World Water Day - The Sakala

ବିଶ୍ୱ ଜଳ ଦିବସ ଅବସରରେ ଜଳଦାନ କେନ୍ଦ୍ରର ଶୁଭାରମ୍ଭ
ଭୁବନେଶ୍ୱର: ଆଜି ମାର୍ଚ୍ଚ ୨୨ ବିଶ୍ୱ ଜଳ ଦିବସ । ଏହି ବିଶ୍ୱ ଜଳ ଦିବସ  ବସରରେ ସ୍ଥାନୀୟ ମହାତ୍ମାଗାନ୍ଧୀ ମାର୍ଗରେ ଏକ ଜଳଦାନ କେନ୍ଦ୍ରର ଶୁଭାରମ୍ଭ କରାଯାଇଅଛି। ଆଗାମୀ ଦିନରେ ହେବାକୁ ଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ପଥଚାରୀ ମାନଙ୍କୁ ପ୍ରତ୍ୟେହ ସ୍ଵଛ ପାନୀୟ ଜଳ ପ୍ରଦାନ ନିମନ୍ତେ ସାମାଜିକ ଅନୁଷ୍ଠାନ ଜନମଙ୍ଗଳ ପରିଷଦ ପକ୍ଷରୁ ଏହା ଆରମ୍ଭ କରାଯାଇଅଛି। ଏହା ଆସନ୍ତା ରଜ ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ପରିଷଦ ତରଫରୁ ସୂଚନା ଦିଆଯାଇଛି |

ଶୁଭାରମ୍ଭ କାର୍ଯ୍ୟକ୍ରମରେ କମିସନର ପୁଲିସ ଜୋନ- ୧ ର ଏସିପି  ମାନସ ଗଡ଼ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କ୍ୟାପିଟାଲ ଥାନା ଆଇଆଇସି ପଦ୍ମନାଭ ପ୍ରଧାନ, ସମାଜସେବୀ ମାନି ପଣ୍ଡା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଉପସ୍ଥିତ ଥିଲେ । ପରିଷଦର ଅଧ୍ୟକ୍ଷ ଅଲେଖ ଚନ୍ଦ୍ର ଜେନାଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସଦସ୍ୟ ଲକ୍ଷ୍ମଣ ଦାଶ, ଯୁବ କର୍ମୀ ନିରଞ୍ଜନ ସାହୁ, ସୁକାନ୍ତ ମହାନ୍ତି, ସିମାଦ୍ରି ଶେଖର ସାହାଣୀ, ବୈଲୋଚନ ସାହୁ, ମନୋରଂଜନ ଦାଶ, ଜୟପ୍ରଦା ସାମନ୍ତରାୟ ପ୍ରମୁଖ ସହଯୋଗ କରିଥିଲେ ।

ଆଜି ବିଶ୍ବ ଜଳ ଦିବସ
ପ୍ରକୃତିର ଉତ୍ସ ମଧ୍ୟରୁ ଜଳ ହିଁ ପ୍ରଥମ। ଜଳ ହିଁ ଜୀବନ। ପ୍ରକୃତିରୁ ସୃଷ୍ଟି ମଧୁର ଜଳର ମାତ୍ରା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଦିନ ଆସିବ ଏହି ଜଳ ଟୋପାଏ ପାଇଁ ମାନବ ତ୍ରାହି ତ୍ରାହି ଡାକିବ। ଦୈନିକ ଯେଉଁ ହାରରେ ଜଳଖର୍ଚ୍ଚ ହେବାରେ ଲାଗିଛି ଏବଂ ଲୋକମାନେ ଜଳକୁ ଯେପରି ଅପଚୟ କରିଚାଲିଛନ୍ତି, ଖୁବ୍‌ କମ୍‌ ଦିନରେ ସେହି ସମୟ ଆସି ପହଞ୍ଚିବ ଯେପରି ବିଶ୍ବର ଲୋକସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ଏବଂ ଆମ୍ଭେମାନେ ବହୁ ସମସ୍ୟା ମଧ୍ୟରେ ଗତି କରୁଛନ୍ତି ଏହାର କାରଣ ଆମ୍ଭେ ସଠିକ ପ୍ରକ୍ରିୟାରେ ପ୍ରକୃତିର ଉତ୍ସକୁ ବିନିଯୋଗ କରିପାରୁନାହାନ୍ତି। ଯେଉଁଥିପାଇଁ ଜଳର ଅଭାବ ଆମ୍ଭମାନଙ୍କୁ ପରିଲକ୍ଷିତ ହେଉଛି। ବିଶେଷକରି ଭାରତରେ ଥିବା ପଡ଼ୋଶୀ ରାଜ୍ୟ ଗୋଆ ଏବଂ ଏହାର ଆଖପାଖ ଅଞ୍ଚଳ ଜଳ ପାଇଁ ସମସ୍ୟାରେ ପଡ଼ୁଛନ୍ତି। ଯେମିତି ଦେଶମାନଙ୍କ ମଧ୍ୟରେ ପାକିସ୍ତାନ, ବ୍ରାଜିଲ, ଚାଇନା, ୟୁଏସ୍‌, ଦକ୍ଷିଣ ଆଫ୍ରିକା, ଲିବିୟା, ଜୋର୍ଡାନ ପ୍ରମୁଖ ଜଳପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ଯେପରି ଥର୍‌ ମରୁଭୂମି ଅଞ୍ଚଳରେ ଜଳକଷ୍ଟ ପାଇଁ ବହୁ ଭୀଷଣ ମରୁଡ଼ି ହୋଇଥÒଲା ଏବଂ ସେଥିରେ ବହୁ ଧନହାନି ସହ ପ୍ରାଣ ମଧ୍ୟ ଯାଇଥିଲା।

