍ତକୁ ଚାକିରିରୁ ଡିସମିସ୍ କରାଯାଇଛି। ସେହି ସମୟରେ ଦାୟିତ୍ୱରେ ଥିବା ସମସ୍ତଙ୍କୁ ବଦଳି କରାଯାଇଛି। ପିଏସଓଙ୍କୁ ମଧ୍ୟ ସସପେଣ୍ଡ କରାଯାଇଛି । ପରୀକ୍ଷା ପାଇଁ CFSLର ସହାୟତା ନିଆଯାଇଛି। ତଦନ୍ତ ଶେଷ ନହେଲା ଯାଏ କୌଣସି ନିଷ୍ପତ୍ତିରେ ପହଞ୍ଚି ହେବନି ବୋଲି କହିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ ।