Munna Khan - The Sakala

ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ ରାଜ୍ୟସଭାରେ ଉଠିଲା ସ୍ୱର
ନୂଆଦିଲ୍ଲୀ: ଓଡିଶାକୁ ମିଳୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟାର ମାନ୍ୟତା । ରାଜ୍ୟସଭାରେ ଉଠିଲା ଏହି ପ୍ରସଙ୍ଗ । ବିଜେଡି ରାଜ୍ୟସଭା ସାଂସଦ ମୁନା ଖାଁ ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଇଛନ୍ତି । ମୁନା ଖାଁଙ୍କ ଦାବିକୁ ସମର୍ଥନ ଜଣାଇଛନ୍ତି ସାଂସଦ ସସ୍ମିତ ପାତ୍ର । ମୁନା ଖାଁ ଗୃହରେ କହିଛନ୍ତି, ବ୍ୟାପକ ସମ୍ଭାବନାର ରାଜ୍ୟ ଓଡ଼ିଶାର ୭ଟି ଜିଲ୍ଲା ସମୁଦ୍ର ସହ ସଂଲଗ୍ନ ହୋଇ ରହିଛି । ୧୯୯୯ ମହାବାତ୍ୟାରୁ ଆରମ୍ଭ କରି ୨୦୧୯ରେ ଫନି ପର୍ଯ୍ୟନ୍ତ ବିଗତ ୨୫ ବର୍ଷରେ ୪ଟି ବଡ଼ ବାତ୍ୟାର ସମ୍ମୁଖୀନ ହୋଇଛି । କିନ୍ତୁ ୨୦୦୦ ମସିହା ପରେ ନବୀନ ପଟ୍ଟନାୟକଙ୍କ ସରକାର ଆସିବା ପରେ ପ୍ରାକୃତିକ ବିପର୍ଯ୍ୟୟକୁ ଓଡ଼ିଶା ମୁକାବିଲା କରିବାରେ ସକ୍ଷମ ହୋଇଛି । ଯାହାକୁ ବିଶ୍ବବ୍ୟାପୀ ପ୍ରଶଂସା କରାଯାଇଛି । ନବୀନଙ୍କ ଜିରୋ କାଜୁଆଲିଟି ନୀତି ଯୋଗୁ ଏହା ସମ୍ଭବ ହୋଇଛି । ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଥିବାରୁ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ କରାଯାଇ ଅନୁଦାନ ଦିଆଯାଉ ବୋଲି ଦାବି କରିଛନ୍ତି ମୁନା ଖାଁ । ଏଥି ପାଇଁ କିଛି ସ୍ବତନ୍ତ୍ର ଆଇନ ଥିଲେ ମଧ୍ୟ କେନ୍ଦ୍ର ସରକାର ଚାହିଁଲେ ଆଇନରେ ପରିବର୍ତ୍ତନ ଆଣି ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦିଆଯାଇପାରିବ ବୋଲି ମୁନା କହିଛନ୍ତି ।

BRSକୁ ଯାଇଛନ୍ତି ସବୁ VRS ନେଇଥିବା ନେତା- ସାଂସଦ ମୁନ୍ନା ଖାଁ
ଭୁବନେଶ୍ବର: BRS ଓଡ଼ିଶା ରାଜନୀତିରେ ପାଦ ଥାପିଛି।  ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଗିରିଧର ଗମାଙ୍ଗ, ତାଙ୍କ ପତ୍ନୀ ହେମା ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ ଓ ଜୟରାମ ପାଙ୍ଗି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଉପସ୍ଥିତିରେ ବିଆର୍‌ଏସ୍‌ରେ ଆନୁଷ୍ଠାନିକ ଭାବେ ପୂର୍ବରୁ ସାମିଲ ହୋଇଥିଲେ। BRS କୁ ନେଇ ରାଜନୀତି ଚଳଚଞ୍ଚଳ ହୋଇଛି। ଏହାରି ଭିତରେ ବିଜେଡ଼ି ସାଂସଦ ମୁନ୍ନା ଖାଁ କହିଛନ୍ତି ଯେ, BRS କୁ ଯାଇଛନ୍ତି ସବୁ VRS ନେଇଥିବା ନେତା। ଏମାନେ ଆଉ ରାଜନୀତିରେ ନାହାଁନ୍ତି। ଲୋକ ସେମାନଙ୍କୁ ଭୁଲିସାରିଲେଣି। କୌଣସି ପ୍ରଭାବ ପଡ଼ିବାର ପ୍ରଶ୍ନ ଉଠୁନି ବୋଲି ମୁନ୍ନା ଖାଁ  କହିଛନ୍ତି। ଗମାଙ୍ଗ ଓ ଜୟରାମ ପାଙ୍ଗିଙ୍କ ନାଁ ନେଇ କଟାକ୍ଷ କହି କହିଛନ୍ତି ଯେ, ଗୋଟେ ଜନ୍ତାରେ କଣ ସାପ ନେଉଳ ରହିପାରିବେ। ଯେଉଁମାନେ ଜୀବନ ସାରା ପ୍ରତିଦ୍ବନ୍ଦୀ ହେଇ ଥିଲେ ସେମାନେ କଣ ଗୋଟେ ଜାଗାରେ ରହି ପାରିବେ। ଦୁନିଆ ଝାମେଲା ହେବ, ଆପଣ ଦେଖିବେ ବୋଲି ମୁନ୍ନା ଖାଁ  କହିଛନ୍ତି।