ଏହିଭଳି ସଙ୍କଟ ଓ ପରିସ୍ଥିତିକୁ ଲକ୍ଷ୍ୟକରି ପ୍ରତିବର୍ଷ ମାର୍ଚ୍ଚ ୨୨ ତାରିଖକୁ ବିଶ୍ବଜଳ ଦିବସ ରୂପେ ପାଳନ କରାଯାଉଛି। ପ୍ରଥମ ବିଶ୍ବଜଳ ଦିବସ ୨୨ମାର୍ଚ୍ଚ ୧୯୯୩ରେ ପାଳନ କରାଯାଇଥିଲା। ଏହାର ମୁଖ୍ୟ କାରଣ, ଆମ୍ଭେ ନିୟମାନୁସାରେ ଜଳ ସଞ୍ଚୟ କରିବା, ଏବଂ ପରବର୍ତ୍ତୀ ପିଢ଼ିମାନଙ୍କୁ ସଚେତନ କରାଇବା । ବିଶ୍ବଜଳ ଦିବସ-୨୦୨୧ ଅବସରରେ ‘ଜଳର ମୂଲ୍ୟ’ ମୁଖ୍ୟାଂଶ ଉପରେ ଆଲୋକପାତ କଲେ, ଜଳର ମୂଲ୍ୟ ହିଁ ତାର ଦର ଠୁଁ ଅଧିକ। ଜଳ ହିଁ ବିଶାଳ ଏବଂ ସାମଗ୍ରିକ ଘରୋଇ ଖାଦ୍ୟ, ଚଳଣି, ସ୍ବାସ୍ଥ୍ୟ, ଶିକ୍ଷା, ଅର୍ଥନୈତିକ, ମାନବପଣିଆ, ସଚ୍ଚୋଟତା ଇତ୍ୟାଦି ଆବଶ୍ୟକତା ଚାହିଦା ଠାରୁ ଢ଼େର ମୂଲ୍ୟବାନ। ଯଦି ଉପରୋକ୍ତ ଆବଶ୍ୟକତାକୁ ଅଣ ଦେଖାକରନ୍ତି ତେବେ ଆମେ ସମସ୍ୟାରେ ପଡ଼ିପାରନ୍ତି। ସେହିଭଳି ଜଳ ହିଁ ସମସ୍ତଙ୍କ ପାଇଁ ଏକାନ୍ତ କାମ୍ୟ ମାନବଜାତି ପାଇଁ ହେଉ ଅବା ପ୍ରାଣୀ ବା ଉଦ୍ଭିଦଜଗତ ପାଇଁ। ଜଳର ସତ୍ୟତାକୁ ବୋଧଗମ୍ୟ ନ କଲେ ଆମ୍ଭେମାନେ ଜଳର ବିଷମ ସଂକଟକୁ ମାନବର ହିତସାଧନରେ ଉପଯୋଗ କରିପାରିବା ଅସମ୍ଭବ ହୋଇପଡ଼ିବ।